Sign in
Sign in
Recover your password.
A password will be e-mailed to you.
ବଂଶଧାରା ମେଗାକ୍ରିଡା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି-ସ୍ଥାନୀୟ ଚର୍ଚ୍ଚ କ୍ଯାମ୍ପସ ପରିଶରରେ ଦ୍ବାଦଶ ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ର ମେଗା କ୍ରିଡା ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ରିଡା ପରିଷଦ ସଭାପତି ଦେବ ପ୍ରଶାଦ ପାଢିଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ବୈଠକରେ ଏଥର…
ଓଡିଶା ଆଦର୍ଶ ବିଦ୍ୟାଳୟ ନାମଲେଖା କ୍ଷେତ୍ରରେ ବ୍ଳକ୍ ଗ୍ରାଣ୍ଟ୍ ବିଦ୍ୟାଳୟ ଶିକ୍ଷକଙ୍କ ସନ୍ତାନଙ୍କୁ ଅବହେଳା
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ପୂର୍ବରୁ ବହୁ ପଂଚାୟତରେ ସରକାରୀ ଉଚ୍ଚ ବିଦ୍ୟାଳୟ ନଥିବ ବେଳେ ଗ୍ରାମାଞ୍ଚଳ ଗୁଡ଼ିକରେ କୋମଳମତି ଛାତ୍ରଛାତ୍ରୀଙ୍କୁ ଉଚ୍ଚ ବିଦ୍ୟାଳୟ ପାଠ ପଢାର ସୁବିଧା ସୁଯୋଗ ପ୍ରଦାନ ପାଇଁ ଗଢ଼ି ଉଠିଥିଲା କିଛି ଘରୋଇ ଉଚ୍ଚ ବିଦ୍ୟାଳୟ I କାଳକ୍ରମେ ଏହା ବ୍ଳକ୍ ଗ୍ରାଣ୍ଟ୍…
କଳାହାଣ୍ଡି ଉତ୍ସବର ‘ଘୁମୁରା’ ପୂର୍ବରୁ ଶୁଭିଲା ପଥୋତ୍ସବର ବିଗୁଲ
ରାଜରାସ୍ତା ପାଲଟିଲା ମହୋତ୍ସବର ମହାମଞ୍ଚ : କଳା, କଳାକାର, ଜନତା ଏକାକାର
ଭବାନୀପାଟଣା,(ରୋହିତ କୁମାର ନାଏକ)ଶାସକ ପ୍ରଶାସକ -କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ବାର୍ତ୍ତାବହ ୨୬ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଅବ୍ୟବହିତ ପୂର୍ବରୁ ଆଜି ଭବାନୀପାଟଣା ସହରରେ ମହା…
ଜାତୀୟ ଯୁବ ଦିବସ ପାଳନ ଅବସରରେ ବିନୋଦିନୀ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ସ୍ଥିତ ବିନୋଦିନୀ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟରେ ଯୁବ ଦିବସ ଉପଲକ୍ଷେ ଯୁବ ରେଡ୍କ୍ରସ ଓ ନେହେରୁ ଯୁବ କେନ୍ଦ୍ର ମିଳିତ ଆନୁକୂଲ୍ୟରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…
ପଡ଼ିଲା ବିଡ଼ିଓଙ୍କ ଦୃଷ୍ଟି ,ବଦଳିବ ଜୁବାଖୋଲ ଜମରତଲା ରାସ୍ତା ର ଅବସ୍ଥା ।
ଗାଇସିଲାଟ/ମନ ଡନସନା-ଭଲ ରାସ୍ତା ଖଣ୍ଡେ ପାଇଁ ଅନେକ ଥର ଅଧିକାରୀଙ୍କୁ ଜଣାଇଥିଲେ, ନେତାଙ୍କୁ ଗୁହାରି ହେଲେ କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ। ଗାଁ ଲୋକ ଧରି ନେଇଥିଲେ ବୋଧ ହୁଏ ଏ ସମସ୍ୟା କେବେ ସମାଧାନ ହୋଇ ପାରିବ ନାହିଁ । ବାରମ୍ବାର ପ୍ରଶାସନ ଆଗରେ ନିଜ ଅଧିକାର ପାଇଁ ଦାବି କରି…
ନୂଆ-ଓ ଆନୁକୂଲ୍ୟରେ “ଶ୍ରୀ ଜଗନ୍ନାଥ ସଂସ୍କୃତି” ସମ୍ବନ୍ଧୀୟ ଆଲୋଚନା ଚକ୍ର
ନୟାଗଡ଼,(ଲକ୍ଷ୍ମୀଧର ସାହୁ):ନୂଆ-ଓ ବିଷ୍ଣୁ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପରିପ୍ରେକ୍ଷୀରେ ମଡେଲ ଡିଗ୍ରୀ କଲେଜ,ନୟାଗଡ଼ଠାରେ “ଶ୍ରୀ ଜଗନ୍ନାଥ ସଂସ୍କୃତି” ଶୀର୍ଷକରେ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା ।ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶ୍ରୀ ଜଗନ୍ନାଥ…
ବିବେକାନନ୍ଦ ଜୟନ୍ତୀରେ ରକ୍ତଦାନ କରି ମହିଳାଙ୍କ ଜୀବନ ବଞ୍ଚାଇଲେ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନ ଗୁରୁଜୀ…
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ବିବେକାନନ୍ଦ ଜୟନ୍ତୀ ଅବସରରେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନ ଯୁବ ଗୁରୁଜୀ ମିଥୁନ୍ ନାୟକ ରକ୍ତଦାନ କରି ଜଣେ ପ୍ରସୂତି ମହିଳାଙ୍କ ଜୀବନ ବଞ୍ଚାଇ ପାରିଛନ୍ତି I ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଳକ୍…
୨୮ତମ ସର୍ବ ଭାରତୀୟ ବୋରାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ l
ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ରାଜବୋଡାସମ୍ବର ଖେଳପଡିଆ ଠାରେ ୨୮ ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ ଆଜିଠାରୁ ଅନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଯାଇଛି। ଆଜିର ଉଦଘାଟନୀ ଦିବସରେ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି, ରାଜ ବୋଡାସମ୍ବର ବ୍ଲକ ଅଧ୍ୟକ୍ଷ ରଞ୍ଜିତ ସିଂ…
ରେଳ ମନ୍ତ୍ରୀଙ୍କ ଦ୍ୱାରା ଗୋପୀନାଥପୁର ନୀଳଗିରି ଓ ବାଲେଶ୍ୱର ନୂତନ ମେମୁ ଟ୍ରେନ୍ ସେବାର ଶୁଭାରମ୍ଭ,
ନୂତନ ବାଲେଶ୍ୱର-ଗୋପୀନାଥପୁର ନୀଳଗିରି ପାସେଞ୍ଜର ଲାଇନର ସମର୍ପଣ, ବେତନଟୀ ସବୱେ ପାଇଁ ଭିତ୍ତିପ୍ରସ୍ଥର ଏବଂ ବେତନଟୀ ଷ୍ଟେସନରେ PRS ବୁକିଂ କାଉଣ୍ଟର ଉଦ୍ଘାଟନ |
ଭୁବନେଶ୍ୱର: ଶ୍ରୀ ଅଶ୍ୱିନୀ ବୈଷ୍ଣବ ରେଳବାଇ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଆଜି…
5-T ସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟର ଦ୍ବିତୀୟ ଦିନରେ ୬ଟି ଜିଲ୍ଲାର ୩୨୭ଟି ସ୍କୁଲ ଲୋକାର୍ପିତ
ଚତୁର୍ଥ ପର୍ଯ୍ୟାୟରେ ୧୭୯୪ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହେବ
ପୂର୍ବରୁ ୩ଟି ପର୍ଯ୍ୟାୟରେ ୬୮୮୩ଟି ସ୍କୁଲର ଲୋକାର୍ପଣ ହୋଇଛି
ଶିକ୍ଷା ହିଁ ଆମ ସମାଜର ସାମୁହିକ ଚିନ୍ତାଧାରକୁ ଉଚ୍ଚସ୍ତରକୁ ନେଇଥାଏ
ଭୁବନେଶ୍ବର: 5-T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର…