ଓଡ଼ଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରଜତ ଜୟନ୍ତୀ ଉତ୍ସବ ଉଦଯାପିତ

ଓଡ଼ଗାଁ, ୧୭।୧୨(ଶ୍ରୀକାନ୍ତ କୁମାର ମିଶ୍ର): ତିନିଦିନ ଧରି ଚାଲିଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଓଡ଼ଗାଁର ରଜତ ଜୟନ୍ତୀ ଉତ୍ସବ ରବିବାର ଉଦଯାପିତ ହୋଇଯାଇଛି । ଅତିଥି ମାନେ ସ୍କୁଲ ନିକଟରେ ପହଞ୍ଚିବା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଘୋଷ ବାଦ୍ୟ ସହ ସେମାନଙ୍କୁ ପାଛୋଟି…

ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମାତୃ ଓ ଶିଶୁ ଚିକିତ୍ସାଳୟ ଗୃହ ଉଦଘାଟିତ

ଓଡ଼ଗାଁ, ୧୭।୧୨ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ ସଦର ମହକୁମାରେ ଅବସ୍ଥିତ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ୪ କୋଟି ୨୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୩୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସାଳୟ ଗୃହକୁ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ…

ଶେଷ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡ଼ିଛନ୍ତି ଜୟଦେବ

ହାଟଡିହି/ମକରଧ୍ବଜ ଜେନା: ରାଜ୍ୟ ରାଜନୀତିରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତ ସଙ୍ଖଣା ଗ୍ରାମର ଜୟଦେବ ଜେନା। ସେ ୧୯୭୮ ମସିହାରୁ ଶିକ୍ଷକତା ଛାଡି ରାଜନୀତିକୁ ଆସିବା ପରେ ୧୯୮୦ ମସିହାରୁ…

ବସ୍ତି ଲୋକମାନଙ୍କୁ ବିଜେଡ଼ି ସରକାର ପ୍ରତାରଣା ଦେଇଚାଲିଛନ୍ତି : ବିଜୟ

ଭୂବନେଶ୍ୱରରେ ଜିଲ୍ଲା କଂଗ୍ରେସର ବସ୍ତିବିକାଶ ଅଭିଯାନର ଶୁଭାରମ୍ଭ "  ବସ୍ତିର ଉନ୍ନତିକରଣ ପାଇଁ ୮୦୦ କୋଟି ଟଙ୍କାର ଏକ ଯୋଜନାର ଘୋଷଣା କରାଯାଇଛି ସତ କିନ୍ତୁ ବସ୍ତିବାସିନ୍ଦା ଯେଉଁ ବସ୍ତିରେ ରହୁଥିଲେ ଏବେ ମଧ୍ୟ ସେହି ବସ୍ତିରେ ରହୁଛନ୍ତି । ଯୋଜନା କେବଳ ତୃତୀୟ ମହଲା ଇଙ୍ଗିତରେ ଫାଇଲ୍‌ରେ…

ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁମୋହନ ପଟ୍ଟନାୟକଙ୍କ ପରଲୋକ

ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସମେତ ଅନ୍ୟ ସଚିବମାନଙ୍କ ସ୍ୱର୍ଗତ ପଟ୍ଟନାୟକଙ୍କ ପାର୍ଥିବଶରୀରର ଶେଷ ଦର୍ଶନ ପୂର୍ବକ ଶ୍ରଦ୍ଧାଞ୍ଜଳି ଭୁବନେଶ୍ୱର :ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ପରଲୋକରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର…

ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୩ କୁ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

https://youtu.be/307_chpZLhw ପାରଳାଖେମୁଣ୍ଡି ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଲୋକକଳା , ସଂସ୍କୃତି , ଜନଜାତି , ନୃତ୍ୟ ସଙ୍ଗୀତ ସମାରୋହ , ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା -୨୦୨୩ ସହ ଉନ୍ନୟନ ପ୍ରଦର୍ଶନୀ ୧୯-୧୨-୨୦୨୩ ଠାରୁ ୨୩-୧୨-୨୦୨୩ ତାରିଖ ପର୍ଯ୍ୟନ୍ତ…

କୁଲାଡ ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିର ରୁପାନ୍ତରଣ କାର୍ଯ୍ୟ କୁ ସମିକ୍ଷା କଲେ; ନବୀନ ଓଡ଼ିଶା ଅଧ୍ୟକ୍ଷ।

ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଧେଶ ରେ ୫ଟି ଓ ନବୀନ ଓଡ଼ିଶା ଅଧକ୍ଷ ଶ୍ରୀଯୁକ୍ତ ଭି.କାର୍ତ୍ତିକେୟ ପାଣ୍ଡିଆନ ଆଜି ଗଞ୍ଜାମ୍ ଗ୍ରସ୍ତର ଦୁତିୟ ଦିନରେ ଡିସେମ୍ବର ୧୭ ତାରିଖ ୨୦୨୩ ରବିବାର ଦିନ ଗଞ୍ଜାମ ଜ଼ିଲ୍ଲା ଭଞ୍ଜନଗର ନିର୍ବାଚନ…

ଗ୍ରାମାଞ୍ଚଳର ଜନସାଧାରଣ ଗହମ ପାଇବାରୁ ବଞ୍ଚିତ:ସହରରେ ମିଳୁଛି ଭାରତ ଅଟା:

ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ରିହାତି ମୂଲ୍ୟରେ ଅଟା ଯୋଗାଣ ପାଇଁ ଦାବି l (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): କେନ୍ଦ୍ର ସରକାର ଙ୍କ ଟାଳଟୁଳ ନୀତି ପାଇଁ ଗ୍ରାମାଞ୍ଚଳର ଜନସାଧାରଣ ଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ l ସୂଚନାଥାଉକି ରାଷ୍ଟ୍ରୀୟ ଖାଦ୍ୟ ନିରାପତ୍ତା ଯୋଜନାରେ ଗ୍ରାମାଞ୍ଚଳ ଗରିବ…

ସଜାଡ଼ିବା ଓ ସାଇତି ରଖିବା ଛାତ୍ର ଜୀବନରେ ଅତି ଗୁରୁତ୍ୱପୂର୍ଣ୍ଣ ଅଭ୍ୟାସ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶିଶୁମାନେ କିଭଳି ପ୍ରତ୍ୟେକ ଜିନିଷକୁ ସାଇତି ରଖି ସଜାଡିବେ ଏବଂ ପଢାପଢି କରିବା ଆବଶ୍ୟକ ତାହାକୁ ସ୍ଵାମୀ ମୁକୁନ୍ଦାନନ୍ଦ ଜୀ ଙ୍କ ବାର୍ତ୍ତାକୁ ନେଇ ବାଳମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ରବିବାର ସନ୍ଧ୍ୟା ରେ ସ୍ଥାନୀୟ ଆର୍ବନ୍…

ବାଣପୁର: ବିଷ ପିଇ ଆତ୍ମହତ୍ୟା କଲେ ମହିଳା

ବାଣପୁର: (ସେକ କୌସର ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଆତ୍ମହତ୍ୟା ଜନିତ ମାମଲା ସାମ୍ନାକୁ ଆସିଛି। ଅପରାହ୍ନରେ ବିଷ୍ଣୁଡିହ ଗ୍ରାମର ସୁଦାମ ବାରିକଙ୍କ ପତ୍ନୀ ପଲିଶ୍ରୀ ବାରିକ (୪୬) ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।ସୂଚନା ମୁତାବକ ପଲ୍ଲିଶ୍ରୀ କୌଣସି କାରଣରୁ…