ଧନୁଯାତ୍ରା ନିମନ୍ତେ ବୈଠକ ଅନୁଷ୍ଠିତ.

0 3

ନବରଙ୍ଗ ପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗ ପୁର ଜିଲ୍ଲା ପାପଡ଼ା ହାଣ୍ଡି ବ୍ଲକ୍ ନୂଆଁ କଟ୍ ପଂଚାୟତ ନୂଆ କଟ୍ ଗାଁ ଠାରେ ଧନୁଯାତ୍ରା ନିମନ୍ତେ  ବୈଠକ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକରେ ଚଳିତ ୨୪ ୦୨. ୨୦୨୪ ରିଖ ରୁ ଆରମ୍ବ ହୋଇ ଆସନ୍ତା ୦୧.୦୩.୨୦୨୪ ପର୍ଜନ୍ତ ଚାଲିବଏହି ଧନୁଯାତ୍ରା କିପରି ଶାନ୍ତିଶୃଙ୍ଖଳାରେ ପାଳନ କରାଯିବ ଓ ଅମେକ ଶୃଦ୍ଧାଳୁ ଏଠାକୁ ଆସି ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ଉପଭୋଗ କରିପାରିବେ ଏହା ଉପରେ ଗୁରୁତ୍ୱ ଦିଆଯାଇଥିଲା..ଉକ୍ତ ବୈଠକ ରେ.କେ. ଶ୍ୟାମବାବୁ ପାତ୍ର. ସରସ୍ଚନ୍ଦ୍ର ଜାଲ. ଜିତେନ୍ କୁଲଦୀପ. ରାମ ମିର୍ଗାନ୍. ଖିରଦ୍ ମିର୍ଗାନ. ଡମୁ ଗୌଡ଼ ଏବଂ ଗାଁ ରୋ ଅନେକ ଭଦ୍ରବ୍ୟକ୍ତି ଉପସ୍ତିତ ଥିଲେ |

Leave A Reply

Your email address will not be published.