ଫର୍ଟିଲାଇଜର ଅଞ୍ଚଳ ର ବିଭିନ୍ନ ସମସ୍ୟା ନେଇ ମହାନଗର ନିଗମ କମିଶନର ଙ୍କ ଦୃଷ୍ଟି ଆକର୍ଷଣ କଲେ ପ୍ରଶାନ୍ତ।

ରାଉରକେଲା, (ବସନ୍ତ କୁମାର ଜେନା):ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଫାର୍ଟିଲାଈଜ଼ର ଅଞ୍ଚଳ ର ବିଭିନ୍ନ ସମସ୍ୟା ନେଇ ଆଜି ରାଉରକେଲା ମହାନଗର ନିଗମ ର କମିଶନର ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ | ଉକ୍ତ ଦାବି ରେ ଫର୍ଟିଲାଇଜର…

ଶତାଧିକ କର୍ମୀ ବିଜେଡି ଓ କଂଗ୍ରେସ ଦଳ ଛାଡି ବିଜେପିରେ ମିଶିଲେ

ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ହେବ: ମନମୋହନ ସାମଲ ଭୁବନେଶ୍ୱର/ଭଦ୍ରକ,ତା.୧୦/୦୧: ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ବଡଓସ୍ତିଆ ପଂଚାୟତରେ ରାଜ କିଶୋର ନାୟକଙ୍କ ନେତୃତ୍ୱରେ ୨୦ରୁ ଊର୍ଦ୍ଧ୍ୱ ପରିବାର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେଡି ଓ କଂଗ୍ରେସ…

ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀଙ୍କ ଜନନୀ ସମ୍ପର୍କ ଅଭିଯାନ

ରାଉରକେଲା, (ବସନ୍ତ କୁମାର ଜେନା): ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ପ୍ରଶାନ୍ତ ସେଠୀ ଆଜି ଜନନୀ ସମ୍ପର୍କ ଅଭିଯାନ ରେ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ଜଲଦା ଗ୍ରାମ ପଞ୍ଚାୟତ ର ଏ ବ୍ଲକ ଅଞ୍ଚଳ ପରିଦର୍ଶନ କରି ମା ଭଉଣୀ ମାନଙ୍କ ସହିତ ବସି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ…

ଦହିଗାଁ ଠାରେ ବିଜୁ ଯୁବ ଜନତା ଦଳ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

ପଦ୍ମପୁର : ପଦ୍ମପୁର ଉପଖଣ୍ଡ ଦହିଗାଁ ଠାରେ ବିଜୁ ଯୁବ ଜନତା ଦଳ ର ପଞ୍ଚାୟତ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା I ଏହି ବୈଠକରେ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ଯୋଗ ଦେଇ ସୋସିଆଲ ମିଡ଼ିଆ ଉପରେ ରେ ଜଡିତ ରହିବା ପାଇଁ ଯୁବ କର୍ମୀ ଓ ଯୁବ ସମାଜ କୁ ପରାମର୍ଶ…

ବଡ଼ଚଣା ସିହା ପଞ୍ଚାୟତରେ ବିଜେପି ନେତା ଅମର ନାୟକଙ୍କ ଗୃହ ସମ୍ପର୍କ ପଦ ଯାତ୍ରା

ବଡ଼ଚଣା/ପ୍ରଫୁଲ୍ଲ ସାହୁ : ବଡ଼ଚଣା ବିଜେପି ତରଫରୁ ବିଜେପି ନେତା ଶ୍ରୀଯୁକ୍ତ ଅମର ନାୟକ ଙ୍କ ନେତୃତ୍ୱରେ ସିହା ପଞ୍ଚାୟତ ରେ ଗୃହ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଯାଇଛି ,ବିଶ୍ୱର ସର୍ବ ବୃହତ ଗଣତାନ୍ତ୍ରିକ ଦଳ ଭାବେ ନିଜର ସ୍ଵତଂତ୍ର ପରିଚୟ ସୃଷ୍ଟି କରିବା ସହ, ଅଦିତ୍ଵ ନେତା ଜସ୍ବସି ପ୍ରଧାନ…

ନୃସିଂହନାଥ ମନ୍ଦିରରୁ ବାହାରିଲା ଏଗାର ଗୋଟି ଅର୍ପଣ ରଥ

https://youtu.be/BOndT6TzmHY ବରଗଡ଼ :- ବିଗତ ପ୍ରାୟ ଦୁଇ ବର୍ଷ ଧରି ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ର କାର୍ଯ୍ୟ ରାଜ୍ୟ ସରକାରଙ୍କ ଦ୍ଵାରା କରାଯାଇଅଛି । ଏଠାରେ ସୂଚନା ଯୋଗ୍ୟ ଯେ ଜଗତର ନାଥ ଜଗନ୍ନାଥ ଙ୍କ ମନ୍ଦିର ପରିସର ତଥା ପାରିପାର୍ଶ୍ବିକ ଉନ୍ନତି ଓ ଭକ୍ତ ତଥା ତୀର୍ଥଯାତ୍ରୀ…

ପଦ୍ମପୁରରେ ଅତିରିକ୍ତ ଜିଲ୍ଲାପାଳଙ୍କ ଯୋଗଦାନ

ପଦ୍ମପୁର :- ପଦ୍ମପୁର ରେ ଅତିରିକ୍ତ ଜିଲ୍ଲାପାଳ ଭାବେ ଚଭନ କୁନାଲ ମୋତିରାମ ଭା.ପ୍ର.ସେ. (ଆର୍.ଆର୍-୨୦୨୦) ଯୋଗଦାନ କରିଛନ୍ତି l ସେ ଏହା ପୂର୍ବରୁ ବାଲେଶ୍ଵର ରେ ଉପଜିଲ୍ଲାପାଳ ଭାବରେ କାର୍ଯ୍ୟ ତୁଲାଉଥିଲେ l

୧୩ ତମ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଜିଲ୍ଲା ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଇଟାମାଟିକୁ ହରାଇ କଇଥ ଗାଡିଆ…

ଓଡ଼ଗାଁ,୯।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ବ୍ଲକ ରୋଡ କଲ୍ୟାଣ ମଣ୍ଡପ ଠାରେ ମଙ୍ଗଳ ବାର ୧୩ତମ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ୨ଦିନିଆ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିବସରେ ନୟାଗଡ଼ ଜିଲ୍ଲାର ନୟାଗଡ଼, ଇଟାମାଟି, ଦଶପଲ୍ଲା, ଶରଣକୁଳ, କଇଥ ଗାଡିଆ,…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ 71ତମ ଜନ୍ମଦିବସ

ରାଉରକେଲା, (ବସନ୍ତ କୁମାର ଜେନା): ମହାତ୍ମାଗାନ୍ଧୀ ଜୟନ୍ତୀ କମିଟି ଆନୁକୂଲ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ଷିଆନ ରାଜନୀତିଜ୍ଞ ଦିଲୀପ ରାୟଙ୍କ ୭୧ତମ ଜନ୍ମ ଦିବସ ସମାରୋହରେ ପାଳିତ ହୋଇଛି। ହୋଟେଲ ସୋଲେସ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କମିଟିର ସଭାପତି ପ୍ରସନ୍ନ କୁମାର…

ଏକଲ ଅଭିଯାନ ଓଡ଼ିଶା: ଖେଳ କୁଦ କାର୍ଯ୍ୟକ୍ରମର ଉଜ୍ଜାପନି ଉତ୍ସବ।

ରାଉରକେଲା, (ବସନ୍ତ କୁମାର ଜେନା): ଏକଲ ଅଭିଯାନ , ଓଡ଼ିଶା ଦ୍ଵାରା ଅନୁଷ୍ଠିତ ଖେଳ କୁଦ ପ୍ରତିଯୋଗିତାର ଉଜ୍ଜାପନି ଉତ୍ସବ ରାଉରକେଲା, ବିର୍ସା ମୁଣ୍ଡା ଆଥେଲେଟିକ୍ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇ ଥିଲା। ଏହି ଦୌଡ଼ ପ୍ରତିଯୋଗିତାରେ ୬ ଜଣ , ଲମ୍ବ ଡିଆଁ ପ୍ରତିଯୋଗିତା ରେ ୨ ଜଣ , ଉଚ୍ଚ…