Sign in
Sign in
Recover your password.
A password will be e-mailed to you.
ଅଗ୍ନି ବିପନ୍ନଙ୍କୁ ବିଧାୟକଙ୍କ ତରଫରୁ ସହାୟତା ପ୍ରଦାନ
ବେଲଗୁଣ୍ଠା,୧୪/୦୪-(ଶିବରାମ ଚୌଧୁରୀ )-, ରବିବାର ଅପରାହ୍ଣରେ ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ତିନିଭାଇଙ୍କ ତିନି ବଖରl ଘର ପୋଡି ପାଉଁଶ ହୋଇଯାଇଛି l ଅଗ୍ନି କାଣ୍ଡରେ ସର୍ବସ୍ୱାନ୍ତ ହୋଇପଡିଥିବା ତିନି ଭାଇ ହେଲେ ଟିକରପଡା ଗ୍ରାମର ମିଛା ନାୟକ, ଅନନ୍ତ…
କଟକ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ
କଟକ ତା ୧୪.୦୪.୨୦୨୬ ରିଖ – ଭାରତୀୟ ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବା ସାହେବ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୬ତମ ଜୟନ୍ତୀ ଅବସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ଦ୍ଵାରା ଉଚ୍ଚ ନ୍ୟାୟାଳୟ ସନ୍ନିକଟ ଆମ୍ବେଦକରଙ୍କ ପୂର୍ଣ୍ଣାବୟବ…
କେନ୍ଦୁଝର : ଭାରତରତ୍ନ ଡ଼ଃ ବି. ଆର୍. ଆମ୍ବେଦକର ଜୟନ୍ତୀ ପାଳିତ।
କେନ୍ଦୁଝର, ତା ୧୪.୦୪.କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ତା ୧୪.୦୪.୨୦୨୬ ରିଖ ମଙ୍ଗଳବାର ଦିନ ଭାରତରତ୍ନ ଡ଼ଃ ବି. ଆର୍. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ସୂଚନାଯୋଗ୍ୟ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର…
” ଏପ୍ରିଲ ଶେଷ ସୁଦ୍ଧା ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଘରେ ପାଣି ପହଞ୍ଚିବ”
ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀଙ୍କ ନିର୍ଦେଶ
ରାଜଗାଙ୍ଗପୁର ୧୩-୦୪-୨୬. ଏପ୍ରିଲ ଶେଷ ସୁଦ୍ଧା ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଘରେ ପାଣି ପହଞ୍ଚିବ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଦୃଢୋକ୍ତି ପ୍ରକାଶ କରିଛନ୍ତି I ଗତ ଶନିବାର…
ନବରଙ୍ଗପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଆ ନବବର୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ,
ଅଶୋକ ସାହୁ,ନବରଙ୍ଗପୁର ତା ୧୪.୪.୨୦୨୬: ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇଥିବା 'ଓଡ଼ିଆ ପକ୍ଷ ୨୦୨୬' ପାଳନ ଅବସରରେ ଆଜି ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି…
ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ବାବାସାହେବ୍ ଡ ଭୀମରାଓ ରାମଜୀ ଆମ୍ବେଦକର ଙ୍କ ୧୩୬ତମ ଜୟନ୍ତୀ ମହାସମାରୋହରେ ପାଳିତ
ନବରଙ୍ଗପୁର ତା ୧୪.୪.୨୦୨୬:ଅଶୋକ ସାହୁ,ଡ଼ ଆମ୍ବେଦକର ଙ୍କ ୧୩୬ ତମ ଜୟନ୍ତୀ ପାଳନ ଅବସରରେ ଡ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ସକାଳ ୮.୩୦ ମି ସମୟରେ ଅନୁଷ୍ଠିତ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ରେ ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ,ଜିଲ୍ଲାପାଳ ଡ଼…
ଅନୁଆପଡା ଛକରେ ଜଳଛତ୍ର—ଗ୍ରାମୀଣ ବିକାଶ ଯୁବକ ସଂଘର ନିରନ୍ତର ସେବା ।
କେନ୍ଦ୍ରାପଡ଼ା:୧୪/୦୪(ପ୍ରଫୁଲ୍ଲ କୁମାର ମଲ୍ଲ) ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଗ୍ରାମୀଣ ବିକାଶ ଯୁବକ ସଂଘ ପକ୍ଷରୁ ତିବ୍ର ଗ୍ରୀଷ୍ମ ତାପଦାହରେ ପଥଚାରୀଙ୍କୁ ସହାୟତା ପ୍ରଦାନ କରିବା ଲକ୍ଷ୍ୟରେ ଜଳଛତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ଅନୁଆପଡା ଛକରେ ଏହି…
ଧର୍ମୀୟ ଭାବନାର ବିଶ୍ୱାସ ସହିତ ସଙ୍ଗୀତ , ନୃତ୍ୟ , ସାଧନା ଓ ଆରାଧନା ସମ୍ୱନ୍ଧରେ ମାଁ ଶ୍ୟାମାକାଳୀଙ୍କ ଦଣ୍ଡ ନାଚ ପର୍ବ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗତ ୧୩ ଦିନ ଧରି ଚାଲିଥିବା ଧର୍ମୀୟ ଭାବନାର ବିଶ୍ୱାସ ସହିତ ସଙ୍ଗୀତ , ନୃତ୍ୟ , ସାଧନା ଓ ଆରାଧନା ସମ୍ୱନ୍ଧରେ ମାଁ ଶ୍ୟାମାକାଳୀଙ୍କ ଦଣ୍ଡନାଚ ପର୍ବ ମହା ସମାରୋହରେ ସମାପନ ହୋଇଯାଇଛି।ଏହି…
ଘୁ.ଉଦୟଗିରିବ୍ଲକ ଓ ଏନଏସି ପକ୍ଷରୁ 135 ତମ ଆମ୍ବେଦକର ଜୟନ୍ତୀ ପାଳିତ
ଘୁ. ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ସ୍ଥିତ ନେହେରୁ ମାର୍କେଟ କମ୍ପ୍ଲେକ୍ସ ଛକରେ ବ୍ଲକ ଓ ଏନଏସି ଭୀମ ଆର୍ମି ସଂଗଠକ ପକ୍ଷରୁ ସମ୍ବିଧାନ ପ୍ରଣେତା ଡକ୍ଟର ଭିମ ରାଓ ଆମ୍ବେଦକରଙ୍କ 135 ତମ ଜନ୍ମଜୟନ୍ତୀ ବ୍ଲକ ସମ୍ପାଦକ ହନକ ଦିଗାଲଙ୍କ ନେତୃତ୍ୱରେ…
ଶିକ୍ଷକ ଅଭାବ ନେଇ ବିଦ୍ୟାଳୟ ସମ୍ମୁଖ ରେ ଛାତ୍ର ଛାତ୍ରୀ ଙ୍କ ଧାରଣା
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ= ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ ଭି ୭୨ ଗ୍ରାମ ବିବେକାନନ୍ଦ ବିଦ୍ୟା ପିଠ, ବିଦ୍ୟାଳୟ ର ମୁଖ୍ୟ ଦ୍ୱାରା ସମ୍ମୁଖ ରେ ବିଧ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ଦୀର୍ଘ ଦିନ ଧରି ବିଧ୍ୟାଳୟ ରେ ଲାଗି ରହିଥିବା ଶିକ୍ଷକ, ଶିକ୍ଷୟତ୍ରୀ ଅଭାବ କୁ…