Sign in
Sign in
Recover your password.
A password will be e-mailed to you.
ରାଉରକେଲା ମହାବିଦ୍ୟାଳୟରେ (କ୍ଷୁଦ୍ର ଅଣୁ ମଧ୍ୟମ ଉଦ୍ୟୋଗୀ) ସଚେତନତା ବୈଠକ ପାଳିତ
ରାଉରକେଲା, (ବସନ୍ତ କୁମାର ଜେନା): ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ସଭାପତିତ୍ବରେ ଏମ୍ଏସ୍ଏମ୍ଇ( କ୍ଷୁଦ୍ର ଅଣୁ ମଧ୍ୟମ ଉଦ୍ୟୋଗ) ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ଷୁଦ୍ର ଅଣୁ ମଧ୍ୟମ ଉଦ୍ୟୋଗୀ ବିଭାଗର ଶିଳ୍ପ ଉଦ୍ୟୋଗ ଅଧିକାରୀ ପୁଷ୍ପଲତା…
ସ୍ୱାଧୀନତାର 76 ବର୍ଷ ପରେ ବି ……!
ଜଗତସିଂହପୁର,ତା-୩୦.୦୯.୨୦୨୩/ସୁମନ୍ତ କୁମାର ଦାସ: ଆମେ ଜାଣିପାରୁଛୁ ଆପଣ ଏହି ଦୃଶ୍ୟ ଦେଖି କୌଣସି ଆଦିବାସୀ ଅଞ୍ଚଳ କଥା ଭାବୁଥିବେ l କିନ୍ତୁ ଏହା କେଉଁ ଆଦିବାସୀ ଅଞ୍ଚଳର ଦୃଶ୍ୟ ନୁହେଁ l ଏହା ହେଉଛି ଜଗତସିଂହପୁର ଜିଲ୍ଲା ପଲ୍ଲୀ ପଞ୍ଚାୟତ ସିଙ୍ଗିପୁର ଗ୍ରାମର ହରିଜନ ସାହିର ଦୃଶ୍ୟ l ଯାହା…
କ୍ରୀଡା ମାଧ୍ୟମରେ କିଶୋରୀ ସଶକ୍ତିକରଣର ପ୍ରୟାସ
ଗଞ୍ଜାମ,(ନିଲୁ ବିଷୋୟୀ) :- ଜିଲ୍ଲା ପ୍ରଶାସନ ଗଞ୍ଜାମ, ୟୁନିସେଫ, ଆକ୍ସନଏଡ଼ ର ମିଳିତ ଆନୁକୁଲ୍ଯରେ କ୍ରୀଡା ମାଧ୍ୟମରେ କିଶୋରୀ ମାନଙ୍କୁ ସଶକ୍ତିକରଣ କରିବା ନିମନ୍ତେ ସ୍ଥାନୀୟ ଛତ୍ରପୁର ସ୍ଥିତ ଅନସ୍ଲୋ ମିନି ଷ୍ଟାଡିୟମ ଠାରେ ଜିଲ୍ଲାର ଚାରୋଟି ବ୍ଲକ ତଥା ଛତ୍ରପୁର, ଗଞ୍ଜାମ, ରଙ୍ଗେଇଲୁଣ୍ଡା…
ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଙ୍କ ଭୁବନ ଗସ୍ତ
ଭୁବନ, ଢେ଼ଙ୍କାନାଳ ।ଅବିନାଶ ସାଥୁଆ ମହାପାତ୍ର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଏକ ସ୍ୱତନ୍ତ୍ର ଗସ୍ତ କରି ଆଜି ଅପରାହ୍ନ ରେ ଭୁବନ ରେ ପହଞ୍ଚିଥିଲେ । ଭୁବନ ଟାଉନ କଂଗ୍ରେସ ସଭାପତି ମନୋଜ କୁମାର ସାହୁ ଙ୍କ ନେତୃତ୍ୱରେ ଭବ୍ୟ ସ୍ୱାଗତ କରାଯାଇଥିଲା ।…
ଭୁବନେଶ୍ୱର ଠାରେ 29 ତମ ଆନ୍ତଃ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଭୁବନେଶ୍ୱର:ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ରେଳବାଇ ସୁରକ୍ଷା ବଳ ଆନୁକୂଲ୍ୟରେ 27 ରୁ 30 ସେପ୍ଟେମ୍ବର 2023 ମଧ୍ୟରେ ଆୟୋଜିତ ଚାରି ଦିନିଆ 29 ତମ ଆନ୍ତଃ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ କିଟ ଷ୍ଟାଡିୟମ ଠାରେ ଉଦଯାପିତ ହୋଇଯାଇଅଛି |
ଉତ୍ତର ରେଳପଥ ଆରପିଏଫ୍ ହକି ଟିମ୍…
ଟାଇମ୍ସ ୱାର୍ଲ୍ଡ ରାଙ୍କିଙ୍ଗରେ ସୋଆ କ୍ରମାଗତ ଉନ୍ନତି
