Sign in
Sign in
Recover your password.
A password will be e-mailed to you.
ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ,୨୫ ଦିନରେ ପହଞ୍ଚିଲା ଗଣଧାରଣା
ଧର୍ମଗଡ଼ର ବନ୍ଦ ଡାକରରେ ସାମିଲ ହେବନାହିଁ ଜୁନାଗଡ଼
ଜୁନାଗଡ଼ : କଳାହାଣ୍ଡି ଜିଲ୍ଲାର ସର୍ବ ପୁରାତନ ତଥା ଐତିହାସିକ ନଗରୀ ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ଆଜି ୨୫ ଦିନରେ ପହଞ୍ଚିଛି । ରାଜ୍ୟରେ ବିଜେଡି ସରକାରଙ୍କ ଶାସନ ୨୫ ବର୍ଷ ରେ ପଦାର୍ପଣ କରିଛି । ବର୍ତ୍ତମାନ ଜିଲ୍ଲା ଦାବୀ ନେଇ…
ଭଞ୍ଜନଗର ବ୍ଲକ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କର୍ମଶାଳା
ଗଠନ ହେବ ବିଡିଏମପି, ଶୁନ୍ୟ ମୃତାହତ ଉପରେ ଗୁରୁତ୍ବାରୋପ
ଭଞ୍ଜନଗର/ଉଦୟନାଥ ପଣ୍ଡା: ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଚିର ସହଚର।ପ୍ରତି ବର୍ଷ ଅକ୍ଟୋବର ମାସ ଆସିଲେ ବନ୍ୟା ଓ ବାତ୍ୟାକୁ ନେଇ ଓଡିଶା ବାସୀଙ୍କ ମଧ୍ୟରେ ଛନକା ପଶିଥାଏ। ହେଲେ ଆସୁଥିବା ପ୍ରାକୃତିକ…
ସୌର୍ଯ୍ୟ ଜାଗରଣ ରଥକୁ ଡାବୁଗାଁ ଓ ମାନିଗାଁରେ ଭବ୍ୟ ସ୍ଵାଗତ
ଡାବୁଗାଁ / ଯଶବନ୍ତା ପରିଛା : ବିଶ୍ଵ ହିନ୍ଦୁ ପରିଷଦ ର ୬୦ ବର୍ଷ ପୂର୍ତ୍ତି ଓ ସହିଦ ଲକ୍ଷ୍ମଣ ନାୟକ ଙ୍କ ସ୍ମୃତି ରେ ଗତ ସେପ୍ଟେମ୍ବର ୨୮ ତାରିଖ ରୁ ମାଲକାନଗିରି ଜିଲ୍ଲା ରୁ ସୌର୍ଯ୍ୟ ଜାଗରଣ ରଥ ପଶ୍ଚିମ ପ୍ରାନ୍ତ ପରିଭ୍ରମଣ ରେ ବାହାରି ଆଜି ଡାବୁଗାଁ ଓ ମାନିଗାଁ ରେ ପହଞ୍ଚିଛି। ରଥ…
ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ବୈଜୟନ୍ତ ପଣ୍ଡାଙ୍କ ସହାୟତା ।
କେନ୍ଦ୍ରାପଡା/ପ୍ରଫୁଲ୍ଲ କୁମାର ମଲ୍ଲ: କେନ୍ଦ୍ରାପଡ଼ା ବ୍ଲକ ଅଧିନ ଜମଧର ପଂଚାୟତ ଦୁହୁରିଆ ଗ୍ରାମର ଚୈତନ୍ୟ ସିଂଙ୍କ ପୁତ୍ର ମନୋରଞ୍ଜନ ସିଂ ଓ ରାଜନ ମଳିକଙ୍କ ପୁତ୍ର ଭଜହରୀ ସିଂ,ବାରୋ ଗ୍ରାମର ଗୋଖେଇ ପରିଡାଙ୍କ ପୁତ୍ର ଅଜୟ ପରିଡାଙ୍କ ସଡ଼କ ଦୁର୍ଘଟଣା ଓ ଉଚ୍ଛରପଡାର ପ୍ରତାପ ବିଶ୍ୱାଳଙ୍କ ଅକାଳ…
ବନ ବିଭାଗର ତତ୍ପରତା : ଗଣ୍ଡପାଲି ଜଙ୍ଗଲରେ ପହଞ୍ଚିଲା ଦନ୍ତା ହାତୀ l
https://youtu.be/P6frf6LHrds
ପଦ୍ମପୁର :- କିଛି ଦିନ ହେଲା ପାଇକମାଲ ରାଜରାସ୍ତାରେ ଦନ୍ତାହାତୀ ବୁଲୁଥିବା ର ଖବର ମିଳିଥିବା ବେଳେ ଆଜି ସକାଳୁ ଆଜି ସାଲେଗେଡି ରେ ବୁଲୁଥିବା ଖବର ପାଇ ପଦ୍ମପୁର ବନ ବିଭଗ କର୍ମଚାରୀ ତତ୍ପରତାର ସହିତ ସେଠାରେ ପହଞ୍ଚି ଲୋକଙ୍କୁ ସଚେତନ କରାଇ ହାତୀକୁ…
ଜିଲ୍ଲାସ୍ତରୀୟ ସାଇବର ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଓ ସୁରକ୍ଷା ଅଭିଯାନ ରଥର ଶୁଭାରମ୍ଭ
https://youtu.be/4kHm44u4oUM
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ବାଡି ପଡିଆ ଠାରେ ଜିଲ୍ଲା ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ସାଇବର ସୁରକ୍ଷା ସଚେତନତା ସଭା ଏବଂ ସାଇବର…
ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିର ଦୂତ ଲାଲ୍ ବାହାଦୂର ଶାସ୍ତ୍ରୀଜିଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ପାଳିତ –
https://youtu.be/EvRdziBiS6M
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ତରୀୟ ୧୫୪ ତମ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତି ଦୂତ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ୧୧୯ତମ ଜୟନ୍ତୀ ଜିଲ୍ଲା ପ୍ରଶାସନ ତରଫରୁ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ମହାରାଜା ଶ୍ରୀ…
ଜଷ୍ଟିସ ଡ଼ ଷଡ଼ଙ୍ଗୀଙ୍କ ଶ୍ରୀ ରଘୁନାଥ ଜିଉ ଦର୍ଶନ
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡିଶା ହାଇକୋର୍ଟର ଅନ୍ୟତମ ବରିଷ୍ଠତମ ବିଚାରପାଟି ତଥା ମୁଖ୍ୟବିଚାରପତି ଡେଜିଗନେଟ ଡ଼ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ସୋମବାର ସନ୍ଧ୍ୟାରେ ସପତ୍ନୀକ ଓଡ଼ଗାଁ ଗସ୍ତ କରି ପ୍ରଭୁ ଶ୍ରୀ ରଘୁନାଥଜୀଉଙ୍କ ଦର୍ଶନ କରିଛନ୍ତି। ସେ ଓଡ଼ଗାଁରେ ପହଞ୍ଚିବା ପରେ…
ଗୋଷାଣୀ ବ୍ଲକ ବଡ଼ଗାଁ ଠାରେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଗାନ୍ଧୀ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବଡ଼ଗାଁ ଠାରେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଲୋକକଳା ଗ୍ରାମର ବାର୍ଷିକ ଉତ୍ସବ ଅକ୍ଟୋବର ୨ ରେ ହେଉଥିବାରୁ ଏହି ଦିବସରେ ଲୋକକଳା ଗ୍ରାମରେ ଗାନ୍ଧୀ ଜୟନ୍ତୀ…
ଜିଲ୍ଲାସ୍ତରୀୟ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଜୀ ଙ୍କ ଜୟନ୍ତୀ ପାଳିତ।
ଅଶୋକ ସାହୁ/ନବରଙ୍ଗପୁର: ଅହିଂସା ର ପୂଜାରୀ ଭାରତର ସ୍ଵାଧୀନତା ସଂଗ୍ରାମ ର କର୍ଣ୍ଣଧାର ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଶାନ୍ତିର କପୋତ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳନ ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ପ୍ରାତଃ ସହରରେ…