Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ
ଜଗତସିଂହପୁର,ତା-୧୮.୧୨.୨୦୨୩/ସୁମନ୍ତ କୁମାର ଦାସ: ଆଜି ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ସରକାରୀ…
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଶିବିର ଅଳ୍ପ ଅନୁଷ୍ଠିତ
ଜଗତସିଂହପୁର,ତା-/ସୁମନ୍ତ କୁମାର ଦାସ; ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଳନ ଅଭିଯୋଗ ଶୁ ଶୁଣାଣି ଶିବିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀ,…
ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର 26 ତମ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର 26 ତମ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି I ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନୀଳମଣି ବିଷୋୟୀ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମନ୍ଦିରରୁ ଆରମ୍ଭ…
ଶାରଳା ମନ୍ଦିର ହୁଣ୍ଡି ଚୋରିର ମୁଖ୍ୟ ଅଭିଯୁକ୍ତ ଗିରଫ
ଜଗତସିଂହପୁର,ତା-୧୮.୧୨.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ର ପ୍ରସିଦ୍ଧ ଓ ପ୍ରାଚୀନ ଶକ୍ତିପୀଠ ଝଙ୍କଡ଼ ବାସୀନୀ ମା' ଶାରଳା ମନ୍ଦିରର ୧ ନମ୍ବର ମୁଖ୍ୟ ହୁଣ୍ଡି ରୁ ଗତ ବୁଧବାର ଦିନ ବିଳମ୍ବିତ ରାତିରେ ଯେଉଁ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ ସେହି…
ବିଭିନ୍ନ ବିଭାଗର ସାମୁହିକ ବିଫଳତା ହେଉଛି ୫-ଟି ଓ ଆମ ଓଡ଼ିଶା
ଅଣଓଡିଆ ହୋଇ ଓଡିଆଙ୍କୁ ଅନ୍ଧ କହିବା ରାଜ୍ୟବାସୀଙ୍କ ପାଇଁ ଲଜ୍ଜ୍ୟା : ଗୋଲକ ମହାପାତ୍ର
ଭୁବନେଶ୍ୱର, ତା ୧୮/୧୨: ବିଜୁ ଜନତା ଦଳର ଜଣେ ସାଧାରଣ ସଦସ୍ୟଭାବେ ଏହି କେତେଦିନ ହେବ ଯୋଗ ଦେଇ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ “ଓଡ଼ିଶା ରୂପାନ୍ତରୀକରଣ”ର ନାରା ଦେବା ଅତ୍ୟନ୍ତ ହାସ୍ୟାସ୍ପଦ । ଅଣଓଡ଼ିଆ…
ବିଜେଡି ସରକାର ବିରୋଧୀଙ୍କୁ ଅନ୍ଧ ଓ ନିଜକୁ ଚକ୍ଷୁଷ୍ମାନ ଭାବିବା ହସ୍ୟାସ୍ପଦ: ସତ୍ୟବ୍ରତ ପଣ୍ଡା
ରିଜର୍ଭ ବ୍ୟାଙ୍କର ଷ୍ଟେଟ୍ ଫାଇନାନ୍ସ ରିପୋର୍ଟ
ବିକାଶ ଏବଂ ଅଭିବୃଦ୍ଧି ସହିତ କୌଣସି ସମ୍ପର୍କ ନଥିବା ଅଣବିକାଶ ବ୍ୟୟ ଓଡ଼ିଶାରେ ସର୍ବାଧିକ
ରାଜ୍ୟର ନିଜସ୍ୱ ଅଣଟିକସ ଆୟ ଅହେତୁକ ବୃଦ୍ଧି ପାଇଚାଲିଛି । ଖଣିଜ ସମ୍ପଦ ସମାପ୍ତ ହେଲେ ରାଜ୍ୟ କେଉଁ ଉତ୍ସରୁ ବ୍ୟାପକ ଅଣଟିକସ ଆୟ…
ଓଡ଼ିଶାକୁ ଜାଣିନଥିବା ଅଣଓଡ଼ିଆ ନେତା ନିଜକୁ ବିକାଶର ସୂତ୍ରଧର କହିବା ଓଡ଼ିଶାର ସ୍ୱାଭିମାନ ପ୍ରତି ଉପହାସ –…
• ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲା ଗଞ୍ଜାମରୁ ସର୍ବାଧିକ ଦାଦନ ଖଟିବାକୁ ଯିବା କଣ ବିକାଶର ରୂପାନ୍ତରଣ କି ?
• ୨୫ ବର୍ଷର ଲମ୍ବା ଶାସନରେ ବିକାଶକୁ ଆଖିଠାର କରିଛନ୍ତି ରାଜ୍ୟ ସରକାର
• ଓଡ଼ିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କା ଦୁର୍ନୀତି ହେବା କଣ ରାଜ୍ୟରେ ରୂପାନ୍ତରଣ କି ?…
ହାଟଡ଼ିହି ବ୍ଲକ୍ କର୍ମଚାରୀଙ୍କ ମଧ୍ୟରେ ଅଦଳବଦଳ
ହାଟଡ଼ିହି/ମକରଧ୍ବଜ ଜେନା (ଶାସକପ୍ରଶାସକ)-କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ର କନିଷ୍ଠ ଯନ୍ତ୍ରୀ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ବଦଳି କରାଯାଇଥିବା ଜଣା ପଡ଼ିଛି । ଗତ ୧୬.୧୨.୨୦୨୩ ରିଖ ଦିନ ବି.ଡ଼ି.ଓ ସୌମ୍ୟଶ୍ରୀ ପାଣିଗ୍ରାହୀ ବ୍ଲକ ଚିଠି ନଂ ୬୦୯୭ ରେ କନିଷ୍ଠ…
ହାଟଡ଼ିହି ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ହାଟଡ଼ିହି,/ମକରଧ୍ବଜ ଜେନା: ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ ହାଟଡ଼ିହି ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧକ୍ଷା ସାବିତ୍ରୀ ସେଠୀ ଉକ୍ତ ଶିବିରକୁ ଉଦଘାଟନ କରି ଭିନ୍ନକ୍ଷମ ମାନଙ୍କୁ…
ଜଙ୍ଗଲରେ ଚଢ଼ାଉ : ୨ ଶିକାରୀ ଗିରଫ, ବନ୍ଧୁକ ଜବତ୍
ଓଡ଼ଗାଁ, ୧୬।୧୨(ଶ୍ରୀକାନ୍ତ କୁମାର ମିଶ୍ର): ବିଶେଷ ସୂତ୍ରରୁ ଖବର ପାଇ ଓଡ଼ଗାଁ ବନାଞ୍ଚଳ ଅଧିକାରୀଙ୍କ ନିର୍ଦ୍ଦେଶରେ ବନପାଳ ସରିତା ବରାଳ ଶନିବା ସକାଳେ ଶୁଳିଆ ସଂରକ୍ଷିତ ଜଙ୍ଗଲର କମ୍ପାଣ୍ଡମେଣ୍ଟ ୫ ଅଞ୍ଚଳରୁ ୨ ଶିକାରୀଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ଗୁଳିଭରା ଗୋଟିଏ ଦେଶୀ…