ପଦ୍ମପୁର /ଶିବାଶିଷ ପଟ୍ଟନାୟକ :– ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଲଲିତ ମୋହନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଇତିହାସ ବିଭାଗର ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ବିଭାଗୀୟ ମୁଖ୍ୟ ଅଧ୍ୟାପିକା ବୁନି ସାହୁ ସ୍ଵାଗତ ଭାଷଣ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ପ୍ରଥମ ଓ ଦ୍ବିତୀୟ ବର୍ଷ ର ଛାତ୍ର ଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ଅଧ୍ୟାପକ ଅନନ୍ତ ମଲ୍ଲିକ, ଫରେନ୍ଦ୍ର ସାହୁ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତମ କ୍ୟାରିୟର ଗଠନ ପାଇଁ ପରାମର୍ଶ ଦେଇଥିଲେ l ଛାତ୍ର ବାବୁଲୁ, ଆଲୋକ, ନରୋତ୍ତମ, ରାଜେଶ, ଟ୍ରନ୍, ହୃଷୀକେଶ, ସଚିନ, ଦୀପକ, କାଲି, ଛାତ୍ରୀ ଅନିସା, ପ୍ରତୀକ୍ଷା, ସ୍ଵପ୍ନା, ମଞ୍ଜୁଳା ପୂଜା, ସବିତା, ସସ୍ମିତା, ବବିତା ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ଅଧ୍ୟାପକ ଫରେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.