Sign in
Sign in
Recover your password.
A password will be e-mailed to you.
ଖଇରପାଲି ରେ ଦେ ଗନସା କଲ୍ୟାଣ ମଣ୍ଡପ ର ଉଦଘାଟନ କଲେ ବିଧାୟିକା ବର୍ଷା ସିଂ ବରିହା l
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଇରପାଲି ଗ୍ରାମରେ ଦେ-ଗନସା କଲ୍ୟାଣ ମଣ୍ଡପ ର ଶୁଭ ଉଦ୍ଘାଟନ ହୋଇଛି । ଏହି ଅବସର ରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଣ୍ଡପ ର ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ…
ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳୀ
ନିର୍ବାଚନ ସମୟରେ ବିଜେଡିର କଳାଟଙ୍କା, ଗୁଣ୍ଡାରାଜ ଓ ପ୍ରଶାସନିକ କଳର ଅପବ୍ୟବହାର ବନ୍ଦ କରିବା ପାଇଁ ଦାବି କଲା ବିଜେପି
ଭୁବନେଶ୍ୱର,ତା.୧୬/୦୨: ବିଜୁ ଜନତା ଦଳ ସରକାର ନିର୍ବାଚନ ସମୟରେ ସରକାରୀ କର୍ମଚାରୀଙ୍କୁ ନିଜ ଦଳର ପ୍ରଚାର ପାଇଁ ବ୍ୟବହାର କରିବା ସହ ଜନତାଙ୍କୁ ଟଙ୍କା ବାଂଟି…
ଶିଳ୍ପ କ୍ଷେତ୍ରରେ ଅନ୍ୟ ରାଜ୍ୟଠୁ ଓଡ଼ିଶା ଆଗରେ: ବିଜେଡ଼ି
ଭୁବନେଶ୍ୱର: ଶିଳ୍ପାୟନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରି ଥିବାରୁ ଓଡ଼ିଶାରେ ଗତ ୭ ବର୍ଷ ମଧ୍ୟରେ ଖାଦ୍ୟ ପ୍ରକି୍ରୟାକରଣ, ଗ୍ରୀନ ହାଇଡ୍ରୋଜେନ, ଅକ୍ଷୟ ଶକ୍ତି, ଇଭି ଯାନ, ପ୍ଲାଷ୍ଟିକ ଓ କେମିକାଲ, ପର୍ଯ୍ୟଟନ ତଥା ମେଟାଲ ଡାଉନଷ୍ଟି୍ରମ ଶିଳ୍ପ କ୍ଷେତ୍ରରେ ୧୧.୬୩ ଲକ୍ଷ କୋଟି ଟଙ୍କାର…
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପାରାଦୀପରେ ଷ୍ଟିଲ କାରଖାନାର ଶିଳାନ୍ୟାସ : ୩୫,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ସମ୍ଭାବନା
ଏହି ଶିଳ୍ପାନୁଷ୍ଠାନ ଦ୍ୱାରା ଅଞ୍ଚଳର ସବୁ ପରିବାର ଉପକାର ପାଇବେ, ପାରାଦୀପ ସାରା ପୂର୍ବ ଭାରତରେ ଏକ ପ୍ରମୁଖ ପୁଞ୍ଜି ନିବେଶ ସ୍ଥଳୀ- ମୁଖ୍ୟମନ୍ତ୍ରୀ
JSW ଦ୍ୱାରା ବର୍ଷକୁ ୧୩.୨ ମିଲିଅନ ଟନ୍ ଷ୍ଟିଲ ଉତ୍ପାଦନ ଲକ୍ଷ୍ୟ, ଓଡିଶା ଆଜି ପୁଞ୍ଜି ନିବେଶର ପ୍ରମୁଖ ରାଜ୍ୟ ହୋଇପାରିଛି-…
ବସୁଧା ଯୋଜନା ଗଲା କୁଆଡେ
ଯନ୍ତ୍ରୀ ଠିକାଦାର ଭାଙ୍ଗି ନେଇଗଲେ ପମ୍ପ ହାଉସ, ଚୁଆପାଣିକୁ ଭରସା କଲେ ଚେରଙ୍ଗପାଇ ଗ୍ରାମବାସୀ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ସ୍ୱାଧୀନତା ର 77 ବର୍ଷ ବିତିଗଲା, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ହଜାର ହଜାର କୋଟି ଟଙ୍କା ବ୍ୟୟରେ ମାଳ ମାଳ ଯୋଜନାମାନ ହେଉଛି। ଜଳ ହିଁ ଜୀବନ…
ବେଦାନ୍ତ କମ୍ପାନୀରୁ ଲକ୍ଷାଧିକ ଟଙ୍କାର ତମ୍ଵା ଚୋରି କରିବା ମହଙ୍ଗା ପଡିଲା,
୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ମୁନିଗୁଡା ପୋଲିସ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ଦୁଇଦିନ ହେଵ ସଫଳତା ପରେ ସଫଳତା ମିଳି ଚାଲିଛି। ଗୋଟେ ଦିନ ପୁର୍ବରୁ ୫ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଅତି ଚତୁରତା ସହିତ କାବୁ କରି କୋର୍ଟ ଚାଲାଣ…
ରାମକୃଷ୍ଣପୁର ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ : ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ବିଧାୟକ…
ନିଶ୍ଚିନ୍ତକୋଇଲି ବ୍ଳକ ରାମକୃଷ୍ଣପୁର ପଂଚାୟତ ପରିସରରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସରପଞ୍ଚ ଭାରତୀ ସାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ବ୍ଳକ ଉପାଧ୍ଯକ୍ଷ ଅଶୋକ କୁମାର ଓଝାଙ୍କ ସଂଯୋଜନାରେ ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ…
ଯୁବ ଓଡ଼ିଶା, ନୂଆ ଓଡ଼ିଶା କାର୍ଯ୍ୟକ୍ରମରେ ଉତ୍ସାହିତ ହୋଇଛନ୍ତି ଛାତ୍ରଛାତ୍ରୀ – ବର୍ଷା ସିଂ ବରିହା
ପଦ୍ମପୁର :—ଯୁବ ଓଡ଼ିଶା , ନୂଆ ଓଡ଼ିଶା କାର୍ଯ୍ୟକ୍ରମ କୁ ନେଇ ପ୍ରତ୍ୟେକ କଲେଜ ର ଛାତ୍ରଛାତ୍ରୀ ଅଧିକ ରୁ ଅଧିକ ଉତ୍ସାହିତ ହୋଇଥିବାରୁ ଆଗାମୀ ଦିନରେ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ ବୋଲି କହିଛନ୍ତି ବିଧାୟିକା ବର୍ଷା ସିଂ ବରିହା । ସରକାର ଙ୍କ ବିକାଶ ମୂଳକ ଯୋଜନା ଶିକ୍ଷା…
ବୁହାଳୋ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଵିକାଶମୂଳକ ଯୋଜନା ମାଧ୍ୟମରେ ପଞ୍ଚାୟତର ଵିକାଶ ସମ୍ଭବ ହୋଇପାରିଛି - ବିଧାୟକ ପ୍ରତାପ ଜେନା l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ ବୁହାଳୋ ପଂଚାୟତ ଗୋଲଡ଼େନ କ୍ଲବ ନିକଟରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ…
ରବି ରାୟଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ରାଉରକେଲା, (ବସନ୍ତ କୁମାର ଜେନା): ବରିଷ୍ଠ କଂଗ୍ରେସ ନେତା ରବି ରାୟଙ୍କୁ ଦ୍ବିତୀୟ ଥର ଲାଗି ଜିଲ୍ଲା କଂଗ୍ରେସର ସଭାପତି ଭାବେ ଦାୟିତ୍ବ ଦିଆଯାଇଥିବାରୁ କଂଗ୍ରେସ ମହଲରେ ଆନନ୍ଦ ପରିଲକ୍ଷିତ ହୋଇଛି। ଏଥିପାଇଁ ଶ୍ରୀ ରାୟଙ୍କୁ ସ୍ବାଗତ କରିବା ପାଇଁ କଂଗ୍ରେସ ଭବନ ଠାରେ ଦଳର ପ୍ରମୁଖ ନେତାମାନେ…