ମଙ୍ଗଳପୁରରେ ତ୍ରିପୁର ବିଜୟୀ ଦୁର୍ଦ୍ଦାନ୍ତ ରାବଣ ବା ରାମାୟଣ ନାଟକ ଉଦ୍ଘାଟନ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗଣେଶ ପୂଜା ଉପଲକ୍ଷେ ଶୁକ୍ରବାର ରାତିରେ ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ଗ୍ରାମରେ ଶ୍ରୀ ବାବା ମୁକ୍ତେଶ୍ଵର ନାଟ୍ୟକାର କଳା ସଂସଦ ଆନୁକୂଲ୍ୟରେ ଗ୍ରାମର ବଛା ବଛା କଳାକାରମାନଙ୍କ ଦ୍ୱାରା ମହାନ୍ ପୌରାଣିକ ନାଟକ ତ୍ରିପୁର ବିଜୟୀ ଦୁର୍ଦ୍ଦାନ୍ତ ରାବଣ ବା…

ଅଗ୍ନିକାଣ୍ଡରେ ଚାରି ପରିବାରର ୮ ବଖରା ଘର ଭସ୍ମୀଭୂତ ।

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ ଗାଙ୍ଗପୁର ଥାନା ଅର୍ନ୍ତଗତ କ୍ଷତ୍ରିୟ ବରପୁର ପଞ୍ଚାୟତ ରାଇପଡା ଗ୍ରାମ ହରିଜନ ସାହିରେ ଅଗ୍ନିକାଣ୍ଡ ଘଟି ୪ ପରିବାରର ୮ ବଖରା ଘର ଭସ୍ମୀଭୂତ ହୋଇଥିବା ସୂଚନା ମିଳିଛି ।ଆଜି ଦିନ ୧୨ ଟାରେ ପ୍ରଥମେ ଶଙ୍କର ନାଇକଙ୍କ ଗୃହରୁ ପ୍ରଥମେ…

୧୨୨ତମ ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ୱିଣ୍ଡୋ କ୍ଲିୟରାନ୍ସ କମିଟି ଅଥରିଟି ବୈଠକ

୧୯ଟି ନୂଆ ପ୍ରକଳ୍ପକୁ ଅନୁମୋଦନ ସହ ଓଡ଼ିଶାର ଅର୍ଥନୈତିକ ପ୍ରଗତି ଜାରି ୩,୬୬୩ କୋଟି ଟଙ୍କାର ପ୍ରକଳ୍ପରେ ପ୍ରାୟ ୧୩,୬୬୩ ନିଯୁକ୍ତି ସମ୍ଭାବନା ଭୁବନେଶ୍ୱର:  ୧୨୨ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ) ବୈଠକରେ ଓଡ଼ିଶାର ଶିଳ୍ପ…

ସାନ୍ତାଳୀ-ଓଡିଆ-ଇଂରାଜୀ ଶଦ୍ଦକୋଷର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

https://youtu.be/Yk4pyIHi-tw ବିଭିନ୍ନ ଜନଜାତି ଭାଷାରେ ପ୍ରାଥମିକ ଶିକ୍ଷାର ୨୧ଟି ଅତିରିକ୍ତ ପାଠ୍ୟପୁସ୍ତକ ମଧ୍ୟ ଲୋକାର୍ପିତ ପ୍ରତି ଜିଲ୍ଲାରେ କରାଯିବ Language Lab - ମୁଖ୍ୟମନ୍ତ୍ରୀ ଭୁବନେଶ୍ବର; ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ନବୀନ ନିବାସ ଠାରେ ଜନଜାତି ଭାଷା…

ସାଇବେର୍ଣ୍ଣା ଡୁଙ୍ଗୁରି ରେ ବାବା ସିଦ୍ଧେଶ୍ଵରଙ୍କ ପୂଜା ଅନୁଷ୍ଠିତ l

ବିଜେପୁର :- ବିଜେପୁର ବ୍ଳକ୍ ଅନ୍ତର୍ଗତ ବୁରୋମାଳ ସାଇବେର୍ଣ୍ଣା ଡୁଙ୍ଗୁରି ରେ ରହିଛି ବାବା ସିଦ୍ଧେଶ୍ଵର ଙ୍କ ପୀଠ l ସ୍ଥାନୀୟ ତଥା ଆଖପାଖ ଅଞ୍ଚଳର ଲୋକଙ୍କ ବିଶ୍ବାସ ରହିଛି ଏହି ପୀଠ ଉପରେ l ଶହସ୍ରାଧିକ ଭକ୍ତ ତଥା ଗ୍ରାମବାସୀ ସଙ୍କୀର୍ତ୍ତନ, ଘଣ୍ଟ ବାଦ୍ୟ ସହ ବିଶାଳ ଶୋଭାଯାତ୍ରା ରେ ପୀଠରେ…

