Sign in
Sign in
Recover your password.
A password will be e-mailed to you.
ଚିଲିକା ବଜରଙ୍ଗ ଦଳର ବିଶାଳ ଶୋଭାଯାତ୍ରା: ଯୋଗଦେଲେ ଆଇନ ମନ୍ତ୍ରୀ
ବାଲୁଗାଁ:(ସେକ୍ କୌସର):ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ-ବାଣପୁର ସହରରେ ହନୁମାନ ଜୟନ୍ତୀ ତଥା ଓଡ଼ିଆ ନବ ବର୍ଷ ଉପଲକ୍ଷେ ବଜରଙ୍ଗ ଦଳ ପକ୍ଷରୁ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡର ଆହ୍ଵାନ କ୍ରମେ ଉକ୍ତ ଶୋଭାଯାତ୍ରାରେ ଶହ ଶହ ରାମ ଭକ୍ତ ସାମିଲ…
କୋକୋଲୁଣ୍ଡା ଗ୍ରାମର ଧର୍ମପ୍ରାଣା ମହିଳା ବିନୋଦିନୀ ପଣ୍ଡାଙ୍କ ପରଲୋକ
ବେଲଗୁଣ୍ଠା -14/4/2026-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ କୋକୋଲୁଣ୍ଡା ଗ୍ରାମର ଧର୍ମପ୍ରାଣା ମହିଳା ବିନୋଦିନୀ ପଣ୍ଡା ଙ୍କ ହୃଦଘାତ ଜନିତ ମୃତ୍ୟୁ ହୋଇଯାଇଛି!ସେ ଜଣେ ପର ଉପକାରୀ, ଧର୍ମ ପାରାୟଣ, ମହିୟସୀ ମହିଳା ଜୀବନର ଅଧିକାଂଶ ସମୟ ଚିଦାନନ୍ଦ ସ୍ୱାମୀ ଙ୍କ ଆଶ୍ରିତ ହୋଇ ବିଭିନ୍ନ…
ମହାବିଷୁବ ସଂକ୍ରାନ୍ତିରେ ବିଭିନ୍ନ ସ୍ଥାନରେ ସଂକ୍ରାନ୍ତି ମେରୁ ଅନୁଷ୍ଠିତ ; ଝୁଣାପଣାରେ ମହକି ଉଠିଲା ଝାମୁଯାତ୍ରା…
ବେଲଗୁଣ୍ଠା,14/04,-(ଶିବରାମ ଚୌଧୁରୀ )-ମହା ବିଷୁବ ସଂକ୍ରାନ୍ତି ଅବସରରେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ଉଦଯାପିତ ହୋଇ ଯାଇଛି ଭକ୍ତି ଏବଂ ବିଶ୍ୱାସର ଗଣପର୍ବ ଦଣ୍ଡଯାତ୍ରା I ଏହି ବ୍ଳକ୍ ର ଅଠରଟି ଗ୍ରାମରୁ ଷୋହଳଟି ଗ୍ରାମରେ ସୋମବାର ମାସନ୍ତ ମେରୁ ଅନୁଷ୍ଠିତ ହୋଇଥିବା ବେଳେ ଆଜି…
ବେଲଗୁଣ୍ଠା ମାଆ ଦକ୍ଷିଣ କାଳୀ ପୀଠରେ ହୋମ ଯଜ୍ଞ ଅନୁଷ୍ଠିତ ଓ ପଣା ସଂକ୍ରାନ୍ତି ପାଳନ
ବେଲଗୁଣ୍ଠା,୧୪/୦୪-(ଶିବରାମ ଚୌଧୁରୀ )-,ଆଜି ମହା ବିଷୁବ ସଂକ୍ରାନ୍ତି ଅବସରରେ ବେଲଗୁଣ୍ଠା ମାଆ ଦକ୍ଷିଣ କାଳୀ ପୀଠରେ ହୋମ ଯଜ୍ଞ ଅନୁଷ୍ଠିତ ହେବା ସହିତ ପଣା ସଂକ୍ରାନ୍ତି ପାଳନ କରାଯାଇଛି I ଏଥିରେ ପୁରୋହିତ ଭାବେ ଶୁଭକାନ୍ତ ପତି,ପୂଜକ ଭାବେ ବୁନା ପତି, ମାଳି ତରଣୀ ସେନ୍ ରଣା ଏବଂ ଦେବାଶିଷ…
ବାବା ସାହେବ ଆମ୍ବେଦକର ଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ବାଇକ୍ ଶୋଭାଯାତ୍ରା ସହ ସଚେତନତା ସଭା,
ବେଲଗୁଣ୍ଠା, ୧୪/୦୪,-(ଶିବରାମ ଚୌଧୁରୀ )-ଡା ବି ଆର ଆମ୍ବେଦକର ଙ୍କ ୧୩୫ ତମ ଜୟନ୍ତୀ ଅବସର ରେ ଘୁମୁସର ତାଲୁକା ହlଡ଼ି ସମାଜ ସଭାପତି ତଥା ଆମ୍ବେଦକର ବିଚାର ମଞ୍ଚ ରାଜ୍ୟ ସଭାପତି ପଞ୍ଚାନନ ନାୟକଙ୍କ ନେତୃତ୍ୟରେ ଅନୁଷ୍ଠିତ କାଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଧାକୃଷ୍ଣ ପାଠାଗାର ସଭାପତି…
