ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଆଜି ମେ ମାସ ୮ ତାରିଖ ୨୦୨୪ ବୁଧବାର ଦିନ ନିର୍ବାଚନ ନିରୀକ୍ଷଣ ପର୍ଯ୍ୟବେକ୍ଷକ ଶ୍ରୀ ହରିମୋହନ ମୀନା,ରିଟର୍ଣିଂ ଅଧିକାରୀ ଶ୍ରୀ ଅନିଲ କୁମାର ସେଠୀ,ଶ୍ରୀ ବିଶ୍ୱ ରଞ୍ଜନ କର,ଏଂବ ନିର୍ବାଚନ ଲଢ଼ୁଥିବା ପାର୍ଥୀ ତଥା ତାଙ୍କ ପ୍ରତିନିଧି ମାନଙ୍କ ଉପସ୍ଥିତି ରେ ବୁଥ୍ ଗୁଡିକର ଦ୍ୱିତୀୟ ରେଣ୍ଡୋ ମାଇଜ଼ସନ (rendomization) କରାଯାଇ,ଉପସ୍ଥିତ ସମସ୍ତ ଙ୍କୁ ଭିଡିଓ ସ୍କ୍ରିନ ଦ୍ଵାରା ଦେଖାଯାଇଥିଲା।ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ହରିମୋହନ ମୀନା ଶାନ୍ତି ଶୃଙ୍ଖଳା ଭାବେ କିଭଳି ନିରପେକ୍ଷ ନିର୍ବାଚନ ହେବ, ଭୋଟର ମାନେ ଯେପରି ନିର୍ଭୟ ଭାବେ ଭୋଟ ଦେଇପାରବେ ଏବଂ ନିର୍ବାଚନ ଆଚରଣ ଵିଧି ଉପରେ ପ୍ରାଞ୍ଜଳ ଭାବେ ଆଲୋଚନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post