ନବରଙ୍ଗପୁର/ ଅଶୋକ ସାହୁ, ଶାସକ ପ୍ରଶାସକ.: ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି, ନବରଙ୍ଗପୁର ଜିଲ୍ଲାପାଳ ଡ଼. କମଳଲୋଚନ ମିଶ୍ର ଙ୍କ ତଥା ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦେଶ କ୍ରମେନବରଙ୍ଗପୁର ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥ ଙ୍କ ପ୍ରତଖ୍ୟ ତତ୍ୱା ଅବଧାନ ରେ, ନବରଙ୍ଗପୁର ଅବକାରୀ ଥାନା ଅଧିକାରୀ ସୁଜିତ କୁମାର ନାଗ ଙ୍କ ନେତୃତ୍ୱ ରେ ତେତୁଲୀଖୁଣ୍ଟି ଥାନା ଅନ୍ତର୍ଗତ ପୂଜାରୀ ଗୁଡା ଗ୍ରାମରେ ଜଣେ ଆସାମୀ ନିକଟରୁ 24 ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରା ଯାଇଛି, ନବରଙ୍ଗପୁର ଅବକାରୀ ଥାନା କେଶ no 31/ 2024-25.ଓ କୋଡୀଙ୍ଗା ଥାନା ଅନ୍ତର୍ଗତ ଡୁମୁରିମୁଣ୍ଡା ଜଙ୍ଗଲ ରାସ୍ତାରେ ଜଣେ ଆସାମୀ ନିକଟରୁ 15 ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଓ ଗୋଟିଏ ମୋଟର ସାଇକେଲ ଜବତ କରା ଯାଇ ଅଛି, ନବରଙ୍ଗପୁର ଅବକାରୀ ରେଞ୍ଜ କେଶ no 19/2024-25. ଏହି ଚଢାଉ ରେ ଅବକାରୀ ସହ ଉପ ନିରୀକ୍ଷକ ତ୍ରିନାଥ ସଉରା, ଉମେଶ ହରିଜନ, ରଂଜିତା ଯାନୀ, ସୁଧାଂଶୁ ସେଖର ବାଗ, ରଞ୍ଜୀତ ସିଂହ, ଛତର ଗଣ୍ଡ, ଅଂଶୁମାନ ପରିଡା ପ୍ରମୁଖ ଏହି ଚଢ଼ାଉ ରେ ଅଂଶ ଗ୍ରହଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.