ଭୁବନେଶ୍ୱର, ସେପ୍ଟେମ୍ବର ୩୦: ଟାଇମ୍ସ ହାୟର ଏଜୁକେସନ୍ (ଟିଏଚ୍ଇ) ୱାର୍ଲ୍ଡ ରାଙ୍କିଙ୍ଗସ -୨୦୨୪ରେ ସଫଳତାର ଶିଢ଼ି ଚଢ଼ି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ୮୦୧-୧୦୦୦ ବ୍ରାକେଟରେ ସ୍ଥାନୀତ ହୋଇପାରିଛି । ଟିଏଚ୍ଇ ବିଶ୍ୱ ରାଙ୍କିଙ୍ଗରେ ୨୦୨୩ରେ ସୋଆ ୧୦୦୧ – ୧୨୦୦…
ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀଙ୍କ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ ଗ୍ରହଣ ଖବର ଓଡ଼ଗାଁ ଅଞ୍ଚଳରେ…
ଓଡଗାଁ ମାଟି ପାଇଁ ଅନନ୍ୟ ଗୌରବର ମୁହୂର୍ତ୍ତ
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅନ୍ତର୍ଗତ ପନ୍ତିଖାରୀ ଶାସନ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଡ଼ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଅକ୍ଟୋବର ୪ ତାରିଖରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ…
କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ ମାନବବାଦର ଶ୍ରେଷ୍ଠ ସ୍ୱୀକୃତି: ରାଜ୍ୟପାଳ
ରାଚେଲ୍ ରୁଟୋଙ୍କୁ ଦ୍ୱାଦଶ ‘କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ’
ଭୁବନେଶ୍ୱର, ୩୦ ।୯: କେନିୟାର ବିଶିଷ୍ଟ ସମାଜସେବୀ ତଥା ଫାର୍ଷ୍ଟ ଲେଡି ରାଚେଲ୍ ରୁଟୋଙ୍କୁ ଦ୍ୱାଦଶ କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ-୨୦୨୨ ପ୍ରଦାନ କରାଯାଇଛି । ଶନିବାର ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ…
ସୂଚନା ଓ ଲୋକସଂପର୍କ ବିଭାଗର ଉପ-ନିର୍ଦ୍ଦେଶକ ବସନ୍ତ କୁମାର ମହାନ୍ତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ଭୁବନେଶ୍ୱର:ସୂଚନା ଓ ଲୋକସଂପର୍କ ବିଭାଗର ଉପ-ନିର୍ଦ୍ଦେଶକ ଶ୍ରୀ ବସନ୍ତ କୁମାର ମହାନ୍ତିଙ୍କୁ ଆଜି ବିଭାଗ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛିା ଲୋକସଂପର୍କ ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର…
ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ସେପ୍ଟେମ୍ବର ୩୦ ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ରାଜ୍ୟ ସାରା ବୁଲିବ ୩୪ଟି ସାଇବର ସୁରକ୍ଷା ରଥ, ବାଣ୍ଟିବ ସଚେତନତାର ମନ୍ତ୍ର
ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମରେ ସାଇବର ସୁରକ୍ଷା…