ମଉଦା ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲକ୍ଷ୍ୟ ଗାଁର ଵିକାଶ ଗାଁର ପ୍ରଗତି -ବିଧାୟକ ପ୍ରତାପ ଜେନା l (ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବ୍ଳକ ମଉଦା ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଚିନ୍ମୟ ବରାଳଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି…

କେନ୍ଦ୍ର ଶାସିତ ଅଞ୍ଚଳରେ ସ୍କୁଲ ଶିକ୍ଷା ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହୋଇଛି – ଧର୍ମେନ୍ଦ୍ର ପ୍ରଧାନ

ଡାମନ ଏବଂ ଡିଉ ଗସ୍ତରେ କେନ୍ଦ୍ରମନ୍ତ୍ରୀ • ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ବିକଶିତ ଭାରତର ଲକ୍ଷ୍ୟକୁ ବାସ୍ତବର ରୂପ ଦେବ • ମହର୍ଷି ବାଲ୍ମିକୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଟୋକରଖାଡାର ଉଦଘାଟନ କଲେ • ଡିଉରେ ଉଚ୍ଚ ମାଧ୍ୟମିକ ଓ ପ୍ରାଥମିକ ସ୍କୁଲର ଭିତ୍ତିପ୍ରସ୍ତର…

ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ନୟାଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ…

5T ଉପକ୍ରମରେ ଚାଲିଛି ଲକ୍ଷ୍ମୀ ବସ୍‌, ଫେବୃଆରୀ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଚାଲିବ ୬ଟି ଜିଲ୍ଲାର ୧୩୬୩ଟି ପଞ୍ଚାୟତରେ ୧୯୮ଟି ବସ୍‌, ୭୫ ଲକ୍ଷରୁ ଅଧିକ ଲୋକ ଉପକାର ପାଇଲେ ଖୋର୍ଦ୍ଧାର ୧୫୪ଟି ପଞ୍ଚାୟତରେ ୨୨ଟି ବସ୍‌, ୧୫.୫୦ଲକ୍ଷ ଲୋକ ଉପକୃତ ପୁରୀର ୪୩୩ଟି…

ବିଜେଡ଼ିରେ ଯୋଗଦେଲେ ନଳିନୀ ନନ୍ଦନ

ଭୁବନେଶ୍ୱର : ବିଜୁ ଅନୁଗାମୀ ତଥା ବିଜୁ ଜନତା ଦଳର ପ୍ରତିଷ୍ଠାତା ସଭ୍ୟ ସ୍ବର୍ଗତ ନଳିନୀ ମହାନ୍ତିଙ୍କ ସୁପୁତ୍ର କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି ଓ ତାଙ୍କର ସମର୍ଥକ ଆଜି ଶଙ୍ଖଭବନ ଠାରେ ବିଜେଡି…

ମାଲେସିଆରେ ଫସିଥିବା ଓଡ଼ିଆ ଯୁବକଙ୍କୁ ଉଦ୍ଧର କଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର:କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ତାରାକାନ୍ତ ମଲ୍ଲିକ (୪୨ବର୍ଷ) ଦୀର୍ଘ ୭ବର୍ଷ ପୂର୍ବରୁ ଅଧିକ ଟଙ୍କା ରୋଜଗାର କରିବା ପାଇଁ ଜଣେ ଦଲାଲଙ୍କ ପ୍ରରୋଚନାରେ ସୁଦୂର ମାଲେସିଆକୁ ଯାଇଥିଲେ । କିନ୍ତୁ, ସେଠାରେ ପହଞ୍ଚିଲା ପରେ କଥା ଓଲଟା ହୋଇଯାଇଥିଲା । ଯାହାକି, ତାଙ୍କ…

