Sign in
Sign in
Recover your password.
A password will be e-mailed to you.
ପୋଖରୀରେ ବୁଡି ଜଣେ ମୃତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୮/୦୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ବଡ ଓଲମା ପଞ୍ଚାୟତ ଅନ୍ତର୍ଗତ ବରକି ଗୁଡା ଗ୍ରାମ ର ଜଣେ ବ୍ୟକ୍ତି ପୋଖରୀ ରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ମୃତ ବ୍ୟକ୍ତି ଜଣକ ବରକି ଗୁଡା ଗ୍ରାମ ର ମନୁ ଭତରା (୪୫) । ସୂଚନା ଅନୁଯାୟୀ ବରକି…
ପିପିପି ହାଇସ୍କୁଲ ବରିହାପୁଖାପାଣିର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ l
ଗାଇସିଲେଟ /ମନ ଡନସନା :- ଗାଇସିଲେଟ ବ୍ଲକ ର ପିପିପି ହାଇସ୍କୁଲ ବରିହାପୁଖାପାଣିର ବାର୍ଷିକ କ୍ରୀଡା ଆଜି ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗଙ୍ଗାଧର ଭୋଇ କ୍ରୀଡା ପତାକା ଉତ୍ତୋଳନ ପୂର୍ବକ ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଉଦଘାଟନ ସମାରୋହରେ ପ୍ରଧାନ…
ଓଡିଶାରେ ସ୍ୱାସ୍ଥ୍ୟ ସମସ୍ୟାଗୁଡିକୁ ସମ୍ବୋଧିତ କରିବା ପାଇଁ ମଣିପାଲସିଗ୍ନା ହେଲ୍ଥ ଇନ୍ସୁରାନ୍ସ ପକ୍ଷରୁ ସ୍ୱତନ୍ତ୍ର…
· ମଣିପାଲସିଗ୍ନା ହେଲ୍ଥ ଇନ୍ସୁରାନ୍ସ ନିଜର ମଜଭୁତ ମଲ୍ଟି-ଚ୍ୟାନେଲ ଡିଷ୍ଟ୍ରିବ୍ୟୁଶନ ନେଟ୍ୱର୍କ ଓ ମଲ୍ଟି-ପ୍ରଡକ୍ଟ ଅଫରିଙ୍ଗ ସହିତ ଓଡିଶାରେ ଏହାର ଉପସ୍ଥିତି ବିସ୍ତାର କରିବା ଜାରି ରଖିଛି ।
· ପୂର୍ବାଂଚଳ ଭାରତରେ ନିଜର ଉପସ୍ଥିତିକୁ ଅଧିକ ଶକ୍ତିଶାଳୀ କରିବା ଓ…
ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉପଲକ୍ଷେ ସୁନ୍ଦରଗଡ଼ ଠାରେ ନାଟକ ପରିବେଷିତ
ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ନାଟକ ' ଭକ୍ତ କର୍ମାବାଈ' ପରିବେଷିତ
ସୁନ୍ଦରଗଡ଼,(ବସନ୍ତ କୁମାର ଜେନା) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ସଂସ୍କୃତି ପରିଷଦ, ଜିଲ୍ଲା ପ୍ରଶାସନ ସୁନ୍ଦରଗଡ଼ ଏବଂ ସ୍ୱସ୍ଥି ଝଙ୍କାର ରାଉଲକେଲା ର ମିଳିତ ଆନୁକୁଲ୍ୟରେ ଆଜି…
ବାଣପୁରରେ ବାଇକ ଦୁର୍ଘଟଣା, ଦୁଇଜଣଙ୍କ ଅବସ୍ଥା ଗୁରୁତର, ଏମ୍ସକୁ ସ୍ଥାନାନ୍ତରିତ
ବାଣପୁର( ସେକ କୌସର ): ଗୁରୁବାର ସନ୍ଧ୍ୟାରେ ବାଣପୁର ସ୍ଥିତ କୁମାରାଙ୍ଗ ରାସ୍ତା ବଡଶଙ୍ଖ ଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଘଟଣାରୁ ପ୍ରକାଶ କୁମାରାଙ୍ଗ ପଞ୍ଚାୟତର କେଶପୁର ଗ୍ରାମର ବଣ୍ଟି ପ୍ରଧାନ (୨୦),ବିକ୍ରମ ଜେନା (୨୩)ବାଣପୁରରୁ ନିଜ ଗ୍ରାମକୁ ଫେରିବା ସମୟରେ ଅସାବଧାନତା…
