କାମାକ୍ଷାନଗରର ବିଭିନ୍ନ ଅନୁଷ୍ଠାନ ଓ ସଂଘ ପକ୍ଷରୁ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ଢ଼େଙ୍କାନାଳ / ରବିନ୍ ଦାସ ; ସ୍ବଛତା ହିଁ ସେବା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ଆହ୍ବାନ କ୍ରମେ ସାରା ଦେଶରେ ଆଜି ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏହି ସ୍ବଚ୍ଛତା କାର୍ଯକ୍ରମ ଅବସରରେ ଆଜି ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବିଭିନ୍ନ ଅନୁଷ୍ଠାନ ଯଥା…

ଜୁନାଗଡ଼ ଥାନା ସଙ୍କରପଳା ଗ୍ରାମରେ ୩ ଜଣଙ୍କୁ ବିଭତ୍ସ ହତ୍ୟାକାଣ୍ଡ, ଦୁର୍ବୁତ୍ତ ଫେରାର।

ଜୁନାଗଡ଼,୧/୧୦: ଜୁନାଗଡ଼ ଥାନା ଅନ୍ତର୍ଗତ ବୁଢ଼ୀଦର ପଂଚାୟତ ସଙ୍କରପଳା ଗ୍ରାମରେ ୩ ଜଣଙ୍କୁ ବିଭତ୍ସ ଭାବେ ହତ୍ୟାକାଣ୍ଡ ଘଟାଇ କୌଣସି ଦୁର୍ବୁତ୍ତ ଫେରାର ହୋଇଯାଇଥିବା ଜଣାଯାଇଛି।ଏହି ହତ୍ୟାକାଣ୍ଡର ଶିକାର ମା ସହିତ ଏକ ନିଷ୍ପାପ ଶିଶୁ ମଧ୍ୟ ହୋଇଛି।ସୂଚନା ମତେ ସଙ୍କରପଳା ଗ୍ରାମ ମାଲପଡା…

ମହୁଲପାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ବଚ୍ଛତା ହିଁ ସେବା ଦିବସ ପାଳନ

ଢ଼େଙ୍କାନାଳ / ରବିନ୍ ଦାସ ; ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସାରା ଦେଶରେ ସ୍ବଛତା ହିଁ ସେବା ଦିବସ ପାଳନ କରାଯାଉଛି । ସେହିପରି ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମହୁଲପାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ପାଳିତ ହୋଇଯାଇଛି ଏହି ଦିବସ ।…

ଭଞ୍ଜନଗରରେ ରାସେଶ୍ୱରୀ ଦେବୀଜି ଙ୍କ ସାଂଧ୍ୟ ପ୍ରବଚନ

ଭଞ୍ଜନଗର / ଉଦୟନାଥ ପଣ୍ଡା : ଭଞ୍ଜନଗର ଟାଉନହଲ୍ ରେ, ବ୍ରଜଗୋପିକା ସେବାମିସନ୍ ତରଫରୁ ପୁଜନୀୟା ରାସେଶ୍ୱରୀ ଦେବୀଜି ଙ୍କ ଷଷ୍ଟଦୀନ ବ୍ୟାପି ଏଲ.ଇ.ଡି ପରଦା ମାଧ୍ୟମରେ ଆଧ୍ୟାତ୍ମିକ ଜିବନ ଉପଯୋଗୀ ଦାର୍ଶନିକ ସାଂଧ୍ୟ ପ୍ରବଚନ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଛି।ଆୟୋଜିତ ଏହି ସାଂଧ୍ୟ ପ୍ରବଚନ…

ସଂସ୍କୃତ ମହାବିଦ୍ୟାଳୟରେ ସ୍ଵଚ୍ଛ ଭାରତ ଓ ପୋଷଣ ପକ୍ଷ କାର୍ଯ୍ୟକ୍ରମ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସଂସ୍କୃତ ମହାବିଦ୍ୟାଳୟର ଛାତ୍ରାବାସ ଅନ୍ତେବାସଙ୍କୁ ସତ୍ ମାର୍ଗରେ ଚାଲିବା ପାଇଁ ବାଲ୍ ମୁକୁନ୍ଦ କେନ୍ଦ୍ର ଅନ୍ତର୍ଗତ ସଂସ୍କାର ମୂଳକ କାର୍ଯ୍ୟକ୍ରମ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀଙ୍କ ପ୍ରୟାସ ଦ୍ଵାରା ଶନିବାର ଦିନ ଅପରାହ୍ନରେ ବିଭିନ୍ନ…

ଶତାୟୁ ଭୋଟରକୁ ସମ୍ବର୍ଦ୍ଧିତ କଲେ ଉପଜିଲ୍ଲାପାଳ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ଉପଖଣ୍ଡର ବିଭିନ୍ନ ଶତାୟୁ ଭୋଟରଙ୍କୁ ଭେଟି ଆଜି ଉପ-ଜିଲ୍ଲାପାଳ ଶ୍ରୀ ଆଲୋକ ପଟେଲ ଓ ସହକାରୀ ଜିଲ୍ଲାପାଳ. ମନୋରଞ୍ଜନ ନାୟକ ସମ୍ବର୍ଦ୍ଧିତ କରିଛନ୍ତି । ସେମାନଙ୍କୁ ଭେଟି ଉପ- ଜିଲ୍ଲାପାଳ ଭାରତ ନିର୍ବାଚନ ଆୟୋଗ ବରିଷ୍ଠ ନାଗରିକ (୮୦+ ବୟସ ବର୍ଗ) ଓ…

ବାଲୁଗାଁ ଏନ୍.ଏ.ସି ପକ୍ଷରୁ “ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଓ “ସ୍ୱଚ୍ଛତା ହିଁ ସେବା” ଦିବସ ପାଳିତ

ଚିଲିକା:(ସେକ୍ କୌସର): ଆଜି ତା.୦୧.୧୦.୨୦୨୩ ରିଖରେ ବାଲୁଗାଁ ଏନ୍.ଏ.ସି.ଅନ୍ତର୍ଗତ ଚିଲିକା କୂଳ ନିକଟରେ ଥିବା ବୃଦ୍ଧାଶ୍ରମ ଠାରେ “ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ସମାରୋହ” ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାଲୁଗାଁ ଏନ୍.ଏ.ସି. ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି…

ପାଇକମାଲ ରେ ମେଗା ସଫେଇ ଅଭିଯାନ

https://youtu.be/Rq5VVrzZJII ସୁରକ୍ଷା ସହିତ ଦେଶ ନିର୍ମାଣରେ ସର୍ବଦା ପ୍ରୟାସରତ ସିଆରପିଏଫ ବରଗଡ :-ବରଗଡ :- ବରଗଡ ଜିଲ୍ଲାର ପାଇକମାଲ ଗ୍ରାମ ମୂଖ୍ୟତଃ ଦେଶ ତଥା ରାଜ୍ୟର ମାନଚିତ୍ର ରେ ବିଶ୍ୱପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ ଓ ମହାପ୍ରଭୁ ନୃସିଂହନାଥ ଙ୍କର ପୁଣ୍ୟପୀଠ ପାଇଁ…

ପଦ୍ମପୁର ଏନ୍ଏସି ତରଫରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଏନ୍ଏସି ତରଫରୁ “ସ୍ବଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ବଚ୍ଛ ଭାରତ ମିଶନର ନବମ ବାର୍ଷିକୀ ପାଳନ ଅବସରରେ ସ୍ବଚ୍ଛତା ହିଁ ସେବା ଅଭିଯାନର ଏକ ଅଂଶ ଭାବରେ ପଦ୍ମପୁର ଏନ୍ଏସି ସକ୍ରିୟ ଭାବରେ "ଏକ ତାରଖ, ଏକ ଘଣ୍ଟା, ଏକ ସାଥ" ର…

ବେଲଗୁଣ୍ଠା ପ୍ରକଳ୍ପ ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ କାର୍ଯ୍ୟକ୍ରମ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ରାଜୀବଗାନ୍ଧୀ ସେବା କେନ୍ଦ୍ର ଠାରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ବେଲଗୁଣ୍ଠା ପ୍ରକଳ୍ପ ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ…