Sign in
Sign in
Recover your password.
A password will be e-mailed to you.
ହତ୍ୟା ଘଟିବାର 24 ଘଣ୍ଟା ମଧ୍ୟରେ ପର୍ଦାଫାସ କୋଲା ରାୟଗଡା ପୋଲିସ !
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ଆଜି ରାୟଗଡା ପୋଲିସ କୁ ମିଳିଛି ବଡ ସଫଳତା ହତ୍ୟା ଘଟିବାର 24 ଘଣ୍ଟା ମଧ୍ୟ୍ୟରେ ପର୍ଦାଫାସ କଲା ରାୟଗଡା ପୋଲିସ ! ଗତକାଲି 15 ତାରିଖ ମହିଳା ବିଦ୍ୟାଳୟ ନିକଟରେ, ଦିନ ପ୍ରାୟ 10 ଘଣ୍ଟା ସମୟରେ ଅଜଣା ୩ ଟି ବ୍ୟକ୍ତି ନୃଶଂସ ଭାବେରେ ଛାତିରେ ଛୁରି ମାରି ମରଣାନ୍ତକ…
ପାଣ୍ଡିଆନଙ୍କ ହିଞ୍ଜିଳି ଗସ୍ତ: ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ସହ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା
ଆସନ୍ତା ଏକ ବର୍ଷ ମଧ୍ୟରେ ଶେରଗଡ ଓ ହିଞ୍ଜିଳିକାଟୁରେ ୨୦୭ କୋଟି ଟଙ୍କା ବ୍ୟୟରେ ୧୦୨ଟି ଅତିରିକ୍ତ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ, ଶେରଗଡରେ ୯୦ ପ୍ରତିଶତ ଚାଷଜମି ଓ ହିଞ୍ଜିଳିରେ ୯୯ ପ୍ରତିଶତ ଚାଷ ଜମିକୁ ଜଳସେଚନ ସୁବିଧା ଦିଆଯିବ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ…
ଦୁର୍ନୀତି, ବ୍ୟଭିଚାର ଓ କଳାଟଙ୍କାର ପାହାଡ ଉପରେ ବସି ମୁଖ୍ୟମନ୍ତ୍ରୀଙ୍କ ଅରଣ୍ୟ ରୋଦନ : ମନୋଜ ମହାପାତ୍ର
“କେନ୍ଦ୍ରୀୟ ଅବହେଳା” କଥା କହି ନିଜ ବିଫଳତାକୁ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ
ରାଜ୍ୟବାସିଙ୍କ ସେବା ପାଇଁ ନୁହେଁ, କ୍ଷମତା ଜାବୁଡି ଧରିବା ହେଉଛି ଶାସକ ବିଜେଡିର ମୂଳ ଆଭିମୁଖ୍ୟ
କୃଷି-ଶିଳ୍ପମାରଣ ନୀତି କାରଣରୁ ରାଜ୍ୟରେ ଥିବା କଳ କାରଖାନା ବନ୍ଦ ହୋଇପଡିଥିବାବେଳେ…
ଦେଶୀ ମଦଭାଟିରୁ କଳା ଟଙ୍କା ଜବତ ହେବା ବିଜେଡ଼ି ପାଇଁ କେଉଁ ଗର୍ବର କଥା ? – ସୂରଜ ସୂର୍ଯ୍ୟବଂଶୀ
• ଓଡ଼ିଶାରେ କଣ କଣ ଘଟଣା ଘଟିଛି, ତାହା ଉପରେ ବିଜେଡି ମୁଖପାତ୍ର ବୋଧହୁଏ ଆତ୍ମସମୀକ୍ଷା କରିବାକୁ ଅସମର୍ଥ ଅଟନ୍ତି
• “ସାହୁ ବ୍ରଦର୍ସ ଆଣ୍ଡ କୋ” ଉପରେ ରାଜ୍ୟ ସରକାରଙ୍କ ଆଶୀର୍ବାଦ ଜଳ ଜଳ ହୋଇ ପ୍ରମାଣିତ
• କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଦ ଭଳି ସମାଜିକ ପ୍ରସଙ୍ଗ…
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ହାସ୍ୟାସ୍ପଦ – ଗଣେଶ୍ୱର ବେହେରା।
ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜ୍ୟସଭା ସଦସ୍ୟ ଧୀରଜ ସାହୁଙ୍କ ଘରୁ ଆୟକର ବିଭାଗଦ୍ୱାରା ଜବତ ହୋଇଥିବା ନଗଦ ଟଙ୍କା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ। ଏହା ଯେତିକି ଉଦ୍ଭଟ ସେତିକି ହାସ୍ୟାସ୍ପଦ।ଗାନ୍ଧୀ ପରିବାର ପ୍ରତି କେନ୍ଦ୍ରମନ୍ତ୍ରୀ ମହୋଦୟ…
ଏଏମ୍/ଏନ୍ ଏସ୍ ଇଣ୍ଡିଆର ଠାକୁରାଣୀ ଲୁହାପଥର ଖଣିରେ ୨୫ତମ ଏମ୍ଇଏମସି ସପ୍ତାହ ପାଳିତ
ଯୋଡ଼ା:- ଭୁବନେଶ୍ୱରସ୍ଥିତ ଭାରତୀୟ ଖଣି ବ୍ୟୁରୋ (ଆଇବିଏମ୍) ଆନୁକୂଲ୍ୟରେ ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ ଏସ୍ ଇଣ୍ଡିଆ)ର ଠାକୁରାଣୀ ଲୁହାପଥର ଖଣିରେ ୨୫ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ପାଳିତ ହୋଇଯାଇଛି। ଏମ୍ଇଏମସି ସପ୍ତାହର ଉଦ୍ ଘାଟନୀ ଉତ୍ସବ…
ସଶକ୍ତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ କାର୍ଯ୍ୟ କରିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ…
ଭୁବନେଶ୍ଵର,୧୬ / ୧୨ : ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି ମାଥିଭାଥନନ ଆଜି ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା (ଡୁଡା)ର ନବ ନିଯୁକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ)ଙ୍କୁ ଏକ ସମାବେଶୀ ଓ ସଶକ୍ତ ସ୍ୱପ୍ନ ସାକାର କରିବା ପାଇଁ…
ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ, ବିଜ୍ଞାନ ମେଳା ଓ ପ୍ରକଳ୍ପ ପ୍ରତିଯୋଗୀତା ଉଦଯାପିତ
ପଦ୍ମପୁର :- ସ୍ଥାନୀୟ ଆଦିବାସୀ କଲ୍ୟାଣ ବିଭାଗର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ର ଅନ୍ୱେଷା ଖେଳ ପଡିଆରେ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ,ବିଜ୍ଞାନମେଳା ଓ ପ୍ରକଳ୍ପ ପ୍ରତିଯୋଗୀତା ଉଦଯାପିତ ହୋଇଯାଇଛି l ଏହି ସଭାରେ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ମିତ୍ରଭାନୁ କଚ୍ଛପ…
ଲଖମରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୁଆଁ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ l
ପଦ୍ମପୁର :- ଲଖମରା ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଜି ଓଡିଶା ସରକାର ଙ୍କ ଦ୍ଵାରା ପ୍ରଯୋଜିତ ନୁଆଁ ଓଡିଶା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପର୍ଯାୟ କ୍ରମେ ଅନୁଷ୍ଠିତ ଏହି କ୍ରୀଡା, ସାଂସ୍କୃତିକ ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ…
ମହିଳା ସ୍ନାତକ ମହାବିଦ୍ୟାଳୟରେ ନୂଆ-ଓ ଆନୁକୂଲ୍ୟରେ ରକ୍ତ ବର୍ଗୀକରଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ନୂଆ-ଓ ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଯାୟୀ ସାମାଜିକ କାର୍ଯ୍ୟକଳାପ ଟିମ୍ ତରଫରୁ ଏକ ରକ୍ତ ବର୍ଗୀକରଣ କର୍ମଶାଳା ଅଧ୍ୟକ୍ଷା ଡ଼ ରୀନା ସାହୁଙ୍କ ନିର୍ଦ୍ଦେଶରେ ଅନୁଷ୍ଠିତ…