Sign in
Sign in
Recover your password.
A password will be e-mailed to you.
ଯୁବ ଓଡ଼ିଶା ନବିନ ଓଡ଼ିଶା ତଥା ସମନ୍ବିତ ଯୁବ ବିକାଶ ଯୋଜନା ଆନୁକୁଲ୍ୟାରେ ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ…
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- : ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରୀଡ଼ା ଉତ୍ସବ ସମନ୍ବିତ ଯୁବ ବିକାଶ ଯୋଜନା ଆନୁକୁଲ୍ୟାରେ ଜି.ଟି ହାଇସ୍କୁଲ ଖେଳ ପଡ଼ିଆଠାରେ ଅଧ୍ୟକ୍ଷା ଡ଼ଃ ସଂଯୁକ୍ତା ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସମସ୍ତ ଛାତ୍ରୀମାନେ…
ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟ ରେ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ
ଗାଇସିଲେଟ/ମନ ଡନସନା- ଗାଇସିଲେଟ ପଞ୍ଚାୟତ ସମିତି ମହାବିଦ୍ୟାଳୟ ର ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ତିନି ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସରେ ମିନି ଷ୍ଟାଡିଅମ ଠାରେ ଓଡିଶା ସରକାରଙ୍କ ହସ୍ତତନ୍ତ୍ର ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ,ପଞ୍ଚାୟତ ସମିତି…
ଗାଙ୍ଗପୁରରେ ବିକଶିତ ଭାରତ ସଂକଳ୍ପ ଯାତ୍ରା
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆସନ୍ତା 25 ବର୍ଷ ଭିତରେ ଅର୍ଥାତ୍ 2047 ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଉଦ୍ଦେଶ୍ୟ ନେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଂଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା…
ବଡକୋଦଣ୍ଡlରେ ନୁଆଁ ଓ କାର୍ଯ୍ୟକ୍ରମ ଦ୍ୱାରା କ୍ରିକେଟ ଟୁର୍ଣ୍ଣାମେଣ୍ଟ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା}: ଭଞ୍ଜନଗର ଠାରୁ ପ୍ରାୟ ତିନିକିଲୋମିଟର ଦୂର ଜବାହର ଉଚ୍ଚ ବିଦ୍ୟାଳୟ, ବଡ଼କୋଦଣ୍ଡା ଠାରେ ନୁଆଁ ଉର୍ନତ ଓଡିଶା ଅଭିଯାନ ଦ୍ୱାରା ପଂଚାୟତ ସମିତିର ସମ୍ପୂର୍ଣ୍ଣ ସହଯୋଗରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏହାକୁ ୫୦ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା…
କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ କ୍ରୀଡ଼ା ପ୍ରତିଯୋଗିତା
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଆନୁକୂଲ୍ୟରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କବାଡ଼ି, ଭଲିବଲ୍,…
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଷୋଡଶ ବାର୍ଷିକ ଉତ୍ସବ
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ସାଂସ୍କୃତିକ ମଣ୍ଡପ ଠାରେ ଷୋଡଶ ବାର୍ଷିକ ଉତ୍ସବ ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି | ପ୍ରଥମେ ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା | ତାହାପରେ ଦୀପ ପ୍ରଜ୍ଜ୍ଳଳନ କରି…
ମହୁଲଡ଼ିହି ମାଝୀ ପଡ଼ା ଗଳି ରାସ୍ତାରେ ବିପଜ୍ଜନକ ମୁକୁଳା ଡ୍ରେନ ଘଟାଉଛି ଦୁର୍ଘଟଣା
କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଏନ୍ଏସି ମହୁଲଡ଼ିହି ୱାର୍ଡ ନଂ-୧ ମାଝୀ ପଡ଼ା ଗଳିକୁ ଯିବା ରାସ୍ତାରେ ଥିବା ମୁକୁଳା ଡ୍ରେନ ଯୋଗୁଁ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି ବୋଲି ଅଭିଯୋଗ ହେଉଛି l ଏ ବାବଦରେ ୱାର୍ଡ ବାସୀ ବିଭିନ୍ନ ସମୟରେ ଏନ୍ଏସି ପ୍ରଶାସନ ନିକଟରେ ନୂତନ ସ୍ଲାବ ଡ୍ରେନ…
ଯୁବତୀ ଙ୍କୁ ଛୁରୀ ମାଡ ଘଟଣା, ଧରାପଡିଲେ ଅଭିଯୁକ୍ତ ଯୁବକ।
ଉମରକୋଟ-ଉମରକୋଟ ପୋଲିସ କୁ ମିଳିଲା ସଫଳତା। ଗତ ୨୦-୧୧-୨୩ ତାରିଖ ଦିନ ନୃତ୍ୟ କଳାକାର ଙ୍କୁ ଘର ଭିତରେ ପଶି ଛୁରା ମାଡ଼ କରି ଚାଲିଯାଇଥିଲେ ପ୍ରେମିକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ରେ । ଘଟଣା ପ୍ରକାରେ ଉମରକୋଟ ରେ ଚାଲିଥିବା କାଳୀ ପୂଜା ଉତ୍ସବରେ…
ନୂଆ-ଓ, ଯୁବ ଓଡିଶା ସାମାଜିକ କାର୍ଯ୍ୟକ୍ରମ ଉଦଯାପିତ l
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ମହିଳା ଡିଗ୍ରୀ ମହାବିଦ୍ୟାଳୟର ନୂଆ-ଓ, ଯୁବ ଓଡିଶା କାର୍ଯ୍ୟକ୍ରମ ସାମାଜିକ ବିଭାଗର ଉଦଯାପନୀ ଉତ୍ସବ ଓ କ୍ରିଡା ବିଭାଗର ପୁରସ୍କାର ବିତରଣ ଉତ୍ସବ ଅଧ୍ୟକ୍ଷା ଶ୍ରୀମତୀ କଲ୍ପନାରାଣୀ ନାଥଙ୍କ ସଭାପତିତ୍ଵରେ ମହା - ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।…
ପଦ୍ମପୁର ଜିଲ୍ଲା ଗଠନ ପ୍ରକ୍ରିୟା ଉପରେ ହାଇକୋର୍ଟ କୌଣସି ପ୍ରକାରର ରୋକ୍ ଲଗେଇ ନାହାନ୍ତି : ଆବାହକ
"ମୁଖ୍ୟମନ୍ତ୍ରୀଙ୍କ କଥା ରେ ଅଂଚଳବାସୀ ଙ୍କ ଏବେ ବି ଅତୁଟ ବିଶ୍ବାସ ରହିଛି l"
ପଦ୍ମପୁର :- ରାଜାଜୀ ଟାଉନ୍ ହଲ୍ ଠାରେ ଜିଲ୍ଲା ଗଠନ ମିଳିତ କ୍ରିୟାନୁଷ୍ଠାନ କମିଟିର ଜରୁରୀକାଳୀନ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ପଦ୍ମପୁର ନାଗରିକ କମିଟି ସଭାପତି ରାମଚନ୍ଦ୍ର ତ୍ରିପାଠୀ ଙ୍କ…