ମହୁଲ ଫୁଲ ଜବତ : ଅଭିଯୁକ୍ତ ଗିରଫ

0 1

ଝାରବନ୍ଧ/ମନୋହର ଦାଶ :- ପଦ୍ମପୁର ଉପଖଣ୍ଡ ଓଡିଶା ଛତିଶଗଡ ସୀମାନ୍ତ ଝାରବନ୍ଧ ଥାନା ଅଂଚଳରୁ ଏକ ବୋଲେରୋ ପିକଅପ୍ ଅପ ଯାହାର ନମ୍ବର ସିଜି ୦୬ ଜିଏନ୍ ୫୭୨୯ ରେ ମହୁଲି ମଦ ଓ ମହୁଲଫୁଲ ଛତିଶଗଡ ରାଜ୍ୟର ବସନା ଅଂଚଳକୁ ଚାଲାଣ ହେଉଥିବା ଖବର ପାଇ ଝାରବନ୍ଧ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ଚଢାଉ କରିଥିଲେ ଓ ସେଠାରୁ ୩୦ ଲିଟର ମହୁଲି ମଦ, ୬୦୦ କେଜି ମହୁଲଫୁଲ ଜବତ କରିବା ସହ ଅଭିଯୁକ୍ତ ବସୁଦେବ ଡନସନାକୁ ଗିରଫ କରି ଝାରବନ୍ଧ ଥାନା କେଶ ନମ୍ବର ୬୯ /୨୦୨୪ ଅନୁସାରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧୂକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.