Sign in
Sign in
Recover your password.
A password will be e-mailed to you.
ବାଲୁଗାଁ ରେଳ ଷ୍ଟେସନରୁ ଲକ୍ଷାଧିକ ମୂଲ୍ୟର ଗଞ୍ଜେଇ ଜବତ ପାଞ୍ଚ ବେପାରୀ ଗିରଫ
ବାଲୁଗାଁ (ସେକ କୌସର ): ବାଲୁଗାଁ ଆରପିଏଫ ବେଆଇନ ନିଶା ଦ୍ରବ୍ୟ ଚାଲାଣ ଜନିତ ଚଢ଼ାଉ କରି ଷ୍ଟେସନ ପରିସରରୁ ୫ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିଛି। ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ସୂଚନା ମୁତାବକ ଗତକାଲି ରାତିରେ ବାଲୁଗାଁ ରେଳ ଷ୍ଟେସନ…
ଉତ୍କଳ ହିତୈଷିଣୀ ସଭା ଗୃହରେ ଜାତୀୟ ଯୁବ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସଭା ଗୃହରେ ସ୍ୱାମୀ ବିବେକାନନ୍ଦଙ୍କ ୧୬୧ ତମ ଜୟନ୍ତୀ ଉପଲକ୍ଷେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ପକ୍ଷରୁ "ଜାତୀୟ ଯୁବ ଦିବସ" ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପାନ୍ତ ପ୍ରହରୀ ଶ୍ରୀ…
ମାହାଙ୍ଗା ପୁଷ୍ପଗିରି ମହାବିଦ୍ୟାଳୟର ୩୪ତମ ବାର୍ଷିକ ଉତ୍ସବ :
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଆଜି ଛାତ୍ର ଛାତ୍ରୀ ଙ୍କ ଲୁକାୟିତ ପ୍ରତିଭା ପ୍ରକାଶିତ ହୋଇପାରିଛି-ମନ୍ତ୍ରୀ l
(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବ୍ଲକ ମାହାଙ୍ଗା ପୁଷ୍ପଗିରି ମହାବିଦ୍ୟାଳୟ,ଏରକଣାର ୩୪ତମ ବାର୍ଷିକ ଉତ୍ସବ ମହାବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ…
ଭକ୍ତି ଓ ଭାବାବେଗ ପରିବେଶ ମଧ୍ୟରେ ସାନ୍ତପୁର ପଞ୍ଚାୟତରେ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା ଉଦଯାପିତ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ଓଡ଼ିଶା ସରକାରଙ୍କ ନିରବିଚ୍ଛିନ୍ନ ପ୍ରଚେଷ୍ଟା କ୍ରମେ ଚଳିତ ଜାନୁୟାରୀ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଉର୍ତ୍ସଗୀକୃତ ହେବ। ଏହାର ଅବ୍ୟବହିତ ପୂର୍ବରୁ ଜଗନ୍ନାଥ…
ଆନନ୍ଦ ଉଲ୍ଲାସର ସହିତ ନତକାଇ ପଞ୍ଚାୟତରେ ଜୟ ଜଗନ୍ନାଥ ଅର୍ପଣ ରଥ କାର୍ଯ୍ୟକ୍ରମ ଉଦଘାଟିତ l…
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ଓଡ଼ିଶା ସରକାରଙ୍କ ନିରବଚ୍ଛିନ୍ନ ପ୍ରଚେଷ୍ଟା ରେ ଓଡ଼ିଆଙ୍କର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ଚଳିତ ଜାନୁୟାରୀ ୧୭ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା…
ତନରଡା ଆର୍ଯ୍ୟ କନ୍ୟା ଗୁରୁକୂଳର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳିତ ; କନ୍ୟା ମାନେ ପରିବାରର ଦାୟିତ୍ୱକୁ…
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- କନ୍ୟାମାନଙ୍କୁ ଆଦର୍ଶ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ 1970 ମସିହାରେ ବେଲଗୁଣ୍ଠା ବ୍ଳକ୍ ତନରଡା ନିକଟସ୍ଥ ଗୋଶାଳାରେ ସମାଜ ସୁଧାରକ ବ୍ରହ୍ମାନନ୍ଦ ସରସ୍ଵତୀଙ୍କ କର କମଳରେ ପ୍ରତିଷ୍ଠା ହୋଇଥିଲା ଆର୍ଯ୍ୟ କନ୍ୟା ଗୁରୁକୂଳ I ଆଜି ଏହି ଅନୁଷ୍ଠାନ ମହା…
ସ୍ବାମୀ ବିବେକାନନ୍ଦ ଶିଶୁମନ୍ଦିରରେ ଯୁବଦିବସ ପାଳନ ।
ବେଲଗୁଣ୍ଠା --(ଶିବରାମ ଚୌଧୁରୀ )-ସ୍ଥାନୀୟ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳନ ହୋଇ ଯାଇଛି ।ଅନୁଷ୍ଠାନର ସମ୍ପାଦକ ସୁଶାନ୍ତ କୁମାର ବେହେରା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ ।ଜୀବନରେ ସଫଳ ହେବାକୁ ହେଲେ…
ବେଲଗୁଣ୍ଠାରେ ଅର୍ପଣ ରଥ ପରିକ୍ରମାର ତୃତୀୟ ଦିନ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ସାରା ରାଜ୍ୟ ଏବେ ଜଗନ୍ନାଥମୟ, ସବୁଠି ଶୁଭୁଛି ଜୟ ଜଗନ୍ନାଥ। ଶ୍ରୀମନ୍ଦିର ପ୍ରକଳ୍ପ ଲୋକାର୍ପଣ ପାଇଁ ଗାଁ ଗାଁ ରେ ବୁଲୁଛି ଶ୍ରୀ ମହାପ୍ରଭୁଙ୍କ ଅର୍ପଣ ରଥ। ସଂକୀର୍ତନ ସହିତ ହୁଳହୁଳିରେ କମ୍ପୁଛି ସମସ୍ତ ଗ୍ରାମ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ। ଶ୍ରୀ…
ଅଭିନୟ ଯାଦୁରେ ମତୁଆଲା କଲା ଚଇତୁ…..
ପ୍ରୟାସ ପ୍ରାୟୋଜିତ ନାଟକ ଚଇତୁ ମଞ୍ଚସ୍ଥ .......
ରାଉରକେଲା, (ବସନ୍ତ କୁମାର ଜେନା): ନାଟ୍ୟାନୁଷ୍ଠାନ ପ୍ରୟାସ ରାଉରକେଲା ପ୍ରାୟୋଜିତ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କୃତ ତଥା ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ନାଟ୍ୟକାର ଡ଼ଃ ନିବେଦିତା ଜେନା ଙ୍କ ରଚିତ ନାଟକ ଚଇତୁ…
କାଳିଜାଇ ଙ୍କ ପୀଠରେ ମକର ମେଳା ନିମନ୍ତେ ପ୍ରସ୍ତୁତି ବୈଠକ !!!
ଚିଲିକା ( ସେକ କୌସର ) : ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା କାଳିଜାଇଙ୍କ ପୀଠରେ ପ୍ରତେକ ବର୍ଷ ଭଳି ଚଳିତ ମାସ ୧୫ ତାରିଖରେ ମକର ମେଳା ମହୋତ୍ସବ ଅନୁଷ୍ଠିତ ହେବ । ଏନେଇ ଏକ ବୈଠକ ପାରିକୁଦ ରାଜା ସାହେବ ସନ୍ତୋଷ ଚନ୍ଦ୍ର ଦେଓଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ଭକ୍ତମାନଙ୍କ…