ଦେବଗଡ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

  5T ଉପକ୍ରମରେ ଚାଲିଛି ଲକ୍ଷ୍ମୀ ବସ୍‌, ଫେବୃଆରୀ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଚାଲିବ ୩ଟି ଜିଲ୍ଲାର ୪୪୦ଟି ପଞ୍ଚାୟତରେ ୧୦୧ଟି ବସ୍‌, ୨୭ ଲକ୍ଷରୁ ଅଧିକ ଲୋକ ଉପକାର ପାଇଲେ ଦେବଗଡର ୬୯ଟି ପଞ୍ଚାୟତରେ ୧୭ଟି ବସ୍‌, ୩ ଲକ୍ଷ ଲୋକ ଉପକୃତ ଅନୁଗୋଳର ୧୭୬ଟି ପଞ୍ଚାୟତରେ…

ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନରେ ସମ୍ମାନିତ ହେବେ ବିଶିଷ୍ଟ ଭାଷାବିତ୍ ତକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ

ଭୁବନେଶ୍ଵର: ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅବସରରେ ବିଶିଷ୍ଟ ଭାଷାବିତ୍ ତକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ ଙ୍କୁ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନ ରେ ସମ୍ମାନିତ କରାଯିବ । ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଶିଷ୍ଟ ଭାଷାବିତ୍…

କଥା ରଖିଲେ ବୈଷ୍ଣବ

ଖଡ଼ଗପୁର ରେଳ ମଣ୍ଡଳ ଅନ୍ତର୍ଗତ ମଞ୍ଚପଡା ଠାରେ ନୂତନ ପାସେଞ୍ଜର ହଲ୍ଟ ଷ୍ଟେସନ୍ ଅନୁମୋଦନ | ଭୁବନେଶ୍ୱର : ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ରେଳ ମଣ୍ଡଳ ଅନ୍ତର୍ଗତ ରୁପସା-ବାଙ୍ଗିରିପୋଷି ରେଳ ସେକ୍ସନ ମଧ୍ୟରେ ମଞ୍ଚପଡା ଠାରେ ଏକ ନୂତନ ଷ୍ଟେସନ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଦୀର୍ଘ ଦିନ ଧରି…

୩୧ ତମ ମା’ ଶାରଳା ସ୍ପୋର୍ଟିଂ କପ୍ : ସେମିଫାଇନାଲର ପ୍ରଥମ ଦିନରେ ଯଦୁପୁର ଭୁବନେଶ୍ୱର ବିଜୟୀ

ଅସ୍ତରଙ୍ଗ/ଦୁଃଶାସନ ନାୟକ ,ଜାନୁଆରୀ ୨୬ ତାରିଖରୁ ଅସ୍ତରଙ୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ୩୧ତମ ମା' ଶାରଳା ସ୍ପୋଟିଂ କପ୍ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ ମ୍ୟାଚ୍ ରେ ଯଦୁପୁର ବିଜୟୀ ହୋଇଛି | ଟସ୍ ଜିତି ଡିସିସି କନ୍ଧମାଳ ସ୍ପୋର୍ଟିଂ ବୋଲିଂ କରିବାକୁ ନିଷ୍ପତ୍ତି ନେବାରେ ପ୍ରଥମେ ଯଦୁପୁର…

ପାଣି ପଞ୍ଚାୟତ ପକ୍ଷ ୨୦୨୪ ଉଦ୍‌ଯାପିତ: ରାଜ୍ୟରେ ୪୦ ହଜାର ପାଣି ପଞ୍ଚାୟତ

ଶ୍ରେଷ୍ଠ ପାଣି ପଞ୍ଚାୟତ, ଶ୍ରେଷ୍ଠ କୃଷକ, ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଆଜି ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୪ ଉଦ୍‌ଯାପନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କୃଷକ ଭାଇଭଉଣୀମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଜଳ ହେଉଛି ଅମୂଲ୍ୟ।…

ଜାତିର ପିତା ମହାତ୍ମା ଗାନ୍ଧିଜୀଙ୍କ ପବିତ୍ର ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି l

