Sign in
Sign in
Recover your password.
A password will be e-mailed to you.
ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଲନ
ପଦ୍ମପୁର : କ୍ଷୁଦ୍ର ଜଳ ସେଚନ ବିଭାଜନ ପଦ୍ମପୁର ଆନୁକୁଲ୍ୟରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଲନ ହୋଇ ଯାଇଛି ।ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ଆମର ରାଜ୍ୟ ସରକାର କୃଷି ଓ କୃଷକ ଙ୍କ ପାଇଁ ଆମ…
ସମଲେଇ ମନ୍ଦିର ପ୍ରକଳ୍ପର ଶୁଭ ଲୋକାର୍ପଣ ନିମନ୍ତେ ମା ଶାରଳା ଙ୍କ ମନ୍ଦିର କୁ ଆସିଲା ନିମନ୍ତ୍ରଣ ପତ୍ର
ଜଗତସିଂହପୁର, ତା-୧୮/୦୧/୨୦୨୪ ରିଖ ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଙ୍କୁ ସମଲେଇ ମନ୍ଦିର ପ୍ରକଳ୍ପର ଲୋକାର୍ପଣ ଉତ୍ସବ ନିମିତ୍ତ ନିମନ୍ତ୍ରଣ ପତ୍ର ନେଇ ଆସିଛନ୍ତି ଶ୍ରୀ ଶ୍ରୀ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ।ଏହି ନିମନ୍ତ୍ରଣ ପର୍ବ ନିମନ୍ତେ…
ନୂଆ – ଓ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ଉଦଘାଟିତ l
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଗୁରୁବାର ଦିନ ନୂଆ – ଓ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ଉଦାଘାଟନୀ ଉତ୍ସବ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ଅଧ୍ୟକ୍ଷତାରେ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରିଚାଳନା କମିଟିର ସଭାପତି…
ଜଗତସିଂହପୁର ରେ ଉଦଘାଟିତ ହେଲା ନୂଆ ଓ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗୀତା
ଜଗତସିଂହପୁର,ତା-୧୮.୦୧.୨୦୨୪/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନ ରେ ଜିଲ୍ଲା ରେ ନୂଆ ଓ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା, ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଠାରେ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀମତୀ…
ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି
ଜିଲ୍ଲା ବ୍ୟାପି ବୁଲିବ ୧୪ଗୋଟି ଇଭିଏମ୍ ସଚେତନତା ରଥ
ଇଭିଏମ୍-ଭିଭିପାଟ ବ୍ୟବହାର ଉପରେ ସଚେତନ କରିବ
ଭବାନୀପାଟଣା,୧୮/୦୧/୨୪-ଇଭିଏମ୍, ଭିଭିପାଟରେ ପ୍ରଦତ୍ତ ମତଦାନ ବୃଥା ଯାଏନାହିଁ। ଇଭିଏମ ମାଧ୍ୟମରେ ୧୧୨ କୋଟିରୁ ଉର୍ଦ୍ଧ୍ବ ମତଦାତା ୨୬ଟି ବିଧାନସଭା, ଗୋଟିଏ ଲୋକସଭା…
୨୮ ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ
ଗୁଲବର୍ଗା ସିଟି ଇଲେଭେନ କୁ ହରାଇ ବାପୁଜୀ କ୍ରିକେଟ କ୍ଲବ ଭୁବନେଶ୍ୱର ସେମିଫାଇନାଲ ରେ ପ୍ରବେଶ
ବରଗଡ଼/ପଦ୍ମପୁର (୧୮.୧.୨୦୨୪) - ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ଖେଳପଡିଆ ଠାରେ ବୋରାସମ୍ବର ସ୍ପୋଟିଙ୍ଗ ଦ୍ବାରା ଆୟୋଜିତ ୨୮ ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ଆଜି ଗ୍ରୁପ…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଜନସାଧାରଣଙ୍କ ଉଦେଶ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟିତ
https://youtu.be/Tox4_2qz8S4
ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ନିର୍ଦେଶ କ୍ରମେ ମାହାଙ୍ଗା ବ୍ଲକ 4ଟି ଜୋନରେ ଆଡ଼ମ୍ବର ସହିତ ଉତ୍ସବ ପାଳିତ
(ମାହାଙ୍ଗା-ଶାସକ ପ୍ରଶାସକ ): ବୁଧବାର ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ…
‘ବିଗ୍ ସ୍ପ୍ରିଙ୍ଗ’ ସହିତ ଫ୍ୟାବ୍ ଇଣ୍ଡିଆର ବସନ୍ତ ଋତୁକୁ ସ୍ୱାଗତ
ନୂଆଦିଲ୍ଲୀ :ଋତୁ ବଦଳିବା ସହିତ, ଫ୍ୟାବ୍ ଇଣ୍ଡିଆ ଫ୍ୟାଶନ ଏବଂ ଲାଇଫ ଷ୍ଟାଇଲ ଉତ୍ସାହୀମାନଙ୍କୁ “ବିଗ୍ ସ୍ପ୍ରିଙ୍ଗ” ସହିତ ଷ୍ଟାଇଲ, କାରିଗରୀ ଏବଂ ସ୍ଥିରତାର ଉତ୍ସବରେ ନିଜକୁ ଜଡିତ କରିବାକୁ ଆମନ୍ତ୍ରଣ କରୁଛି | ଏହା ଏକ ଉତ୍ସବ ଯେଉଁଠାରେ ଫ୍ୟାଶନ୍ ପାରମ୍ପାରିକ ହସ୍ତତନ୍ତ ଏବଂ ଗୁଣବତ୍ତା…
ଟାଟା ଷ୍ଟିଲ୍ ମେରାମଣ୍ଡଳୀ ହାଫ୍ ମାରାଥନ୍କୁ ଆନ୍ତର୍ଜାତିକ ମାନ୍ୟତା
ଆସୋସିଏସନ ଅଫ ଇଂଟରନ୍ୟାସନାଲ୍ ମାରାଥନ୍ସ ଆଣ୍ଡ୍ ଡିଷ୍ଟାନ୍ସ ରେସେସର ପ୍ରତିନିଧିଙ୍କ ଦ୍ୱାର ଦୌଡ଼ ରୁଟର ଅନୁଶୀଳନ
ଢେଙ୍କାନାଳ, ଜାନୁଆରୀ ୧୭, ୨୦୨୪: ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗରେ ଆୟୋଜିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ହାଫ୍ ମାରାଥନ୍କୁ ଆସୋସିଏସନ ଅଫଇଂଟରନ୍ୟାସନାଲ୍ ମାରାଥନ୍ସ…
ଶିଶୁଗୃହକୁ ଅଚାନକ ପରିଦର୍ଶନ କଲେ ଅତରିକ୍ତ ଜିଲ୍ଲା ପୋଲିସ ଅଧିକ୍ଷକ
ଇନ୍ଦ୍ରାବତୀ,୧୬ ୦୧ଅଶୋକ ସାହୁ, ଶାସକ ପ୍ରଶାସକ.ନବରଙ୍ଗପୁରର ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ାରେ ଥିବା ଆ.ଗା.ପି ଶିଶୁଗୃହକୁ ଅଚାନକ ଗସ୍ତ କରିଛନ୍ତି ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଅଧିକ୍ଷକ ଶ୍ରୀ ପୁରୁଷୋତ୍ତମ ଭୋଇ । ସେଠାରେ ପହଞ୍ଚିବା ପରେ ସ୍ଵଚ୍ଛତା ବୁଲି ଦେଖିବା ସହ ଛାତ୍ରାବାସରେ…