ଅଙ୍ଗଦାନ କରିବେ ସମାଜସେବୀ

0

ଜଗତସିଂହପୁର,ତା-୨୨.୦୩.୨୦୨୪/ସୁମନ୍ତ କୁମାର ଦାସ: ଯୁବ ବ୍ୟକ୍ତିତ୍ୱଙ୍କ ମହଲରେ ଅଙ୍ଗଦାନ କରିବାର ଆଗ୍ରହ ବୃଦ୍ଧି ପାଇଛି। ଅଙ୍ଗଦାନ ଏହି କ୍ରମରେ ଏବେ ମୃତ୍ୟୁ ପରେ ନିଜର ଅ କରିବାକୁ ନିଷ୍ପତ୍ତି ନେଇଛନ୍ତି ସ୍ଥାନୀୟ ଅତାମଳା ବେହେରା। ଏହି ଗ୍ରାମର ଯୁବ ସମାଜସେବୀ ଜଗନ୍ନାଥ ସେ ମୃତ୍ୟୁପରେ ଅଙ୍ଗଦାନ କରିବାକୁ ନେଇ ରାଜ୍ୟ କଳାକାର ମହାସଂଘକୁ ଜଣାଇଛନ୍ତି। ସଂପ୍ରଭି ଆଶୀର୍ବାଦ ସେବା ସଂଗଠନର ସଭାପତି ଥିବା ଶ୍ରୀ ବେହେରା ଅସହାୟ, ଭିନ୍ନକ୍ଷମ, ରୋଗଗ୍ରସ୍ତ ଲୋକମାନଙ୍କ ପ୍ରତି ସହଯୋଗର ହାତ ବଢାଇ ଚାଲିଛନ୍ତି। ସରକାରୀ ସହାୟତା ଏମାନଙ୍କୁ କିଭଳି ମିଳିବ ସେଥିନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି। ଏ ଜନ୍ମ ସଫଳ ହେବ, ଯଦି ଆଉ କାହା ମୁହଁରେ ହସ ଫୁଟାଇ ପାରିଲି ବୋଲି ନିଜ ବାର୍ଭାରେ ଜଣାଇଛନ୍ତି ଶ୍ରୀ ବେହେରା।

Leave A Reply

Your email address will not be published.