Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ପ୍ରତିଷ୍ଠା ଦିବସ ସମାରୋହ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ପ୍ରତିଷ୍ଠା ଦିବସ ସମାରୋହ ପାଳନ ଅବସରରେ ଉତ୍କଳ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉତ୍ସବରେ ଉପସ୍ଥିତ ଥିବା ଅତିଥି ମନ୍ତ୍ରୀ ନିରଞ୍ଜନ ପୂଜାରୀ,ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର…
ଦେଓଗାଁ ବ୍ଲକ ର ବିଭିନ୍ନ ଗ୍ରାମ ପରିଦର୍ଶନ କଲେ ବଲାଙ୍ଗିର ସାଂସଦ
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର ): ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ନିଜର କର୍ମୀ ମାନଙ୍କ ସହ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର ବିଭିନ୍ନ ଗ୍ରାମ ପରିଦର୍ଶନ କରି ଲୋକଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ବୁଝାଇଥିଲେ l ପ୍ରତ୍ୟେକ ଗାଁ ରେ ସାଂସଦ…
ବାଣପୁର ରେ ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ର୧୨୫ ତମ ଜନ୍ମ ଜୟନ୍ତୀ ଉତ୍ସବପାଳିତ
ବାଣପୁର(ସେକ୍ କୌସର):ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶାର ବରପୁତ୍ର ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ ୧୨୫ ତମ ଜନ୍ମଜୟନ୍ତୀ ଉତ୍ସବ ଜନ୍ମସ୍ଥାନ ବାଣପୁର ସ୍ଥିତ କୁମାରାଙ୍ଗ ଗ୍ରାମରେ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଂସ୍କୃତି ବିଭାଗ…
ଅଖିଳ ଭାରତୀୟ ଗୋଁଣ୍ଡ ମହାସଭା ର ନୁଆଁଖାଇ ଭେଟଘାଟ ମହୋତ୍ସବ-୨୦୨୩ ଅନୁଷ୍ଠିତ l
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଅଖିଳ ଭାରତୀୟ ଗୋଁଣ୍ଡ ମହାସଭା ଗୋଁଣ୍ଡ ସମାଜ ରାଜବୋଡାସମ୍ବର ବ୍ଲକ ର ନୁଆଁଖାଇ ଭେଟଘାଟ ମହୋତ୍ସବ -୨୦୨୩ ଗୋରୁବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ବିରାଟ କଲସ ଶୋଭାଯାତ୍ରା କରାଯାଇ ବୁଢ଼ା ଦେଓ ପୂଜା ମଣ୍ଡପ ରେ କଲସ ସ୍ଥାପନ ହୋଇଥିଲା l ସମାଜ ର…
ଭଞ୍ଜନଗର ରେ ପାଳିତ ହେଲା, ବରିଷ୍ଠ ନାଗରିକ ଦିବସ।
ଭଞ୍ଜନଗର / ଉଦୟନାଥ ପଣ୍ଡା: ଭଞ୍ଜନଗର ସହରର ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଆନ୍ତର୍ଜାତିକ ବୃଦ୍ଧ ଦିବସ ପାଳିତ ହୋଇଛି।
ଆଜି ୨୦୨୩ ଅକ୍ଟୋବର ୧ ତାରିଖ ଆନ୍ତର୍ଜାତିକ ବୃଦ୍ଧ ଦିବସ ଅବସରରେ ଭଞ୍ଜନଗର ଖାଲାସିସାହି ସ୍ଥିତ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ନିକଟରେ ଅବସ୍ଥିତ ଘୁମୁସର…
ଭଞ୍ଜ ସାହିତ୍ୟରେ ଅନ୍ତର୍ନିହିତ ଅଛି ଗଣତାନ୍ତ୍ରିକ ମୂଲ୍ୟବୋଧ ସହ ଶାସ୍ବତ ପ୍ରେମର ଅତିନ୍ଦ୍ରୀୟତା: ଡ଼ଃ ରଥ
ରାଉରକେଲା, (ବସନ୍ତ କୁମାର ଜେନା): ଛେଣ୍ଡ୍ ସାଂସ୍କୃତିକ ସଂଘ ଓ ଗୋପବନ୍ଧୁ ପାଠାଗାର ଦ୍ବାରା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ପାଠାଗାର ପରିସରରେ ପାଳିତ ହୋଇଯାଇଛି ।ବିଗତ ପନ୍ଦର ବର୍ଷ ଧରି ଛେଣ୍ଡ୍ ସାଂସ୍କୃତିକ ସଂଘ ଏବଂ ଗୋପବନ୍ଧୁ ପାଠାଗାରର ମିଳିତ ସହଯୋଗରେ କବି ସମ୍ରାଟ ଉପେନ୍ଦ୍ର…
ବରିଷ୍ଠଙ୍କ ପ୍ରତି ଅନ୍ୟାୟ ବରଦାସ୍ତ କରାଯିବ ନାହିଁ: ଅରୁଣ
ନୟାଗଡ଼, ୧/୧୦: ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଓ ସଶକ୍ତି କରଣ ବିଭାଗ, ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ, ଏଲଡର୍ସ ଭିଜନ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ…
ସ୍ବଚ୍ଛତା ଦିବସ ପାଳିତରେ ସାମିଲ ହେଲେ ସିମାନ୍ତ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ
ସାରସକଣା ରୁ ଦିପୁ ମହାପାତ୍ରଙ୍କ ରିପୋର୍ଟ । --ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ହୋଇଛି ସଚ୍ଛତା ଦିବସ । ଶରତପାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଉଚ୍ଚ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଯୁକ୍ତ ପୂର୍ଣ୍ଣ…
ସ୍ୱଚ୍ଛତା ପକ୍ଷ ପାଳନ ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ସ୍ୱଚ୍ଛତା ଅଭିଯାନ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବ୍ୟାପୀ ସ୍ୱଚ୍ଛତା ଅଭିଯାନ ସମଗ୍ର ଦେଶରେ ଉତ୍ସାହର ସହ ସ୍ୱଚ୍ଛତା ପଖୱାଡା ପାଳନ କରିବା ପାଇଁ 'ସ୍ୱଚ୍ଛତା ହିଁ ସେବା' କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହିତ ବିଭିନ୍ନ ସରକାରୀ ସଂସ୍ଥା ଅଂଶଗ୍ରହଣ କରିଛନ୍ତି | ଗତ…
ବଲାଙ୍ଗୀର ଅଠର ନମ୍ବର ଓ୍ବାର୍ଡ ରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ଦେଶ ସାରା ସ୍ଵଚ୍ଛତା ହି ସେବା କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଆଜି ସକାଳ ଦଶଟା ସମୟ ରେ ତୁଲସୀ ନଗର ସ୍ଥିତ ସାର୍କିଟ ହାଉସ ଠାରୁ ରୁଗୁଡିପଡା ଛକ ପର୍ଯ୍ୟନ୍ତ ଇତ୍ୟାଦି ସ୍ଥାନରେ ଥିବା ମଇଳା ଆବର୍ଜନା ଗୁଡ଼ିକୁ ସଫା କରାଯାଇଥିଲା ।ଏହି…