ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଅଦ୍ବେତ ବେଦାନ୍ତ ଆଶ୍ରମ ର ଗୁରୁଜୀ ସ୍ବାମୀ ଶ୍ରୀ ବିଦ୍ଯାନନ୍ଦ ଶାଗର ମହାରାଜଙ୍କ ୭୩ ବର୍ଷ ବୟସରେ ଆଜି ଭୋରୁ ହୃଦଘାତରେ ଦେହାନ୍ତ ହୋଇଯାଇଛି । ଗଜପତି ଜିଲ୍ଲା କାଶୀନଗର ବ୍ଲକ କିଡି ଗାଁ ଆଶ୍ରମରେ ଦେହାନ୍ତ ହୋଇଛି। କିଛି ସମୟ ପରେ ତାଙ୍କ ମର ଶରୀର ଗୁଣପୁର ଆଶ୍ରମ ରେ ପହଞ୍ଚିବ ଓ ତାପରେ ପୁରୀ ସ୍ବର୍ଗଦ୍ବାର ଅଭିମୁଖେ ବାହାରିବ।