ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ଯୁବଦିବସ ପାଳନ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ଏନ୍.ଏସ୍.ଏସ୍. ଓ ଯୁବ ରେଡ୍‌କ୍ରସ୍ ବିଭାଗ ତରଫରୁ ପାଳନ କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ରୀନା ସାହୁ ଆନୁଷ୍ଠାନିକ ଭାବେ ପ୍ରଦୀପ…

ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟ ରେ ଜାତୀୟ ଯୁବ ଦିବସ ପାଳନ

ଗାଇସିଲେଟ/ମନ ଡନସନା-ପଞ୍ଚାୟତ ସମିତି ମହାବିଦ୍ୟାଳୟ ରେ ୟୁଥ ରେଡକ୍ରସ ଆନୁକୁଲ୍ୟରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ ,…

ନିର୍ବାଚନ ବେଳେ ଦେଖା, ନିର୍ବାଚନ ସରିଗଲେ ଛୁ ମାରୁଛନ୍ତି କିଛି ବଡ ବଡ ନେତା: ପାଣ୍ଡିଆନ

 ମୁଖ୍ୟମନ୍ତ୍ରୀ କାହିଁକି ବାରମ୍ବାର ଜିତୁଛନ୍ତି ତାର ରହସ୍ୟ କହିଲେ ପାଣ୍ଡିଆନ  ଜନତାଙ୍କୁ ବିକାଶର ହିସାବ ଦେଉଥିବାରୁ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ଦେଉଛନ୍ତି ଜନତା  ବିରୋଧୀଙ୍କୁ ତେରଛା ବାଣ ମାରିଲେ ପାଣ୍ଡିଆନ  କଥା କମ ଆଉ ବିକାଶ ଅଧିକ କରିବାକୁ…

କୃଷି ଓଡିଶା-୨୦୨୪ ଉଦ୍‌ଘାଟିତ: ଏବର୍ଷର ମୁଖ୍ୟ ପ୍ରସଙ୍ଗ- କୃଷି ପ୍ରଗତିରେ ମହିଳା

ମା’ମାନଙ୍କ ସଶକ୍ତିକରଣ କେବଳ ପରିବାରକୁ ନୁହେଁ, ସାରା ସମାଜକୁ ସଶକ୍ତ କରେ – ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଭବନ ଏବଂ IMAGEର ନୂଆ କ୍ୟାମ୍ପସ ପାଇଁ ଭିତ୍ତି ସ୍ଥାପନ ସଫଳ ପୋର୍ଟାଲର ଶୁଭାରମ୍ଭ, ଚାଷୀଙ୍କୁ ଶୀଘ୍ର ଓ ସୁବିଧାରେ ମିଳିବ ଋଣ କୃଷି କ୍ଷେତ୍ରରେ ମା’ମାନଙ୍କୁ…

“ସହଯୋଗ ଅତୁଟ ରହିଲେ ଉନ୍ନତିର ପଥ ସୁଗମ ହୋଇ ପାରିବ”

ଓଡ଼ଗାଁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨୦୨୪ ଓଡ଼ଗାଁ, ୧୧।୧ (ଶ୍ରୀକାନ୍ତ କୁମାର ମିଶ୍ର): ସହଯୋଗ ଅତୁଟ ରହିଲେ ଉର୍ଣ୍ଣତିର ପଥ ସୁଗମ ହୋଇପାରିବ ବୋଲି ଓଡ଼ଗାଁ ମହୋତ୍ସବ ପ୍ରଥମ ସନ୍ଧ୍ୟାରେ ସଭା ମଞ୍ଚର ସଭାପତି ସମାଜସେବୀ ସୂର୍ଯ୍ୟ ନାରାୟଣ ଚୌଧୁରୀ ଆଜିର ପ୍ରାରମ୍ଭିକ ବକ୍ତବ୍ୟରେ କହିଥିଲେ ।…

ଜିଲ୍ଲା କିନ୍ନର ସଂଘ ତରଫରୁ ଡାବୁଗାଁ ର ଗରିବ ଅସହାୟ ଙ୍କୁ ଶୀତବସ୍ତ୍ର ବଣ୍ଟନ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୧/୦୧/୨୪ ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ ତରଫରୁ ଆଜି ଡାବୁଗାଁ ସଦର ରେ ଥିବା ଅତି ଗରିବ ଓ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି। ଯେଉଁ ଗରିବ ମାନଙ୍କ ନିଜସ୍ଵ ଘର ନାହିଁ ,ଖୋଲା ଆକାଶ ତଳେ ଶୀତ କାକର ରେ ରାତ୍ର ଶୋଉ ଛନ୍ତି…

ବାପା ସମ୍ମୁଖରେ ୫ ବର୍ଷ ର ଶିଶୁ କୁ ମୁଣ୍ଡରେ ପଥର ଛେଚି ବିଭତ୍ସ ହତ୍ୟା

ହତ୍ୟାପରେ ମୃତ ଶିଶୁ ର ହାତ ଗୋଡ କାଟି ଗାଁ ଦାଣ୍ଡରେ ବୁଲାଇଲେ ହତ୍ୟାକାରୀ ,ହତ୍ୟାକାରୀ ଗିରଫ ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୧/୦୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳ ମେଣ୍ଡରା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଜଣେ ୫ ବର୍ଷ ର ଶିଶୁ କୁ ବାପା ସମ୍ମୁଖରେ…

ବିଜେପି ର ଡାବୁଗାଁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ :ମନୋଜ ପାତ୍ର ହେଲେ ଡାବୁଗାଁ ମଣ୍ଡଳ କାର୍ଯ୍ୟକାରୀ ସଭାପତି

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୧/୦୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ଶ୍ରୀନିବାସ କଲ୍ୟାଣ ମଣ୍ଡପ ପରିସରରେ ବିଜେପି ର ଡାବୁଗାଁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଡାବୁଗାଁ ମଡେଲ ସଭାପତି ଜେ ରାଜ ଶେଖର ରାଓ ଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି…

ପୁଣି ଯାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଓ ଲୁଟମାର ଅଭିଯୋଗ

ରାୟଗଡା କାଶୀପୁରରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଥାନା ଅନ୍ତର୍ଗତ ଶୁଙ୍ଗେର ପଞ୍ଚାୟତ କଣ୍ଟାମାଲ ଗ୍ରାମ ଠାରେ ପୁନର୍ବାର ଯାତାୟାତ ଲୋକକୁ ମରଣାନ୍ତର ଆକ୍ରମଣ ସହ ଭୟଭୀତ କରି ଲୁଟମାର କରିଥିବା କାଶୀପୁର ଥାନାରେ ଅଭିଯୋଗ କରାଯାଇଛି । ରାୟଗଡା ଓ କଳାହାଣ୍ଡି ଜିଲ୍ଲାର…