ନିଜ ପୁତୁରାଙ୍କୁ ରାଜନୀତିରେ ଉତାରିଲେ ନିଧି ସାମଲ : ବିଜେଡ଼ିରେ ମିଶିଲେ ଅବିନାଶ

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା ଖଡ଼ଗପ୍ରସାଦର ଡାକ୍ତର ଅବିନାଶ ସାମଲ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଶ୍ରୀ ମାନସ ମଙ୍ଗରାଜ ଓ ଢେଙ୍କାନାଳ ବିଧାୟକ ଶ୍ରୀ ସୁଧୀର କୁମାର ସାମଲଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି। ବିଜେଡିରେ ସାମିଲ୍ ହୋଇଥିବା ଅବିନାଶ ସାମଲଙ୍କୁ ଉପଢୌକନ ଦେଇ ଶ୍ରୀ…

ଅବହେଳିତ ଅବସ୍ଥାରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଛାତ୍ରାବାସ

ଅନୁଷ୍ଠାନର ନବକଳେବର ପାଇଁ ସରକାର ଙ୍କୁ ଜନସାଧାରଣଙ୍କ ନିବେଦନ ଖଲ୍ଲିକୋଟରୁ ଶିବରାମ ଜେନା/ ଶାସକ ପ୍ରଶାସକ : ଖଲ୍ଲିକୋଟ ରାଜ ଉଆସରେ ଅବସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅନୁଷ୍ଠାନ । ଉକ୍ତ ଅନୁଷ୍ଠାନ ଟି ୧୯୯୪ ମସିହା ରେ ସ୍ଥାପିତ ହୋଇଛି । ପ୍ରଥମେ ଏଠି ଇ. ଟି. ଥିଲା,…

ପ୍ରଥମ ବିଜୟ ରଞ୍ଜନ ସିଂ ବରିହା ମେମୋରିଏଲ ସର୍ବ ଭାରତୀୟ ଫୁଟବଲ ତୁର୍ଣ୍ଣାମେଣ୍ଟ

ଭବ୍ୟ ତୁର୍ଣ୍ଣାମେଣ୍ଟ ର ଉଦ୍ଘାଟନ କଲେ ବିଜୟ ବାବୁ ଙ୍କର ସୁପୁତ୍ରୀ ବିଧାୟିକା ବର୍ଶା ସିଂ ବରିହା ବରଗଡ ;ପଦ୍ମପୁର ନିର୍ବାଚନ ମଣ୍ଡଳୀର ଭୂତପୂର୍ବ ବିଧାୟକ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ପଦ୍ମପୁର ଅଞ୍ଚଳରେ ଜଣେ ବିକାଶ ପ୍ରିୟ ରାଜନେତା ଭାବରେ ଯେତେ ପରିଚିତ , ଜଣେ ଭଲ ଖେଳାଳି ଭାବରେ…

ବିଦ୍ୟୁତ ଖୁଣ୍ଟରୁ ପଡି ବିଦ୍ୟୁତ କର୍ମଚାରୀ ମୃତ

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ମୁଖ୍ୟ ଛକ ନିକଟରେ ଏକ ବିଦ୍ୟୁତ ଖୁଣ୍ଟ ରେ ଚଢି କାମ କରୁଥିବା କୁଦଣ୍ଡ ମଲ୍ଲିକ ନାମକ ଜଣେ 28 ବର୍ଷୀୟ ଯୁବକ , ଖୁଣ୍ଟ ରୁ ଖସି ପଡି ମୃତ୍ୟୁ ବରଣ କରଥିବାର ଜଣା ପଡ଼ିଛି । ପ୍ରାପ୍ତ ସୂଚନା ମୁତାବକ ପାଇକମାଲ ବ୍ଲକ ଚେରେଙ୍ଗାଝାଞ୍ଜ ଗ୍ରାମର କୁଦଣ୍ଡ ପାଇକମାଲ…

ସରେଇକେଲା ରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପାଇକମାଲ ବ୍ଳକ୍ ସରେଇକେଲା ରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ପାଇକମାଲ ବ୍ଲକ ଉପାଧକ୍ଷ ସଞ୍ଜୀବ…