Sign in
Sign in
Recover your password.
A password will be e-mailed to you.
କୃତ୍ରିମ ଅଙ୍ଗ ଯୋଗାଇବାରେ ଓଡ଼ିଶା-ମୋ ପରିବାର ଆଗରେ…
ଭୁବନେଶ୍ୱର: ଚାଷୀଟିଏ ହେଉ କି ସେ ଛାତ୍ର ଟିଏ, ଗୃହିଣୀ ହେଉ ଅବା କୁଆଁରୀ ଝିଅଟିଏ, ସମସ୍ତ ଅସହାୟ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସକ୍ଷମ କରିବାରେ କର୍ତ୍ତବ୍ୟରତ ଓଡ଼ିଶା-ମୋ ପରିବାର । ଦିନଦୁଃଖୀ ରୁ ଆରମ୍ଭ କରି ସମ୍ଭ୍ରାନ୍ତ ଶ୍ରେଣୀର ଭିନ୍ନକ୍ଷମ ବ୍ୟକ୍ତିବିଶେଷ ପର୍ଯ୍ୟନ୍ତ ସମସ୍ତଙ୍କୁ…
ବରଗଡ ଶିକ୍ଷାଜିଲ୍ଲା ଓ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ l
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଆଦିବାସୀ କଲ୍ୟାଣ ବିଭାଗର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ର ଅନ୍ୱେଷା ଖେଳ ପଡିଆଠାରେ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ,ବିଜ୍ଞାନମେଳା ଓ ପ୍ରକଳ୍ପ ପ୍ରତିଯୋଗୀତା ର ଦ୍ଵିତୀୟ ଦିବସରେ ନିଷ୍ଠା ପରିବାର ଓ ବରଗଡ ଶିକ୍ଷାଜିଲ୍ଲା ର ମିଳିତ…
68 ତମ ଜାତୀୟ ରେଳ ପୁରସ୍କାର ସମାରୋହରେ ଦୁଇଟି ସମ୍ମାନଜନକ ଜାତୀୟ ପୁରସ୍କାର ଗ୍ରହଣ କଲା ପୂର୍ବତଟ ରେଳପଥ
● ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ରେଳ ମନ୍ତ୍ରୀଙ୍କ ଠାରୁ ବାଣିଜ୍ୟିକ ଏବଂ ସୁରକ୍ଷା ବିଭାଗରେ ଦୁଇଟି ସମ୍ମାନଜନକ ଦକ୍ଷତା ଶିଲ୍ଡ ଗ୍ରହଣ କଲେ |
● ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ପରିଚାଳନା ପ୍ରବନ୍ଧକ (ଡିଭିଜନାଲ ଅପରେସନ୍ ମ୍ୟାନେଜର) ଶ୍ରୀ ରାନ୍ଦି ମନୋଜ ବାବୁ…
ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ର ଜନଶୁଣାଣି ପରେ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ
ପୁରୀ ଜିଲ୍ଲାରେ ହେବ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ
ବ୍ରହ୍ମଗିରୀ, କୃଷ୍ଣପ୍ରସାଦ, କଣାସ ଓ ପୁରୀ ସଦର ବ୍ଲକରେ ନିର୍ମାଣ ହେବ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ, ଖର୍ଚ୍ଚ ହେବ ୧୪ କୋଟି ଟଙ୍କା
ଭୁବନେଶ୍ବର,:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଜିଲ୍ଲାର ୪ ଟି…
ହିଞ୍ଜିଳିରେ ୪୬୦୦ ସକ୍ରିୟ ବିଜେଡି କର୍ମୀଙ୍କ ପ୍ରଶିକ୍ଷଣ ଶିବିର
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ଥିତ ରୟାଲ ପେଲେସରେ ବିଜେଡି ପକ୍ଷରୁ ତିନିଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି l ପ୍ରଥମ ଦିନରେ ଶେରଗଡ଼ ବ୍ଲକର ତିନୋଟି ଜୋନର ପ୍ରାୟ ଦୁଇହଜାରରୁ ଉର୍ଦ୍ଧ କର୍ମୀ ତିନୋଟି ପର୍ଯ୍ୟାୟରେ ପ୍ରଶିକ୍ଷିତ ହୋଇଥିଲେ l ଅନୁଷ୍ଠିତ…
