ଆରମ୍ଭ ହେଲା ସାଇବର ନିରାପତ୍ତା ଅଭିଯାନ ରଥ

ବଲାଙ୍ଗିର ୦୨/୧୦: ବଲାଙ୍ଗିରରେ ସାଇବର ନିରାପତ୍ତା ଅଭିଯାନ ୨୦୨୩ ସ୍ଥାନୀୟ କୋଶୋଲ କଳା ମଣ୍ଡଲ ପଡିଆ ଠାରେ ଅନୁଷ୍ଠିତ ହେଇଛି । ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, ଜିଲ୍ଲାପରିଷଦ ଚେୟାରମ୍ୟାନ ଶ୍ରୀମତୀ ଦେବକୀ ସାହୁ , ମ୍ୟୁନିସିପାଲିଟି ଚେୟାରମ୍ୟାନ ଶ୍ରୀମତୀ ଲିକା ସାହୁ , ଜିଲ୍ଲା ଜଜ…

ଗାନ୍ଧୀ ଜୟନ୍ତୀ ପାଳିତ।

ସାରସକଣା ରୁ ଶ୍ରୀ ଦିପୁ କୁମାର ମହାପାତ୍ର ।:: ମୟୁରଭଂଜ ଜିଲ୍ଲା ସରସକଣା ବ୍ଲକ ସ୍ଥିତ ସିମାନ୍ତ ମହାବିଦ୍ୟାଳୟ ଓ ଶରତପାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଶରତପାଳ ମାଧ୍ୟମିକ ବିଦ୍ୟାଳୟ ର ଏନ .ଏସ, ଏସ.କାର୍ଯ୍ୟକାରୀ ଅଧ୍ୟାପକ ମାନସ କୁମାର ପତି ଏବଂ…

ଜିଲ୍ଲା ଓ ଦୌରା ଜଜ କାର୍ଯ୍ୟ।ଳୟ ପରିସରରେ “ସ୍ଵଚ୍ଛ ଭାରତ ଦିବସ” ପାଳିତ

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ଆଜି ତଥା ଅକ୍ଟୋବର ୦୨ ତାରିଖକୁ ସମଗ୍ର ଭାରତ ବର୍ଷ ସ୍ୱଚ୍ଛ ଭାରତ ଦିବସ ରୂପେ ପାଳନ କରିଆସୁଅଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ଉଚ୍ଚ ନ୍ୟାୟଳୟଙ୍କ ନିର୍ଦେଶ କ୍ରମେ, ଜିଲ୍ଲା ଓ ଦୌରା ଜଜ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ ଆନନ୍ଦ ନାରାୟଣ…

ବାଞ୍ଜେନମୁଣ୍ଡା ରେ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ଯକ୍ରମ ଅନୁଷ୍ଠିତ l

ପଦ୍ମପୁର :- ବାଦିମାଳ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି କାର୍ଯ୍ୟକ୍ରମ " ବାଞ୍ଜେନମୁଣ୍ଡା କେ.ଆର.ପି ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ସି.ଆର୍.ସି.ସି ଦେବାନନ୍ଦ ତୁରିଆ ଙ୍କ ସଂଯୋଜନାରେ ବାଦିମାଳ କ୍ଳଷ୍ଟରର ସମସ୍ତ ବିଦ୍ୟାଳୟର ୮୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ…

ସମସ୍ତ ଜିଲ୍ଲାରେ ବୁଲିବା ଆରମ୍ଭ କଲା ସାଇବର ସୁରକ୍ଷା ରଥ

ଅକ୍ଟୋବର ୧୫ ପର୍ଯ୍ୟନ୍ତ ବୁଲିବ ୩୪ଟି ସାଇବର ସୁରକ୍ଷା ରଥ ବାଣ୍ଟିଲା ସଚେତନତାର ମନ୍ତ୍ର 'ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ' କଟକ, ୦୨/୧୦/୨୩: ଆଜିଠାରୁ ସାଇବର ସୁରକ୍ଷା ରଥ ରାଜ୍ୟର ସମସ୍ତ ଜିଲ୍ଲାରେ ବୁଲିବା ଆରମ୍ଭ କରିବା ସହ ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିବା ଆରମ୍ଭ…