(ମାହାଙ୍ଗା-ଶାସକ ପ୍ରଶାସକ): ଜାତିର ଜନକ, ଜାତିର ପିତା ତଥା ସ୍ୱାଧୀନତା ସଂଗ୍ରାମୀ ମହାତ୍ମା ଗାନ୍ଧୀ ଙ୍କ ତିରୋଧାନ ଦିବସ ମାହାଙ୍ଗା ବ୍ଲକ ଗୋତରା ପଞ୍ଚାୟତ ସ୍ଥିତ ଭବାନୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟସ୍ତ ଗାନ୍ଧୀ ସ୍ମାରକୀ ପୀଠରେ ଜାତିର ପିତା ଗାନ୍ଧିଜୀଙ୍କ ପବିତ୍ର ତିରୋଧାନ ଦିବସ…

ଢେଙ୍କାନାଳ ସ୍ଥିତ ଏମ୍ ଜି ଏମ୍ ଷ୍ଟିଲ ପ୍ଲାଣ୍ଟ ରେ ବିପିଏନଏସଆଇର କର୍ମଶାଳା

ଢେଙ୍କାନାଳ : ଭାରତ ସରକାରଂକ, ଇସ୍ପାତ ମନ୍ତ୍ରଣାଳୟ ଅଧୀନସ୍ଥ, ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ, ମେରାମଣ୍ଡଳି ଠାରେ ଅବସ୍ଥିତ ଏମ୍ ଜି ଏମ୍ ଷ୍ଟିଲ କାରଖାନା ରେ ଡି ଆର୍ ଆଇ ମେକିଂଗ, ଏମରଜିଙ୍ଗ ଟେକ୍ନୋଲୋଜି, ସଷ୍ଟେନେବିଲିଟି , ଏନର୍ଜି କନଜେର୍ଭେସନ୍ ଇନ ଡି ଆର ଆଇ ପ୍ରସେସ ଏବଂ…

୬ ଦଫା ଦାବୀ ପୂରଣ ନେଇ ବିଜେପି ର ୧୨ ଘଣ୍ଟିଆ ବନ୍ଦ ପାଳନ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ):  ୬ ଦଫା ଦାବୀ ପୂରଣ ନେଇ ବିଜେପି ଯୁବ ମୋର୍ଚ୍ଚା ତରଫରୁ ଆଜି ଜିଲ୍ଲା ବନ୍ଦ ଡାକରା ର ପ୍ରଭାବ ଡାବୁଗାଁ ରେ ମଧ୍ୟ ଦେଖିବାକୁ ମିଳିଛି। ଡାବୁଗାଁ ବ୍ଲକ ମଣ୍ଡଳ ସଭାପତି ଜେ ରାଜ ଶେଖର ରାଓଙ୍କ ନେତୃତ୍ୱରେ ଆଜି ଡାବୁଗାଁ ରେ ୧୨ ଘଣ୍ଟିଆ ବନ୍ଦ…

ନେମାଳରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଉଦ୍‌ଘାଟିତ l

 (ନିଶ୍ଚିନ୍ତକୋଇଲି - ଶାସକ ପ୍ରଶାସକ): କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକରେ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ଆମ ଓଡ଼ିଶା ନ‌ବୀନ ଓଡ଼ିଶାର ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ ନେମାଳ ପଞ୍ଚାୟତରେ ଉଦଘାଟିତ ହୋଇଛି । ନେମାଳ ପଞ୍ଚାୟତରେ ଯୁବନେତା ଅଚ୍ୟୁତାନନ୍ଦ…

ମିଶନଶକ୍ତି ଗୋଷ୍ଠୀ ଦକ୍ଷତା ବିକାଶ ତାଲିମ ଶିବିର

ବେଲଗୁଣ୍ଠା, (ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବିଜ୍ଞାମ୍ପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ରାଜ୍ୟ ସରକାର ଙ୍କ ମୁକ୍ତା ଯୋଜନା ସମ୍ପର୍କୀୟ ମିଶନଶକ୍ତି ଗୋଷ୍ଠୀ ମହିଳା ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ପରିଷଦ ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମ ଚଳିତ ମାସ ତା…