ଜିଓ ପକ୍ଷରୁ ୩ଟି ନୂଆ “ଜିଓଟିଭି ପ୍ରିମିୟମ ପ୍ଲାନ୍’ ଉନ୍ମୋଚିତ; ପ୍ଲାନ୍ ସହ ଉପଲବ୍ଧ ହେବ ଓଟିଟି ଆପ୍…
- ଡିସେମ୍ବର ୧୫ରୁ ଉପଲବ୍ଧ ହୋଇଛି ମାଗଣା ଓଟିଟି ଆପ୍ ସମ୍ବଳିତ ଏହି ନୂଆ ପ୍ଲାନ୍
ଭୁବନେଶ୍ୱର: ନୂଆବର୍ଷ ପୂର୍ବରୁ ଜିଓ ନିଜ ଗ୍ରାହକଙ୍କ ପାଇଁ ମନୋରଞ୍ଜନର ବ୍ୟାପକ ସମ୍ଭାର ଆଣିଦେଇଛି । ଜିଓଟିଭି ପ୍ରିମିୟମ ପ୍ଲାନ୍ ନାମରେ ମାଗଣା ଓଟିଟି ଆପ୍ ସବସ୍କ୍ରିପସନ୍ ସହ କମ୍ପାନି ୩ଟି ନୂଆ ମୋବାଇଲ୍…
ଶକ୍ତି ସମ୍ମାନ ସମାଜରେ ମହିଳାଙ୍କ ଦୃଢ଼ତାର ପ୍ରମାଣ: ମୁଖ୍ୟମନ୍ତ୍ରୀ
ସାତଟି ବର୍ଗରେ ୩୦ ଜଣ ମହିଳାଙ୍କୁ ‘ଶକ୍ତି ସମ୍ମାନ’ ପ୍ରଦାନ
ଭୁବନେଶ୍ୱର: ଶକ୍ତି ସମ୍ମାନ କେବଳ ବ୍ୟକ୍ତିଗତ ଉପଲବ୍ଧି ପ୍ରତି ସ୍ୱୀକୃତି ନୁହେଁ, ଏହା ଆମ ସମାଜରେ ମହିଳାମାନଙ୍କ ସାମଗ୍ରିକ ଦୃଢ଼ତା ଓ ସ୍ଥାୟୀତ୍ୱର ଉତ୍ସବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଭାରତୀୟ ଶିଳ୍ପ…
ଜିଲ୍ଲାସ୍ତରୀୟ ବିଜ୍ଞାନମେଳା ଉଦଘାଟିତ, ୮୮ ପ୍ରକଳ୍ପ ପ୍ରଦର୍ଶିତ
ଜଗତସିଂହପୁର,ତା-୧୫.୧୨.୨୦୨୩/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ବିଜ୍ଞାନ ବ୍ଲକ ସଂଯୋଜନା ମଣ୍ଡଳୀ ତରଫରୁ ଜିଲ୍ଲାସ୍ତରୀୟ ଵାଲ୍ ବୈଜ୍ଞାନିକ ପ୍ରଦର୍ଶନୀ, ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ଜିଲ୍ଲାସ୍ତରୀୟ ବୈଜ୍ଞାନିକ ମେଳା ଓ କୁଇଜ ପ୍ରତିଯୋଗିତା ଏବଂ ଯୁବ ପାଲ୍ୟାମେଣ୍ଟ…
ସାମ୍ବାଦିକ ମାନଙ୍କ ଗୃହ ନିର୍ମାଣ ପାଇଁ ଅର୍ଥ ରାଶି ମଞ୍ଜୁର କଲେ ମୂଖ୍ୟମନ୍ତ୍ରୀ ।
କୃତଜ୍ଞତା ଜଣାଇଲେ ସାରସକଣା ସାମ୍ବାଦିକ ସଙ୍ଘ ।
ମୟୂରଭଞ୍ଜ ଜିଲ୍ଲା ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ, ଶାସକ ପ୍ରଶାସକ :: ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ ସାମ୍ବାଦିକଙ୍କ ନିମନ୍ତେ ସାମ୍ବାଦିକ ଗୃହ ଝାରପୋଖରିଆ ( ବମ୍ବେ ଛକ) ଠାରେ ନିର୍ମାଣ ହେବ । ଏ ନେଇ ରାଜ୍ୟ ସରକାର ଙ୍କ…
ଯୁବ ଓଡ଼ିଶା ନବୀନ ଓଡ଼ିଶା ଆନୁକୁଲ୍ୟରେ ସାମାଜିକ କାର୍ଯ୍ୟକ୍ରମ ଉଦଘାଟିତ
ଚିଲିକା (ସେକ କୌସର ): ଆଙ୍କୁଲାଚଟି ସ୍ଥିତ ପି.ବି.ବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ଆନୁକୁଲ୍ୟରେ ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ବିଶ୍ଵାଳଙ୍କ ସଭାପତିତ୍ବରେ ସାମାଜିକ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି। ଏଥିରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅମ୍ଳାନ କୁମାର…