ମାଲକାନଗିରିରେ ବାବା ସାହେବ ଆମ୍ବେଦକରଙ୍କ ୧୩୫ ତମ ଜୟନ୍ତୀ ପାଳିତ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ ତମ ଜୟନ୍ତୀ ମାଲକାନଗିରି ଜିଲ୍ଲାରେ ମହାସମାରୋହରେ ପାଳିତ ହୋଇଯାଇଛି। ସ୍ଥାନୀୟ ବସ୍ ଷ୍ଟାଣ୍ଡ ପରିସରରେ ଅବସ୍ଥିତ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ…
ମାଲକାନଗିରି ସଂସ୍କୃତି ଭବନରେ ଓଡ଼ିଆ ପକ୍ଷ ଓ ନବ ବର୍ଷ ପାଳିତ
ସମ୍ବର୍ଦ୍ଧିତ ହେଲେ ସ୍ଵୟଂ ସହାୟକ ଗୋଷ୍ଠୀ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଓଡ଼ିଆ ଭାଷା ପକ୍ଷର ଉଦଯାପନୀ ଉତ୍ସବ ସହ ଓଡ଼ିଆ ନବ ବର୍ଷ ଓ ମହାବିଷୁବ ସଂକ୍ରାନ୍ତି ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ…
ପୂର୍ବ ତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ – ପୁରୀ ସେକ୍ସନର ନିରୀକ୍ଷଣ;
ପୁରୀ ଷ୍ଟେସନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା
ଭୁବନେଶ୍ୱର, ୧୪ ଏପ୍ରିଲ, ୨୦୨୬: ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଜି ଖୋର୍ଦ୍ଧା ରୋଡ୍ - ପୁରୀ ସେକ୍ସନ ନିରୀକ୍ଷଣ କରିବା ସହିତ ଆଗାମୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ଷ୍ଟେସନରେ ଚାଲିଥିବା ବିଭିନ୍ନ ବିକାଶ…
ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ ମହାସମାରୋହରେ ପାଳନ
,ତା୧୪/୪- କେନ୍ଦୁଝର ନଗର ଭବନ ଠାରେ ବାବା ସାହେବ ଆମ୍ବେଦକରଙ୍କ ଜନ୍ମଜୟନ୍ତୀ ପାଳନ କରାଯାଇଛି। କଲେକ୍ଟୋରେଟ୍ ସ୍ଥିତ ବାବାସାହେବଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। ଏହାପରେ ଏକ ବିଶାଳ ରାଲି କଲେକ୍ଟୋରେଟ୍ ଛକରୁ ସ୍ଥାନୀୟ ନଗର ଭବନ ପର୍ଯ୍ୟନ୍ତ ଯାଇଥିଲା। ନଗର ଭବନ ଠାରେ ଏକ…
କେନ୍ଦୁଝର ଆପ୍ ପକ୍ଷରୁ ବାବାସାହେବ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି
କେନ୍ଦୁଝର,ତା୧୪/୪- ଆଜି ଓଡ଼ିଆ ନୂତନ ବର୍ଷ, ମହାବିଷୁବ ପଣାସଂକ୍ରାନ୍ତି, ହନୁମାନ ଜୟନ୍ତୀ ଓ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ କେନ୍ଦୁଝର ଆମ୍ ଆଦମୀ ପାର୍ଟି ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଥିବା ତାଙ୍କ ପ୍ରତିମୂର୍ତ୍ତିକୁ ମାଲ୍ୟାର୍ପଣ କରାଯାଇ ସମ୍ମାନ ଜଣାଇଯାଇଛି।…