ଭେଡେନ ବ୍ଳକ୍ ରେ ଶିଶୁ ସୁରକ୍ଷା ଦିବସ ପାଳିତ l

ଭେଡେନ : - ସ୍ଥାନୀୟ ବ୍ଲକ୍ କାର୍ଯ୍ୟାଳୟ ଠାରେ ଶିଶୁ ସୁରକ୍ଷା ଦିବସ ପାଳିତ ହୋଇଯାଇଛି l ବରଗଡ ସିଡବ୍ଲୁସି ବବିତା ରାଉତ , ସୁରେନ୍ଦ୍ର ଦାଶ, ସିଡିପିଓ ଆଲଫାନି ଟେଟେ, ଭେଡେନ ଏବିଡିଓ, ଥାନା ଅଧିକାରୀ ଅତିଥି ଭାବେ ଯୋଗ ଦେଇ ଶିଶୁ ସୁରକ୍ଷା ଉପରେ ବୈଠକରେ ଆଲୋକପାତ କରିଥିଲେ l ଏହି…

ଜମରତଲା ରେ କ୍ଳଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ l

ପଦ୍ମପୁର :- ଜମରତଳା ଗ୍ରାମପଞ୍ଚାୟତ ସ୍ଥିତ ଫାଇପ୍ ଟି ସ୍କୁଲ ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦହିଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୩ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ରାଜେଶ ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ସର୍ବପ୍ରଥମେ ଜମରତଲା ଛାତ୍ର ଛାତ୍ରୀ ମାନଙ୍କ…

କବିବର ରାଧାନାଥ ରାୟଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ବସନ୍ତ କୁମାର ଜେନା): ପ୍ରଗତିଶୀଳ ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୩ସ୍ଥିତ ଵାଜିରାଉତ ଶିକ୍ଷା ନିକେତନ ର ମିଳିତ ଆନୁକୂଲ୍ୟରେ କବିବର ରାଧାନାଥ ରାୟଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଶିକ୍ଷା ନିକେତନ ର ପ୍ରଧାନ ଶିକ୍ଷୟିତ୍ରୀ ସ୍ୟୈଦାମିନୀ ମୁଦାଲୀଙ୍କ…

“ନବୀନ ପଟ୍ଟନାୟକ ଏକ ଅନନ୍ୟ ବ୍ୟକ୍ତିତ୍ୱ” ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ବସନ୍ତ କୁମାର ଜେନା): ଉତ୍କଳ ମେଲ ର ସମ୍ପାଦକ ତଥା ପ୍ରକାଶକ ଡ଼ ପୀତବାସ ମିଶ୍ର ଙ୍କ ଲିଖିତ "ନବୀନ ପଟ୍ଟନାୟକ ଏକ ଅନନ୍ୟ ବ୍ୟକ୍ତିତ୍ୱ" ପୁସ୍ତକର ଲୋକାର୍ପଣ ଉତ୍ସବ ସ୍ଥାନୀୟ ବସ୍ତିଆ ଭବନ ଠାରେଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର…

ତ୍ରିନାଥ ସିଂହଙ୍କୁ ଶବ୍ଦଶିଳ୍ପୀ ରୋହିତ ପଟେଲ ସମ୍ମାନ

ରାଉରକେଲା, (ବସନ୍ତ କୁମାର ଜେନା): ରାଉରକେଲା ଭବିଷ୍ୟନିଧି କାର୍ଯ୍ୟାଳୟରେ ଅବସ୍ଥାପିତ ତଥା ଓଡ଼ିଶାର ଆଗଧାଡ଼ିର ସୁନାମଧନ୍ୟ କବି ତ୍ରିନାଥ ସିଂହଙ୍କୁ ୨୦୨୩ ବର୍ଷ ପାଇଁ ମର୍ଯ୍ୟାଦାଜନକ ଶବ୍ଦଶିଳ୍ପୀ ରୋହିତ ପଟେଲ ସମ୍ମାନ - ୨୦୨୩ ପ୍ରଦାନ କରାଯାଇଛି।ପବିତ୍ର ବ୍ୟାସକ୍ଷେତ୍ର ବେଦବ୍ୟାସ…