ପଦ୍ମପୁର ଓକିଲ ସଂଘ ନିର୍ବାଚନ : ଆନନ୍ଦ କୁମାର ପଣ୍ଡା ସଭାପତି, ଚିନ୍ମୟ ପଣ୍ଡା ସମ୍ପାଦକ ଭାବରେ ନିର୍ବାଚିତ

0

ପଦ୍ମପୁର: ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବରେ ଆନନ୍ଦ କୁମାର ପଣ୍ଡା ଏବଂ ଚିନ୍ମୟ କୁମାର ପଣ୍ଡା ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି।ଅନ୍ୟମାନଙ୍କ ମଧ୍ୟରେ କେଶବ ସାହୁ ଉପସଭାପତି, ରୋହିତ କୁମାର ଭୋଇ ସହ ସମ୍ପାଦକ, ଲକ୍ଷ୍ମଣ ସାହୁ କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି, କାର୍ଯ୍ୟକାରୀ କମିଟି ସଦସ୍ୟ ଭାବରେ ପରମେଶ୍ବର ସାହୁ, ସୁଶୀଲ କୁମାର ପ୍ରଧାନ, ପ୍ରଦୀପ ସାହୁ, ପ୍ରମୋଦ କୁମାର ମିଶ୍ର, ଶାନ୍ତନୁ କୁମାର ତ୍ରିପାଠୀ, ହରିଶଙ୍କର ସିଂହ ପ୍ରମୁଖ ନିର୍ବାଚିତ ହୋଇଛନ୍ତି।ବରିଷ୍ଠ ଓକିଲ ଗୌନ୍ତିଆ କୁମାର ସାହୁ ନିର୍ବାଚନ ଅଧିକାରୀ ରୂପେ ଦାୟିତ୍ୱ ନିର୍ବାହ କରିଥିଲେ।

Leave A Reply

Your email address will not be published.