ଲଉଡ଼ିଦର୍ହl ରେ ପଞ୍ଚାୟତ ସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନତା ଶିବିର l

ଝାରବନ୍ଧ -ମନୋହର ଦାଶ: ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡ଼ିଦରହା ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଛି l ସରପଞ୍ଚ ପଦ୍ମା ସତନାମୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଏବଂ…

ବନ୍ଧୁକରୁ ଗୁଳି ଫୁଟି ମହିଳା ଗୁରୁତର ଓ ଅଭିଯୁକ୍ତ କୋର୍ଟ ଚାଲାଣ

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା}: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଦଦରା ଲୁଣ୍ଡା ପଞ୍ଚାୟତ ର ବେଡି ଗୋବା ଗ୍ରାମରେ ଗତ ୧୭ ତାରିଖରେ ହୋଇଥିବା ଗୁଳିମାଡ଼ ଘଟଣାରେ ପୁଲିସ ଜଣେ ଶିକାରୀକୁ ଗିରଫ କରିଛି। ଉକ୍ତ ଦିନ ରାତିରେ ଜାଗୁର (ଅଭିଯୁକ୍ତ) ଶିକାରକୁ ଯିବା ପୂର୍ବରୁ ଘରେ ଥିବା ଦେଶୀ…

ସିକିମ୍ ସ୍ୱତ୍ୱଧାରୀଙ୍କୁ ସ୍ଥିତିବାନ ପଟ୍ଟା ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ସିକିମ୍ ସ୍ୱତ୍ୱଧାରୀଙ୍କୁ ଆଭାସୀ ଯୋଗେ ସ୍ଥିତିବାନ ପଟ୍ଟା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୟାଗଡ଼ ଓସ୍ବାନ ହଲରେ ଆୟୋଜିତ ପଟ୍ଟା ବଣ୍ଟନ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ଅନୁମତି…

ଗରିବ ଅସହାୟ ଲୋକଙ୍କୁ ତୀର୍ଥ ଭ୍ରମଣର ସୁଯୋଗ ଦେଲା ରିଓ ଚାରିଟେବୁଲ ଟ୍ରଷ୍ଟ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-. ସମାଜରେ ଅବହେଳିତ ଗରିବ, ଅସହାୟ ଲୋକଙ୍କୁ ସଦା ସର୍ବଦା ସାହାଯ୍ୟ ଓ ସହଯୋଗର ହାତ ବଢାଇ ଆସିଥିବା ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ରିଓ ଚାରିଟେବୁଲ ଟ୍ରଷ୍ଟ, ଭୁବନେଶ୍ୱର ପକ୍ଷରୁ ଆଉ ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି।ସବୁବେଳେ ରିଓ ସଙ୍ଗଠନ ନିଜର…

ଡାବୁଗାଁ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର କଲମ ଛାଡ ଆନ୍ଦୋଳନ

ଡାବୁଗାଁ  -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ଓଡିଶା ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର ଆହ୍ଵାନ କ୍ରମେ ଡାବୁଗାଁ ବ୍ଲକ ରାଜସ୍ବ ବିଭାଗ ର ସମସ୍ତ ରାଜସ୍ୱ ପରିଦର୍ଶକ, ରାଜସ୍ବ ନୀରିକ୍ଷକ ଓ ଅତିରିକ୍ତ ରାଜସ୍ବ ନୀରିକ୍ଷକ ପ୍ରମୁଖ ଗତକାଲି ସୋମବାର ଠାରୁ କଲମ ଛାଡ ଆନ୍ଦୋଳନ ରେ ସାମିଲ ହୋଇ ତହସିଲ…

5T ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ବେଲଗୁଣ୍ଠା ଗସ୍ତ ନେଇ ପ୍ରସ୍ତୁତି ବୈଠକ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆସନ୍ତା ଗୁରୁବାର ଦିନ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ବେଲଗୁଣ୍ଠା ଗସ୍ତ ଥିବାରୁ ଆଜି ବେଲଗୁଣ୍ଠା ଟାଉନ ହଲ୍ ଠାରେ ବେଲଗୁଣ୍ଠା ବ୍ଳକ୍ ବିଜେଡ଼ି ସଭାପତି ଏସ୍ ରାମେଶ୍ଵର ପାତ୍ରଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି…

ଜଙ୍ଗଲ ରେ ଅବାଧରେ ପଶି କାଠ ଚୋରି ଅଭିଯୋଗ ରେ ୪ ଗିରଫ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୦/୦୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ଝାଲିଆଗୁଡ଼ା ସଂରକ୍ଷିତ ଜଙ୍ଗଲ ରେ ଅବାଧରେ ପଶି କାଠ ଚୋରି ଅଭିଯୋଗ ରେ ବନ ବିଭାଗ ତରଫରୁ ୪ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ମାନେ ହେଲେ ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ…

ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଜଗତସିଂହପୁର ଜିଲ୍ଲା ରେ ସିକିମ ସତ୍ତ୍ୱଧାରୀ ଚାଷୀ ମାନଙ୍କୁ ସ୍ଥିତିବାନ ପଟ୍ଟା ପ୍ରଦାନ ର…

ଜଗତସିଂହପୁର,ତା-୨୦.୦୨.୨୦୨୪/ସୁମନ୍ତ କୁମାର ଦାସ:ଆଜି ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ରାଜ୍ୟର ସିକିମ ସ୍ୱତ୍ତ୍ୱାଧିକାରୀ ଚାଷୀ ମାନଙ୍କୁ ସ୍ଥିତିବାନ ପଟ୍ଟା ପ୍ରଦାନ ର ଶୁଭାରମ୍ଭ କରିଛନ୍ତି। ଏଥି ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା…

ରାଣୀସାହେବାଙ୍କ ଅବଦାନକୁ ସମ୍ମାନିତ କରିବା ପାଇଁ ଦାବି କଲା ବରିଷ୍ଠ ନାଗରିକ ମଞ୍ଚ

ଖଲ୍ଲିକୋଟ( "ଶାସକ ପ୍ରଶାସକ/ଶିବରାମ ଜେନା) : ଆଜି ସ୍ଥାନୀୟ ଖଲ୍ଲିକୋଟ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ପ୍ରେସ୍ ମିଟ୍ ଅନୁଷ୍ଠିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ହରପ୍ରସାଦ ମହାପାତ୍ର, ଶ୍ରୀ ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ, ବରିଷ୍ଠ ଆଇନଜୀବି ଶ୍ରୀ ରାଜେନ୍ଦ୍ର ପ୍ରସାଦ ରଥ, ଶ୍ରୀ…

ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ୍ କାର୍ଯକ୍ରମ ଅନୁଷ୍ଠିତ : ୨୨୫ ଆଦିବାସୀ ଯୁବ ଉଦ୍ୟୋଗୀଙ୍କୁ ଚେକ୍ ପ୍ରଦାନ…

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ବିଜୁ କଲ୍ୟାଣ ମଣ୍ଡପ ଠାରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ୍ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ…