ଓଡିଶାରେ ହେବ ବିଜେପିର ସରକାର; ଶପଥ ଗ୍ରହଣ ସମାରୋହରେ ମୁଁ ଆସିବି: ହିମନ୍ତ ବିଶ୍ୱଶର୍ମା

ଭାରତୀୟ ଜନତା ପାର୍ଟି  ରାଜ୍ୟ କାର୍ଯ୍ୟାଳୟରେ ଆସାମ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ତା.୧୩/୦୧: ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟ ମୋ ପାଇଁ ମନ୍ଦିର, ଏଥିଲାଗି ଦର୍ଶନ କରିବାକୁ ଆସିଥିଲି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରକୁ ଆସିବା ଦିନଠାରୁ ଓଡିଶା ପାଇଁ ବିଭିନ୍ନ…

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ରଙ୍କ ପ୍ରଶଂସାରେ ଶତମୁଖ ପାଣ୍ଡିଆନ

କିଛିଦିନ ତଳେ ଦିନେ ରବିବାରରେ ପ୍ରମୋଦ ମିଶ୍ରଙ୍କୁ ପାଣ୍ଡିଆନ ଫୋନ କରିଥିଲେ । ସେଦିନ ରବିବାର ହୋଇଥିବାରୁ ସୌଜନ୍ୟତା ଦୃଷ୍ଟିରୁ ରବିବାରରେ ଫୋନ କରିଥିବାରୁ କଥା ଆରମ୍ଭରୁ ପାଣ୍ଡିଆନ କ୍ଷମା ମାଗିଥିଲେ ପ୍ରମୋଦ ମିଶ୍ରଙ୍କୁ । ତେବେ ପ୍ରମୋଦ ମିଶ୍ର କହିଥିଲେ ସେ ଅଫିସରେ ଅଛନ୍ତି । ସଫଳତାର…

ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ଗଠିତ ହେଲ ଜୋନାଲସ୍ତରୀୟ କମିଟି

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଠାରେ ଆଜି ଘୁ. ଉଦୟଗିରି କଂଗ୍ରେସ ପକ୍ଷରୁ ବ୍ଲକ କଂଗ୍ରେସ ସଭାପତି ସଦାନନ୍ଦ ନାୟକଙ୍କ ନେତୃତ୍ବରେ ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ଏହି କର୍ମୀ ସମ୍ମିଳନୀରେ ବ୍ଲକ କଂଗ୍ରେସ ସଭାପତି ସଦାନନ୍ଦ ନାୟକ,…

ଚଳିତ ବର୍ଷର ପ୍ରଥମ ଶିକ୍ଷକ-ଅଭିଭାବକ ବୈଠକ ଅନୁଷ୍ଠିତ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏନଏସି ସରକାରୀ ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷର ପ୍ରଥମ ତଥା ଶିକ୍ଷାବର୍ଷର ଚତୁର୍ଥ ଶିକ୍ଷକ-ଅଭିଭାବକ ବୈଠକ ଶନିବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ୍‌ଙ୍କ ପୌରୋହିତ୍ୟରେ ଆୟୋଜିତ…

ନୂଆ – ଓ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପରିପେକ୍ଷୀରେ ନୂଆ – ଓ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାର ‘ବିଶ୍ଵ ଓଡିଆ ଭାଷା ସମ୍ମିଳନୀ” ଆୟୋଜନ କରିଛନ୍ତି । ଆଜି ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ଵରେ ଏକ…

Live : ୩୨୭ଟି ରୁପାନ୍ତରିତ ହାଇସ୍କୁଲର ଲୋକାର୍ପଣ

  https://youtu.be/PgTUGGoe_Ro   ହାଇସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩୨୭ ଗୋଟି ରୁପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରୁଛନ୍ତି |

ଜୟ ଓଡ଼ିଶା ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଜାତୀୟ ଯୁବ ଦିବସ

ଭୁବନେଶ୍ୱର : ସ୍ଵାମୀ ବିବେକାନନ୍ଦ ଙ୍କ ୧୬୧ ତମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ଅବସରରେ, ଜୟ ଓଡ଼ିଶା ଓ ଅନ୍ୟାନ୍ୟ ସଂଗଠନ ମିଶି ଭୁବନେଶ୍ବର ର କଳିଙ୍ଗ ଷ୍ଟାଡିୟମ ସମ୍ମୁଖରେ ଥିବା ପ୍ରତିମୂର୍ତ୍ତୀ ନିକଟରେ ପୁଷ୍ପମାଲ୍ୟ ଦେଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା। ଏହି…

ଯୋଗ ହିଁ ସୁସ୍ଥ ଜୀବନର ଆଧାର

ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଜାତୀୟ ସେବା ଯୋଜନା ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ମହାଆଡମ୍ବର ପାଳିତ ହୋଇଯାଇଛି।ଏହି ଅବସରରେ ଏକ ଯୋଗ ଶିବିର…

ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ଓ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

ବାଣପୁର (ସେକ କୌସର ): ଜାନୁଆରୀ ୧୨ ତାରିଖ ସ୍ଵାମୀ ବିବେକାନନ୍ଦଙ୍କ ଜନ୍ମ ଦିବସଟି ଜାତୀୟ ଯୁବ ଦିବସ ଭାବରେ ସରା ଭାରତରେ ପାଳିତ ହେଉଛି। ଗୋଦାବରୀଶ ମହାବିଦ୍ୟାଳୟର ଦର୍ଶନ ବିଭାଗ ଓ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ, ବାଣପୁର ବାଲୁଗାଁ ନଗର ଶାଖ ସୌଜନ୍ୟରେ ଏହି ଜୟନ୍ତୀ ଉତ୍ସବ…

ବାଲୁଗାଁ ଏନଏସି ରେ ବୁଲିଲା ଶ୍ରୀ ଜଗନ୍ନାଥ ଅର୍ପଣ ରଥ

ବାଲୁଗାଁ (ସେକ କୌସର ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ରେ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଶ୍ରୀ ଜଗନ୍ନାଥ ଅର୍ପଣ ରଥ ଘରକୁ ଘର ବୁଲି ଚାଉଳ ଆଉ ଗୁଆ ସଂଗ୍ରହ କରିଛି। ଅର୍ପଣ ରଥ ଜେନା କଲୋନୀ, ରାମପୁର, କେ. କେ. ନୂଆଗାଁ, ଉମାମହେଶ୍ଵରଃ ରୋଡ ଗ୍ରାମରୁ ଗୁଆ…