ନିର୍ବାଚନ ପ୍ରାଧିକୃତ ଅଧିକାରୀମାଙ୍କର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ l

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ:-ତା ୧୨-୦୧-୨୦୨୪ ରିଖ ଘ ୧୦.୩୦ ମିନିଟ ସମୟରେ ରାୟଗଡ ଜିଲ୍ଲାପାଳଙ୍କ କାର୍ଯାଳୟର ସଦଭାବନା ସମ୍ମିଳନୀ କକ୍ଷରେ ଶ୍ରୀ ଭାସ୍କର ରଇତ, ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ, ରାୟଗଡା ଜିଲ୍ଲାରେ ଆଗାମୀ ସାଧାରଣ ନିର୍ବାଚନ, ୨୦୨୪ ନିମନ୍ତେ ପ୍ରତ୍ଯେକ…

ଜାତୀୟ ସ୍ତରର ଭଲିବଲ ଟୁର୍ନାମେଣ୍ଟ ପାଇଁ ଆଲୋଚନା ସଭା ଅନୁଷ୍ଠିତ-ଆଶ୍ରମପାଟଣା ଭଲିବଲ ୟୁନିୟନ

ଜଗତସିଂହପୁର,ତା-୧୨.୦୧.୨୦୨୩/ସୁମନ୍ତ କୁମାର ଦାସ; ଆଶ୍ରମପାଟଣା ଭଲିବଲ ୟୁନିୟନ, ପ୍ରଫୁଲ୍ଲ ପାଠାଗାରର ବାର୍ଷିକ ଆୟ / ବେୟ ତଥା 2024 ରେ ହେବାକୁ ଥିବା ଜାତୀୟ ସ୍ତରର ଭଲିବଲ ଟୁର୍ନାମେଣ୍ଟ ପାଇଁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭାର ସଭାପତିତ୍ବ କରିଥିଲେ ଅନୁଷ୍ଠାନର ମୁଖ୍ୟ…

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ

ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜାତୀୟ ସେବା ଯୋଜନା ଓ ଯୁବ ରେଡ଼କ୍ରସର ମିଳିତ ଆନୁକୂଲ୍ୟରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି l କାର୍ଯ୍ୟକ୍ରମର ପ୍ରାରମ୍ଭରେ ଯୋଗ ପ୍ରଶିକ୍ଷକ ଶ୍ରୀ ଭୁବନ ହରିଜନଙ୍କ…

ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଓ ଇ ଭି ଏମ୍ ,ଭି.ଭି.ପାଟ ର ବ୍ୟବହାର ସଚେତନତା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ…

ଜଗତସିଂହପୁର,ତା-୧୨.୦୧.୨୦୨୩/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ଙ୍କ ଅଧ୍ୟକ୍ଷତାରେ, ସଦ୍ଭାବନା ସଭାଗୃହଠାରେ, ଆସନ୍ତା ସାଧାରଣ ନିର୍ବାଚନ 2024 ର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଓ ଇ ଭି ଏମ୍ ,ଭି ଭି ପାଟ ର ବ୍ୟବହାର ସଚେତନତା ନିମନ୍ତେ…

ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ଜାତୀୟ ଯୁବଦିବସ ପାଳିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ଜାତୀୟ ଯୁବଦିବସ ପାଳିତ ହୋଇଯାଇଛି । ପ୍ରତିବର୍ଷ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ସାରା ଭାରତ ବର୍ଷରେ ଜାତୀୟ ଯୁବଦିବସ ରୁପେ ପାଳନ କରାଯାଏ । ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ…

ଅଞ୍ଚଳ ମହାବିଦ୍ୟାଳୟ ରେ ମହିଳା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ଲଲିତ ମୋହନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ମହିଳା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି l ଅଧ୍ୟକ୍ଷ ଶ୍ରୀ ପଣ୍ଡା ଛାତ୍ରୀ ମାନଙ୍କୁ ନିଜର ସୁରକ୍ଷା ପାଇଁ ଦିଗ୍ ଦର୍ଶନ ପ୍ରଦାନ କରିଥିଲେ l ଆତ୍ମ ରକ୍ଷା…

ଜିଲ୍ଲା ସ୍ତରୀୟ ଏକ ଦିବସୀୟ ଲୋକକଳା କର୍ମଶାଳା

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପାରମ୍ପରିକ ଲୋକକଳା ମାଧ୍ୟମରେ ସୂଚନା , ଶିକ୍ଷା ଓ ଯୋଗାଯୋଗ ଅଭିଯାନ ସମ୍ପର୍କରେ ଗଜପତି ଜିଲ୍ଲା ସ୍ତରୀୟ ଏକ ଦିବସୀୟ କର୍ମଶାଳା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଓଡ଼ିଶା ଭାଷା , ସାହିତ୍ୟ ଓ…

ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ଯୁବଦିବସ ପାଳନ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ଏନ୍.ଏସ୍.ଏସ୍. ଓ ଯୁବ ରେଡ୍‌କ୍ରସ୍ ବିଭାଗ ତରଫରୁ ପାଳନ କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ରୀନା ସାହୁ ଆନୁଷ୍ଠାନିକ ଭାବେ ପ୍ରଦୀପ…

ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟ ରେ ଜାତୀୟ ଯୁବ ଦିବସ ପାଳନ

ଗାଇସିଲେଟ/ମନ ଡନସନା-ପଞ୍ଚାୟତ ସମିତି ମହାବିଦ୍ୟାଳୟ ରେ ୟୁଥ ରେଡକ୍ରସ ଆନୁକୁଲ୍ୟରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ ,…

ନିର୍ବାଚନ ବେଳେ ଦେଖା, ନିର୍ବାଚନ ସରିଗଲେ ଛୁ ମାରୁଛନ୍ତି କିଛି ବଡ ବଡ ନେତା: ପାଣ୍ଡିଆନ

 ମୁଖ୍ୟମନ୍ତ୍ରୀ କାହିଁକି ବାରମ୍ବାର ଜିତୁଛନ୍ତି ତାର ରହସ୍ୟ କହିଲେ ପାଣ୍ଡିଆନ  ଜନତାଙ୍କୁ ବିକାଶର ହିସାବ ଦେଉଥିବାରୁ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ଦେଉଛନ୍ତି ଜନତା  ବିରୋଧୀଙ୍କୁ ତେରଛା ବାଣ ମାରିଲେ ପାଣ୍ଡିଆନ  କଥା କମ ଆଉ ବିକାଶ ଅଧିକ କରିବାକୁ…