Sign in
Sign in
Recover your password.
A password will be e-mailed to you.
ପାଇଲିପଡ଼ା ପଂଚାୟତରେ ବିଜେଡ଼ିର ପଦଯାତ୍ରା ; ବିଭିନ୍ନ ପ୍ରକଲ୍ପର ଭିତ୍ତିପ୍ରସ୍ତର ସ୍ଥାପନ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଆଜି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଏବଂ ଆସିକା ଲୋକସଭା ସାଂସଦ ପ୍ରମିଳା ବିଷୋୟୀ ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ପଞ୍ଚାୟତରେ ଆଜି ପଦଯାତ୍ରାରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଶୁଭ ଦେଇଥିବା ବେଳେ ନବୀନ ସରକାରଙ୍କର ଗୁଣଗାନ କରିଥିଲେ I ଆଜି ପ୍ରଥମେ…
ବେଲଗୁଣ୍ଠାରେ ଗାନ୍ଧୀ ଜୟନ୍ତୀ ସମାରୋହ: ନଗରପାଳଙ୍କ ପ୍ରକୋଷ୍ଠ, ଗାନ୍ଧୀ ପ୍ରତିମୂର୍ତ୍ତି ଉନ୍ମୋଚିତ ।
ବେଲଗୁଣ୍ଠା:-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଠାରେ ଗାନ୍ଧୀ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଅଛି । ନଗରପାଳ ଫିରୋଜ କୁମାର ସେଠୀଙ୍କ ସଭାପତିତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଗାନ୍ଧୀ ଜୟନ୍ତୀ ଅବସରରେ ମାହାଙ୍ଗା ରେ ବିଶାଳ ଜନସମ୍ପର୍କ…
https://youtu.be/VjjJFl4wELU
ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ବିଧାୟକ ପ୍ରତାପ ଜେନା
"ମାହାଙ୍ଗା ଏବଂ ମହାତ୍ମା ଗାନ୍ଧୀ ଅଙ୍ଗାଙ୍ଗୀ ଭାବେ ଜଡିତ : ଗାନ୍ଧୀଙ୍କ ସ୍ମୃତିକୁ ଚିର ସ୍ମରଣୀୟ ଏବଂ ଭବିଷ୍ୟତ ପିଢିଙ୍କ ପାଇଁ ଉଜ୍ଜବିତ ରଖିବା ହିଁ ଆମର…
‘ଅଲିମ୍ପିକ୍ସ୍ ଇନ୍ ରିଲ୍ ଲାଇଫ୍’ କାର୍ଯ୍ୟକ୍ରମରେ ଓଡ଼ିଶାରୁ ଦୁଇ ଛାତ୍ରଛାତ୍ରୀଙ୍କ ଯୋଗଦାନ
ରାଜ୍ୟର ‘ଅଲିମ୍ପିକ୍ସ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ’ର ସଫଳ ପ୍ରଦର୍ଶନ
ଭୁବନେଶ୍ୱର, ୨ା୧୦: ଓଡିଶାକୁ ଶିକ୍ଷକ୍ଷେତ୍ରରେ ମିଳିଛି ଆଉ ଏକ ସଫଳତା । ମୁମ୍ବାଇଠାରେ ‘ଅଭିନବ ବିନ୍ଦ୍ରା ଫାଉଣ୍ଡେସନ’, ‘ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍’ ଓ ‘ଅଲିମ୍ପିକ୍ ମ୍ୟୁଜିୟମ୍’ ପକ୍ଷରୁ ‘ଅଲିମ୍ପିକ୍ସ୍…
ଉପଖଣ୍ଡ ସଦର ମହକୁମା ଠାରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ
ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଉପଖଣ୍ଡ ସଦର ମହକୁମା ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରାଯାଇଛି । ସକାଳୁ ବିଭିନ୍ନ ବିଦ୍ୟାଳୟରୁ ଶୋଭାଯାତ୍ରା ଆରମ୍ଭ ହୋଇ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ଏକତ୍ରିତ ହୋଇଥିଲେ । ଗୁଣପୁର ଉପ ଜିଲ୍ଲାପାଳ ଲଳିତ କୁମାର…
ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ପାଳିତ
ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: -ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ପରିସରରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ମହାଡମ୍ବରରେ ପାଳିତ ହୋଇଯାଇଛି।ଏହି ଅବସରରେ ବିଶ୍ୱବିଦ୍ୟାଳୟର ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପ୍ରୋ ଚାନ୍ସେଲର ପ୍ରଫେସର୍ ଲଲିତ…
ଗ୍ରାମବାସୀ ଓ ଛାତ୍ର ଛାତ୍ରୀ ମାନଙ୍କ ସହ ମିଶି ଗ୍ରାମକୁ ସଫା କଲେ ସିଆରପିଏଫ ଯବାନ
https://youtu.be/bNyWO4C_2E8
ବରଗଡ :- ଗତ ଏକ ଦଶନ୍ଧି ରୁ ଉର୍ଦ୍ଧ୍ବ ସମୟ ହୋଇଗଲା ପଦ୍ମପୁର ଅଞ୍ଚଳ ରେ ମାଓବାଦୀ ଗତିବିଧି ଉପରେ ଅଙ୍କୁଶ ଲଗେଇବା ପାଇଁ ସରକାର ଙ୍କର ତରଫରୁ ମୁଖ୍ୟତଃ ପାଇକମାଲ ବ୍ଲକର ଗନ୍ଧମାର୍ଦ୍ଦନ ପାର୍ବତ ର ପାଦ ଦେଶରେ ଅବସ୍ଥିତ କେରମେଲାବାହାଲ , ପାଇକମାଲ ଓ…
ଇଡିତାଲ ଚିତ୍ରକଳା ଶିବିର ଉଦଯାପିତ ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗତ ୨୮-୦୯-୨୦୨୩ ତାରିଖରୁ ଗୁଣପୁର ବ୍ଲକ ରିଜିଂତାଲ ଗ୍ରାମରେ ଆରମ୍ଭ ହୋଇଥିବା ଆଦିବାସୀ ଚିତ୍ରକଳା ଇଡିତାଲ ଚିତ୍ରକଳା ଶିବିର ଆଜି ତା ୦୨-୧୦-୨୦୨୩ରିଖ ଦିନ ଉଦଯାପିତ ହୋଇ ଯାଇଛି । ରିଜିଂତାଲ ଓ ଆଖପାଖ ଅଞ୍ଚଳର 52ଜଣ କଳାକାର ଏହି ଶିବିରରେ ଯୋଗଦେଇ…
ଯୁବମୋର୍ଚ୍ଚା ର ରାଜ୍ୟ ସଂଯୋଜକ ହେଲେ ଦୀନେଶ ଶର୍ମା
ବଲାଙ୍ଗୀର(ସନ୍ତୋଷ କୁମାର ଠାକୁର) :ବଲାଙ୍ଗିର ଜିଲ୍ଲା ବିଜେପି ଯୁବନେତା ଦିନେଶ ଶର୍ମାଙ୍କୁ ରାଜ୍ୟ ମେକ୍ ଇନ୍ ଇଣ୍ଡିଆ ର ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି। ଏଥିପାଇଁ ଶ୍ରୀ ଶର୍ମା ସାଂସଦ ସଂଗୀତା କୁମାରୀ ସିଂଦେଓ, ପାଟଣାଗଡ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂଦେଓ,ରାଜ୍ୟ ବିଜେପି ସଭାପତି…
ଲୋକକଳା ଗ୍ରାମ ପୁଇଁନ୍ତଳା ରେ ଗାନ୍ଧିଜୀଙ୍କ ଜୟନ୍ତୀ ଓ ଲୋକକଳା ଗ୍ରାମର ବାର୍ଷିକୋତ୍ସବ
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ଲୋକକଳା ଗ୍ରାମ ଭାବରେ ବଲାଙ୍ଗୀର ଜିଲ୍ଲାର ପୁଇଁନ୍ତଳା ବ୍ଲକ ର ପୁଇଁନ୍ତଳା ଗ୍ରାମ ଘୋଷିତ ହେବା ପରେ ବଢିଛି ଗ୍ରାମର କଳାକାର ମାନଙ୍କ ଉତ୍ସାହ।ଆଜି ପବିତ୍ର ଗାନ୍ଧିଜୟନ୍ତୀ ଅବସରରେ ଲୋକକଳା ଗ୍ରାମର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା…