Sign in
Sign in
Recover your password.
A password will be e-mailed to you.
ଦ୍ବାଦଶ ରାଜ୍ଯ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପରୀକ୍ଷା ରୁତୁ ପୁର୍ବରୁ ସରିବ ବସନ୍ତ ମହୋତ୍ସବ
ଆଦିବାସୀ ମେଳା ଓ ନୃତ୍ୟ ସଙ୍ଗୀତକୁ ଗୁରୁତ୍ବ
ଇଡିତାଲ ଓ କାପଡା ଗାନ୍ଦା ର ହବ ବହୁଳ ପ୍ରଚାର
ଉତ୍ସବ ସମୟରେ ହିଁ ସରିବ ବଂଶଧାରା କପ୍
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି-ସ୍ଥାନୀୟ କାନ୍ଯାକା ପରମେଶ୍ଵରୀ ମନ୍ଦିର…
ସୁନ୍ଦରଗଡରେ ଉଦଘାଟିତ ହେଲା ଇଭିଏମ-ଭିଭିପାଟ୍ ନମୂନା ପ୍ରଦର୍ଶନ କେନ୍ଦ୍ର
ସୁନ୍ଦରଗଡ:(ବସନ୍ତ କୁମାର ଜେନା): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରେ ନିର୍ବାଚନ ବିଭାଗ ତରଫରୁ ଏକ ଇଭିଏମ-ଭିଭିପାଟ୍ ନମୂନା ପ୍ରଦର୍ଶନ କେନ୍ଦ୍ର ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଅଛି। ଏହି ନମୂନା ପ୍ରଦର୍ଶନ କେନ୍ଦ୍ରରେ ଅଧିକାରୀ,…
ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଯୁବ ସଂକଳ୍ପ ସମାବେଶ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): "ଯେଉଁ ଓଡ଼ିଶାରେ ମାଆ ମହାଲକ୍ଷ୍ମୀ ଓ ମାଆ ସୁଭଦ୍ରାଙ୍କ ପୂଜାର୍ଚ୍ଚନା କରାଯାଏ, ସେଠାରେ ଶିଶୁ, ଗର୍ଭବତୀ ମାଆ ଓ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଏତେ ଖରାପ କାହିଁକି ବୋଲି ଶୁକ୍ରବାର ରାଷ୍ଟ୍ରୀୟ ଯୁବ ଦିବସ ତଥା ସ୍ୱାମୀ ବିବେକାନନ୍ଦଙ୍କ ପୁଣ୍ୟ ଜୟନ୍ତୀ…
ସ୍ବାମୀ ବିବେକାନନ୍ଦଙ୍କ ୧୬୧ତମ ଜନ୍ମଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବିଶିଷ୍ଟ ସମାଜ ସଂସ୍କାରକ ତଥା ଯୁଗଜନ୍ମା ସ୍ବାମୀ ବିବେକାନନ୍ଦଙ୍କ ୧୬୧ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଯୋଗଗୁରୁ ବିଘ୍ନେଶ୍ୱର ଦାଶ…
ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ଜାତୀୟ ଯୁବ ଦିବସ” ପାଳିତ
ବେଲଗୁଣ୍ଠା ,-(ଶିବରାମ ଚୌଧୁରୀ )-,କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡ଼କ୍ରସ ଶାଖା ଏବଂ ରେଡ଼ ରିବନ୍ କ୍ଲବ ତରଫରୁ "ଜାତୀୟ ଯୁବ ଦିବସ" ପାଳିତ ହୋଇଯାଇଛି । ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ…
ବୁଢ଼ାକେନ୍ଦୁ ଶିଳ୍ପତାଲିମ କେନ୍ଦ୍ରରେ ଯୁବଦିବସ ପାଳନ
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-, ,କବିରଜପୁର ସ୍ଥିତ ବୁଢ଼ାକେନ୍ଦୁ ଶିଳ୍ପ ତାଲିମ କେନ୍ଦ୍ରରେ ସ୍ବାମୀ ବିବେକ ନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳନ କରାଯାଇଛି । ଅନୁଷ୍ଠାନର ସମ୍ପାଦକ ଚିତ୍ତ ରଂଜନ ରଥଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋବର ସ୍ଥିତ…
କେଶରାପଲ୍ଲୀରେ ଆମ ସଂସ୍କୃତି ଆମ ଖେଳଣା କର୍ମଶାଳା
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ କେଶରାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ରୀତା ବେହେରାଙ୍କ ଅଧ୍ୟକ୍ଷତାରେ ଦୁଇ ଦିନିଆ ଆମ ସଂସ୍କୃତି ଆମ ଖେଳଣା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ସ୍ଥାନୀୟ ଗୋଷ୍ଠୀ…
ମଇତ୍ରୀ କମ୍ପାନୀ କର୍ମଚାରୀ ଙ୍କୁ ମରଣାତ୍ମକ ଆକ୍ରମଣ ଜଣେ ଗୁରୁତର ଦୁଇ ଆହତ ।
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ଶାରାମ ବାଇ ଛକ ଠାରେ ଏକ ଭୟାବହ ଘଟଣା ଦେଖିବାକୁ ମିଳିଛି । ମଇତ୍ରୀ କମ୍ପାନୀ କର୍ମଚାରୀ ଙ୍କ ବୋଲେରୋ ଗାଡି ଅଟକାଇ କିଛି ଦୁର୍ବୁତ୍ତ ମରଣାତ୍ମକ ଆକ୍ରମଣ କରିଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ବିଶାଖାପାଟଣା…
କେନ୍ଦୁଭଟାରେ ଫସଳ ବିବିଧିକରଣ ଉପରେ ତାଲିମ
ଗାଇସିଲାଟ/ମନ ଡନସନା -ରଗଡ ଜିଲ୍ଲା ଗାଇସିଲାଟ ବ୍ଲକ ଅର୍ଷଗତ କେନ୍ଦୁଭଟା ଠାରେ ଚାଷୀମାନଙ୍କୁ ନେଇ ଅଣ ଧାନ ଚାଷ ର ଫସଳ ବିବିଧକରଣ ଉପରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷଠିତ ହୋଇଯାଇଛି । ରକ୍ତ ଚାଳିମରେ ସହକାରୀ ଜିଲ୍ଲା କୁଷୀ ଅଧିକାରୀ ବରଗତର ରବି ନାରାୟଣ ସେନାପତି . ଗାଇସିଲାଟ ସହକାରୀ କୁଷୀ…
୭୫ ତମ ଜିଲ୍ଲାସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା / ୧୨/୮ : ରାୟଗଡା ଜିଲ୍ଲା ସ୍ତରୀୟ ୭୫ ତମ ସାଧାରଣ ତନ୍ତ୍ର ଦିବସ ପାଳନ ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରଇତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ…