‘ଜନସମ୍ପର୍କ ଅଭିଯାନ’ ନୁହେଁ, ବିଜେଡିର ‘ଜନପ୍ରତାରଣା ଅଭିଯାନ’ : ଅନିଲ ବିଶ୍ୱାଳ

 ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ୫୦୦କୋଟି ଟଙ୍କା ଜନଶୁଣାଣି ଅଭିଯାନରେ ଖର୍ଚ୍ଚ କଲେ, ତାହା କ’ଣ ବିଫଳ ହୋଇଗଲା କି?  ୨୦୧୪ରେ କହିଥିଲେ ୨୦୨୨ସୁଦ୍ଧା ଓଡ଼ିଶାରେ କେହି କଚ୍ଚା ଘରେ ରହିବେ ନାହିଁ, କୁଆଡେ ଗଲା ସେହି ପ୍ରତିଶ୍ରୁତି?  ୨୦୧୪ରେ କହିଥିଲେ ପ୍ରତି ବ୍ଲକରେ…

ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ୧୫୪ ତମ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ମୋହନା ବିଧାୟକ ଦାସରଥି ଗମାଙ୍ଗଙ୍କ ଉପସ୍ଥିତିରେ…

ଗାନ୍ଧୀ ଜୟନ୍ତୀ ପାଳନ ସହ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ l

ପଦ୍ମପୁର :- ଜିଲ୍ଲା ଜଳ ଓ ପରିମଳ ମିଶନ ଜିଲ୍ଲା ପରିଷଦ ଆହ୍ବାନ କ୍ରମେ ସେପ୍ଟେମ୍ବର ମାସ ୧୫ ତାରିଖରୁ ରାଜବୋଡାସମ୍ବର୍ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ବିଶ୍ଵନାଥ ସାହୁଙ୍କ ନେତୃତ୍ୱରେ ବ୍ଲକ୍ ର ସମସ୍ତ ଗ୍ରାମ ପଞ୍ଚାୟତରେ ଏକ ଦିନ ଏକ ଘଣ୍ଟା ସ୍ବଚ୍ଛତା ହିଁ ସେବା ଅକ୍ଟୋବର ୦୨ ଗାନ୍ଧୀଙ୍କ…

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

https://youtu.be/DR_DQuRWBi0 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ତରଫରୁ ଆଜି (ରବିବାର ଦିନ) ପାରଳାଖେମୁଣ୍ଡି ସ୍ଥିତ ନଗର ଭବନ ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ…

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସ୍ୱଚ୍ଛତା ଶ୍ରମଦାନ କାର୍ଯ୍ୟକ୍ରମ ଆୟୋଜିତ

   ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ଦ୍ୱାରା ସ୍ୱଚ୍ଛତା ଶ୍ରମଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା…

ଏନସିସି କ୍ୟାଡେଟ ସଫେଇ କଲେ ଓଡ଼ଗାଁ ଡାକ୍ତରଖାନା ପରିସର

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ସ୍ଥାନୀୟ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାପୀଠର ଏନସିସି କ୍ୟାଡେଟ ମାନେ ରବିବାର ଓଡ଼ଗାଁ ଡାକ୍ତରଖାନା ଓ ସ୍କୁଲ ପରିସରକୁ ସଫେଇ କରିଛନ୍ତି । ଏକଘଣ୍ଟା ୧ ତାରିଖ କାର୍ଯ୍ୟକ୍ରମରେ ପ୍ରାୟ ୪୭ ଜଣ କ୍ୟାଡେଟ ସ୍ବଚ୍ଛତା କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ ।…

ଓଡ଼ଗାଁ ତାଲୁକ ଆଇନ୍ ସେବା କମିଟି ଆନୁକୂଲ୍ୟରେ ଆନ୍ତର୍ଜାତୀୟ ବୟସ୍କ ଦିବସ ପାଳିତ

ଓଡ଼ଗାଁ (ଶ୍ରୀକାନ୍ତ କୁମାର ମିଶ୍ର): ଦେଓ୍ବାନି ଓ ଫୈଜଦାରୀ ଅଦାଲତ, ଓଡ଼ଗାଁ ତାଲୁକ ଆଇନ୍ ସେବା କମିଟିର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ମାନସ ରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ରବିବାର ଆନ୍ତର୍ଜାତିୟ ବୟସ୍କ ଦିବସ ଓଡ଼ଗାଁ ହସକ୍ଳବ ଠାରେ ପାଳିତ ହୋଇଯାଇଛି । ବରିଷ୍ଠ ଦେଓ୍ବାନି ତଥା…

ପ୍ରଫେସର ଡ.ବାସୁଦେବ ସାହୁଙ୍କ ୮୪ତମ ଜିଲ୍ଲାସ୍ତରୀୟ ଜୟନ୍ତୀ ସମାରୋହ

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପଞ୍ଚାୟତ ସମିତି ସଭାଗୄହ ଠାରେ ସ୍ଥାନୀୟ ଲୋକପ୍ରିୟ ସାହିତ୍ୟ ଅନୁଷ୍ଠାନ ଶ୍ରୀ ରଘୁନାଥ ସାରସ୍ୱତ ସଂସଦ ପକ୍ଷରୁ ବିଶିଷ୍ଟ ଭାଷାବିତ୍, ସାହିତ୍ୟିକ ତଥା ଉତ୍କଳ ବିଶ୍ବ ବିଦ୍ୟାଳୟ ତତ୍କାଳୀନ ପ୍ରଫେସର ସ୍ୱର୍ଗତ ଡ.ବାସୁଦେବ ସାହୁଙ୍କ…

ଗାନ୍ଧିଜୀ ଓ ଶାସ୍ତ୍ରୀ ଜି ଙ୍କୁ ମନେ ପକାଉଛି ପୁରା ଦେଶ

ପଦ୍ମପୁର :- ଆଜି ଗାନ୍ଧିଜୀ ଓ ଶାସ୍ତ୍ରୀ ଜି ଙ୍କର ଜନ୍ମ ଜୟନ୍ତୀ ଅବସରରେ ସମଗ୍ର ଭାରତ ବର୍ଷ ଏହି ଦୁଇ ମହାନ ଜନନାୟକ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ଏହିକ୍ରମ ରେ ଆଜି , ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ପଦ୍ମପୁର ଠାରେ , ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ପଦ୍ମପୁର ଉପଖଣ୍ଡ…