ସୁବର୍ଣ୍ଣପୁର ରେ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ l

ସୁବର୍ଣ୍ଣପୁର, ତା 02.10.23(ଆର୍ତ୍ତତ୍ରାଣ ମହାପାତ୍ର): ଆଜି ସୁବର୍ଣ୍ଣପୁର ରେ ଜିଲ୍ଲl ସ୍ତରୀୟ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀ ଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୁଲ୍ୟରେ ଆୟୋଜିତ ଏହି ସଭାରେ…

କାକଟପୁର ଯୋଗଜନ୍ମା ପୁରୁଷ ବୈକୁଣ୍ଠ ସ୍ୱାଇଁ ଙ୍କ ୨୮ ତମ ଶ୍ରାଦ୍ଧବାର୍ଷିକ ଅନୁଷ୍ଠିତ ।

ଅସ୍ତରଙ୍ଗ/ଦୁଃଶାସନ ନାୟକ: ଅକ୍ଟୋବର୨ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ । ଭାରତ ବର୍ଷ ରେ ଏହି ପବିତ୍ର ଗାନ୍ଧୀ ଜୟନ୍ତୀ ଉତ୍ସବ ବିଭିନ୍ନ ଉପାୟ ରେ ପାଳିତ ହେଇଛି । କିନ୍ତୁ କାକଟପୁର ମାଟିର ଯୋଗଜନ୍ମା ପୁରୁଷ ତଥା ସ୍ୱୋର୍ଗତ ବିଧାୟକ ବୈକୁଣ୍ଠ ସ୍ୱାଇଁ ଙ୍କ ୨୮ ତମ ଶ୍ରାଦ୍ଧ ବାର୍ଷିକ…

ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସଂପର୍କିତ ଫଟୋ ଓ ତଥ୍ୟ ଆଧାରିତ ଫଟୋଚିତ୍ର ପ୍ରଦର୍ଶନୀ

 ୩ ତାରିଖ ଦିନ ପ୍ରଦର୍ଶିତ ହେବ "ଓଡ଼ିଶାରେ ଗାନ୍ଧିଜୀ' ଚଳଚ୍ଚିତ୍ର  ୪ ତାରିଖ ଦିନ ଜୟଦେବ ଭବନ ପ୍ରେକ୍ଷାଳୟରେ "ଗାନ୍ଧୀ' ଚଳଚ୍ଚିତ୍ର ଭୁବନେଶ୍ୱର: ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ-୨୦୨୩ ଅବସରରେ ୧୯୨୧ ମାର୍ଚ୍ଚ ୨୩ରୁ ୧୯୩୮ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ମହାତ୍ମା…

ପୂର୍ବତଟ ରେଳପଥ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ବ୍ୟାପକ ସ୍ଵଚ୍ଛତା ପକ୍ଷ ପାଳିତ

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 154 ତମ ଜନ୍ମ ବାର୍ଷିକୀ ସାରା ଦେଶରେ ପାଳିତ ହେଉଛି | ଏହି ଅବସରରେ ପୂର୍ବ ତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବଙ୍କ ନେତୃତ୍ୱରେ ବିଭାଗୀୟ ପ୍ରମୁଖ ଅଧିକାରୀ, ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ…

ଦିନେ ଶାସନରେ ରହିବାର ଅହଙ୍କାର ଦୁର୍ଯ୍ୟୋଧନ ଓ ରାବଣର ଥିଲା : ସମୀର ମହାନ୍ତି

 ବିଜେଡି ପ୍ରତି ଜନଆସ୍ଥା କମୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ତାଙ୍କ ଦଳର କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ :  ଓଡ଼ିଶାବାସୀ ବିଜେପିକୁ ଗତ ସାଧାରଣ ନିର୍ବାଚନରେ ୯୧ ଲକ୍ଷରୁ ଉର୍ଦ୍ଧ୍ୱ ଭୋଟ୍ ଦେଇଛନ୍ତି, ବିରୋଧୀ ଦଳର ଭୂମିକା ବିଜେପିକୁ ମିଳିଛି  ଆପଣ ଓ ଆପଣଙ୍କ…