କ୍ରୀଷ୍ଣା ‘ସ ବିକାଶ ଇଣ୍ଡ ଗ୍ଲୋବାଲ ସ୍କୁଲର ଦ୍ବିତୀୟ ବାର୍ଷିକୋତ୍ସବ ……
ଜ୍ଞାନ ଦାନ ସବୁଠାରୁ ଶ୍ରେଷ୍ଠ ଦାନ: ଡ଼ଃ ପ୍ରଧାନ
ରାଉରକେଲା,(ବସନ୍ତ କୁମାର ଜେନା): ସେକ୍ଟର ୯ ସ୍ଥିତ କ୍ରୀଷ୍ଣା'ସ ବିକାଶ ଇଣ୍ଡ ଗ୍ଲୋବାଲ ସ୍କୁଲର ଦ୍ବିତୀୟ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ସୋଇଯାଇଛି। ଏହି ବାର୍ଷିକୋତ୍ସବ ରେ ଶିକ୍ଷାବିତ ମ୍ୟୁନିସିପାଲ ମହାବିଦ୍ୟାଳୟର ପ୍ରଫେସର…
ମୀରାବାଈ କଳା ବିକାଶ କେନ୍ଦ୍ର ର ଦଶମ ବାର୍ଷିକୋତ୍ସବ ପାଳିତ
ହାଲୋ , ହାୟ ଛାଡ଼ନ୍ତୁ ,ଜୟ ଜଗନ୍ନାଥ କୁହନ୍ତୁ ଗୀତରେ ଦର୍ଶକ ମନ୍ତ୍ରମୁଗ୍ଧ
ଅବିନାଶ ସାଥୁଆ ମହାପାତ୍ର, ଭୁବନ, ଢେ଼ଙ୍କାନାଳ ।- ଭୁବନ ର ପୁରାତନ କଳା ସଂସ୍କୃତି ଅନୁଷ୍ଠାନ " ମୀରାବାଈ କଳା ବିକାଶ କେନ୍ଦ୍ର" ର ଦଶମ ବାର୍ଷିକୋତ୍ସବ ତିନିଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଛି। ଆଜି…
ବାଲୁଗାଁ ମାଛ ବଜାରରେ ଅଗ୍ନିକାଣ୍ଡ: ଗୋଦାମରେ ଆସବାବପତ୍ର ପୋଡି ପାଉଁଶ
ବାଲୁଗାଁ (ସେକ କୌସର ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମାଛ ବଜାରର ନିଆଁ ଲାଗି ଏକ ଗୋଦାମରେ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ବାଲୁଗାଁ ଅଗ୍ନିଶମ ବିଭାଗ ସୂଚନା ମୁତାବକ ଶାନ୍ତି ନଗରର ଗୋପାଳ ରାୟ ମାଛ ବଜାରରେ ଭଡା ସୂତ୍ରରେ ଏକ ଗୋଦାମ ଘର ନେଇ ବେପାର କରିଆସୁଥିଲେ। ଗତକାଲି ରାତିରେ…
ପୁସ୍ତକ ମେଳାର ଚତୁର୍ଥ ସଂଧ୍ୟା
ଜଗତସିଂହପୁର,୧୮/୦୧/୨୦୨୪ ସୁମନ୍ତ କୁମାର ଦାସ; ଜଗତସିଂହପୁର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଜଗତସିଂହପୁର ପୁସ୍ତକ ମେଳାର ରୌପ୍ୟ ଜୟନ୍ତୀ ସମାରୋହର ଆଜି ଥିଲା ଚତୁର୍ଥ ସଂଧ୍ୟା । ଏହି ଅବସରରେ ଆୟୋଜିତ ସଭାରେ ଜଗତସିଂହପୁର ସାଂସ୍କୃତିକ ପରିଷଦର ଉପାଧ୍ୟକ୍ଷ ବିଜୟ କୁମାର…
ଜମରା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ
ଉତ୍ତମ କ୍ରୀଡା ଦ୍ୱାରା ଛାତ୍ର ଛାତ୍ରୀ ଙ୍କ ଶାରୀରିକ ଵିକାଶ ସମ୍ଭବ-ସରପଞ୍ଚ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଜମରା ଗ୍ରାମ ପଞ୍ଚାୟତ ଖଣ୍ଡାୟତ ପଟକିରା ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନ ଜମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବର…