ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ କନ୍ଦାଗାଡରେ ଗାନ୍ଧୀ ଓ ଲାଲ ବହାଦୁର ଶାସ୍ତ୍ରୀ ଜୟନ୍ତୀ

ଗାଇସିଲାଟ/ମନ ଡନସନା - ଗାଇସିଲାଟ ବ୍ଲକ ଅନ୍ତର୍ଗତ କନ୍ଦାଗାଡ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ଗାନ୍ଧୀ ଓ ଲାଲ ବହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳନ ହୋଇଯାଇଛି। ଏଥିରେ ବିଦ୍ୟାଳୟ ସମସ୍ତ ଶିକ୍ଷକ ଅଣ ଶିକ୍ଷକ ଓ ଛାତ୍ର ଛାତ୍ରୀ ଗାନ୍ଧୀ ଓ ଶାସ୍ତ୍ରୀ ଜୀ ଙ୍କ ଫଟୋ ରେ ଦୀପ ପୁଷ୍ପ ଅର୍ପଣ କରିଥିଲେ l…

ଦାରିଙ୍ଗବାଡ଼ି ଠାରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଅକ୍ଟୋବର ୨ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଠାରୁ ଡିସେମ୍ବର ୨୬ ତାରଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଯାଇଛି । ଏହି ଅବସରରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ପକ୍ଷରୁ ଦାରିଙ୍ଗବାଡ଼ି…

ଗାନ୍ଧୀ ଜୟନ୍ତୀ ଅବସରରେ ବ୍ରାହ୍ମଣୀଗାଁ ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଧିନସ୍ତ ବ୍ରାହ୍ମଣୀଗାଁ ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କାରାଯାଇଛି। ବନାଞ୍ଚଳ ଅଧିକାରୀ ବିରେନ୍ଦ୍ର କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ବନାଞ୍ଚଳ ଅଧିନସ୍ତ ସମସ୍ତ…

ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ।

କେନ୍ଦ୍ରାପଡା /ପ୍ରଫୁଲ୍ଲ କୁମାର ମଲ୍ଲ :ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦେଶ କ୍ରମେ ଆଜି କରିଲୋ ପାଟଣା ଠାରୁ ଆରମ୍ଭ କରି ଆୟତପୁର ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇ ଯାଇଛି । ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଂଜୟ ଅଗ୍ରୱାଲଙ୍କ ନେତୃତ୍ୱରେ ଡେରାବିଶ, ଗରଦପୁର ଓ…

ବିଜେପି ତରଫରୁ ଗାନ୍ଧୀ ଜୟନ୍ତୀ ପାଳିତ ।

କେନ୍ଦ୍ରାପଡ଼ା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ ବିଜେପି ତରଫରୁ ଗାନ୍ଧୀ ଜୟନ୍ତୀ ସ୍ଥାନୀୟ ଗରାପୁର ଛକ ଠାରେ ଅନୁଷ୍ଠିତ ହୋଇଯାଇଛି l ବିଜେପି ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲା ଉପସଭାପତି ଉପିନ କୁମାର ରାଉତ, ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଛାୟତ,…

ଘୁମୁସର ର ବିଭିନ୍ନ ଅଞ୍ଚଳରେ ଶ୍ରୀରାମ ରଥକୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

ଭଞ୍ଜନଗର/ଉଦୟନାଥ ପଣ୍ଡା; ସାରା ଭାରତବର୍ଷରେ ଯୁବଶକ୍ତିକୁ ଜାଗ୍ରତ କରିବା ସଂଗେ ସଂଗେ ହିନ୍ଦୁ ସଂସ୍କୃତି ଓ ସନାତନ ହିନ୍ଦୁ ଧର୍ମର ରକ୍ଷା କରିବା ପାଇଁ ଏକ ଶୈ।ର୍ଯ୍ୟ ଜାଗରଣ ରଥ ସାରା ଭାରତବର୍ଷ ପରିକ୍ରମା କରୁଛି। ଉକ୍ତ ଶ୍ରୀରାମ ରଥ ସୁଦୂର କନ୍ଧମାଳ ଜିଲ୍ଲା ସ୍ବାମୀ ଲକ୍ଷ୍ମଣାନନ୍ଦ ଙ୍କ…

ନବରଙ୍ଗପୁର ଜିଲ୍ଲା O.U.W.J ସାମ୍ବାଦିକ ସଙ୍ଘ ତରଫରୁ କୋଷଗୁମୁଡା ଠାରେ ନୂଆଖାଇ ଭେଟଘାଟ ସହ ବନ୍ଧୁ ମିଳନ

ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦରମହକୁମା ସ୍ଥିତ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା O.U.W.J ସାମ୍ବାଦିକ ସଙ୍ଘ ତରଫରୁ କୋଷଗୁମୁଡା ଠାରେ ନୂଆଖାଇ ଭେଟଘାଟ ସହ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯାଇଛି | ଜିଲ୍ଲା O.U.W.J ସାମ୍ବାଦିକ ସଙ୍ଘ ସଭାପତି ବର୍ତ୍ତ…

ଚେନ୍ନାଇରେ ପ୍ରବାସୀ ଓଡିଆଙ୍କ ମେଗା ସ୍ବାସ୍ଥ୍ୟ ଶିବିର

 ( ମାହାଙ୍ଗା-ଶାସକ ପ୍ରଶାସକ) : ଚେନ୍ନାଇରେ ପ୍ରବାସୀ ଓଡିଆଙ୍କ ମେଗା ସ୍ବାସ୍ଥ୍ୟ ଶିବିର ଶ୍ରୀ ଜଗନ୍ନାଥ ସ୍ପିରିଚୁଆଲ ଏଜୁକେସନାଲ କଲଚ୍ୟୁରାଲ ଟ୍ରଷ୍ଟ (SJSECT ) ଓ ଆପୋଲୋ ସ୍ପେସାଲିଷ୍ଟ ହସ୍ପିଟାଲ ସହଯୋଗରେ ଶ୍ରୀଜନ୍ନାଥ ଆଧ୍ୟାତ୍ମିକ କମ୍ପ୍ଲେସରେ ଅକ୍ଟୋବର ୧ ତାରିଖରେ ଅନୁଷ୍ଠିତ…

ଉତ୍ତର ଘୁମୁସର ରେ ୭୯ ତମ ବନ୍ୟ ପ୍ରାଣୀ ସପ୍ତାହ ପାଳନ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଉତ୍ତର ଘୁମୁସର ବନଖଣ୍ଡ ଅଧିନସ୍ଥ ତାରାସିଙ୍ଗି ବନାଞ୍ଚଳର ବନ ବିଶ୍ରାମଗାର ଠାରେ ୭୯ତମ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଇଛି I ଏଥିରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଶ୍ରୀ ସୁଦର୍ଶନ ବେହେରା ସଭାପତିତ୍ବ କରିଥିଲାବେଳେ ସମାଜ ସେବୀ ଶୁଳପାଣି ଶତପଥୀ,…

ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ୍ ଅଭିଯାନ ସାମାଜିକ ସମୀକ୍ଷା ବୈଠକ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିସରରେ ମୋ ସ୍କୁଲ୍ ଅଭିଯାନର ଏକ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…