Sign in
Sign in
Recover your password.
A password will be e-mailed to you.
ଜନବିରୋଧି ପ୍ରଦୀପ ପାଣିଗ୍ରାହୀଙ୍କୁ କୋଳେଇ ନିଜର ଅସଲ ଚେହେରା ଦେଖାଇଲା ବିଜେପି: ବିଜେଡି
ଠକେଇ ପାଇଁ ବିଜେଡିରୁ ତଡା ଖାଇଛନ୍ତି ପ୍ରଦୀପ ପାଣିଗ୍ରାହୀ
ମିଶ୍ରଣ ପର୍ବରୁ ଦୂରେଇ ରହିଲେ ଧର୍ମେନ୍ଦ୍ର ପ୍ରଧାନ
ରାଜନାଥ ସିଂହ ବି ମିଶ୍ରଣ ପାଇଁ ରାଜି ହେଲେନାହିଁ
ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କୁ ଠକିଥିବା ନେତା ଏବେ ବିଜେପିର ଗେହ୍ଲାପୁଅ
ଠକେଇ…
ବିଜେପିରେ ଯୋଗ ଦେଲେ ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ
ଓଡିଶାରେ ଛାୟା ସରକାରର ଶାସନ ଚାଲିଛି ଏବଂ ଏହା ବିତାଡିତ ହେବା ଜରୁରୀ : ପ୍ରଦୀପ ପାଣିଗ୍ରାହୀ
ମୋଦି ସରକାର ଏବଂ ମୋଦି ଗ୍ୟାରେଂଟି ଉପରେ ଓଡିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି
ଓଡ଼ିଶାରେ ଅନ୍ଧ, ମୂକ, ବଧିର, ଗର୍ବୀ, ଅହଙ୍କାରୀ ସରକାରକୁ ହଟାଇବା ଜରୁରୀ…
‘ମୋ ସ୍କୁଲ’ର ୪୬ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ
▪ ‘ମୋ ସ୍କୁଲ’ ଜରିଆରେ ୮ଲକ୍ଷ ୩୧ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ସଂଯୋଗ
▪ ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୋଡ଼ିହେବ ୨୮୩୭ଟି ନୂଆ ସ୍ମାର୍ଟ ଶ୍ରେଣୀଗୃହ
▪୩୧ କୋଟି ୮୧ଲକ୍ଷ ୫୯ ହଜାରରୁ ଅଧିକ ଟଙ୍କାର ୧୫୮୯ଟି ପ୍ରକଳ୍ପକୁ ଅନୁମୋଦନ
ଭୁବନେଶ୍ୱର, ୨୨/୨: ଉଚ୍ଚ…
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର
ନବରଙ୍ଗପୁର, ୨୧/୦୨, ଅଶୋକ ସାହୁ ଶାସକ ପ୍ରଶାସକ.: ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ବଡୋଦାଇଭଟ୍ଟା ଉଚ ପ୍ରାଥମିକ ବିଦ୍ୟାଳୟରେ ସ୍ଥାଇ ଲୋକ ଅଦାଲତ ଏବଂ ପ୍ରବାସୀ ଶ୍ରମିକ ଙ୍କ ନିମନ୍ତେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠୀତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା…
ବ୍ଲକ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କର୍ମଶାଳା,
ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ.: ନବରଙ୍ଗପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଓ ପ୍ରସ୍ତୁତି ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା l ନବରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ ସୁନୀଲ ଖୋରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…
ଜଗତସିଂହପୁର ଠାରେ ଖାଦ୍ୟସୁରକ୍ଷା ହିଟଧିକାରୀଙ୍କ ପରିବାରକୁ ଜୀବିକା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ
ଜଗତସିଂହପୁର,ତା-୨୧.୦୨.୨୦୨୪/ସୁମନ୍ତ କୁମାର ଦାସ: ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ କରିବାରେ ସହାୟକ ହେବା ନିମନ୍ତେ ନବୀନ ଓଡିଶା ସର୍ବଦା ସଂକଳ୍ପ ବଦ୍ଧ। ଏହି ଅବସରରେ ଆଜି ଜଗତସିଂହପୁର ମୁନିସିପାଲିଟି ଅନ୍ତର୍ଗତ…
ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଜଗତସିଂହପୁର ଜିଲ୍ଲା ରେ ଲକ୍ଷ୍ମୀ ବସ୍ ସେବା ର ଶୁଭାରମ୍ଭ
ଜଗତସିଂହପୁର,ତା-୨୧.୦୨.୨୦୨୪/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ବାଲେଶ୍ବର, ଜଗତସିଂହପୁର, ଗଞ୍ଜାମ, ନୂଆପଡ଼ା ଓ ବୌଦ୍ଧ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଜଗତସିଂହପୁର ଜିଲ୍ଲା ରେ…
ସାରସକଣା ବ୍ଲକରେ ମେଟ୍ରିକ୍ ପରୀକ୍ଷା ଆରମ୍ଭ .
ସାରସକଣା ,(ଶାସକ ପ୍ରଶାସକ) :: ସମଗ୍ର ଓଡ଼ିଶାରେ ଆଜି ଠାରୁ ମେଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିଲା ବେଳେ ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ ରେ ମଧ୍ୟ ଆରମ୍ଭ ହୋଇଛି ମେଟ୍ରିକ୍ ପରୀକ୍ଷା।,ତେବେ ବ୍ଲକରେ ଥିବା ଶୀର୍ଷ ନୋଡାଲ ଉଚ୍ଚ ବିଦ୍ୟାଳୟ ରୁ ମୋଟ ୮ଟି ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନ ପତ୍ର…
ଅତନୁ ସବ୍ୟସାଚୀଙ୍କ କବିତା ସଂକଳନ ” ସବ୍ୟସାଚୀର ଶବ୍ଦ” ଉନ୍ମୋଚିତ
ଗଭୀର ଅନୁଭୂତି ଓ ଅଭିଜ୍ଞତା ନଥିଲେ କବିତା ଲେଖିହୁଏ ନାହିଁ: ସୀତାକାନ୍ତ ମହାପାତ୍ର
ଭୁବନେଶ୍ୱର, ୨୧/୦୨: ବିଶ୍ବ ମାତୃଭାଷା ଦିବସ ଅବସରରେ ଆଜି ରାଜ୍ୟ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ କବିତା ସଂକଳନ " ସବ୍ୟସାଚୀର ଶବ୍ଦ"…
ଜାତୀୟ ମୁଟ କୋର୍ଟ ପ୍ରତିଯୋଗିତାରେ ସୋଆ ଆଇନ୍ ଛାତ୍ରଛାତ୍ରୀ ବିଜୟୀ
ଭୁବନେଶ୍ୱର,୨୧/୦୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍ନାଲ୍ ଇନଷ୍ଟିଟ୍ୟୁଟ ଅଫ୍ ଲ (ସ୍ନିଲ୍)ର ତିନି ଜଣ ଛାତ୍ରଛାତ୍ରୀ ନିକଟରେ ଜାଭିୟର୍ ଲ ସ୍କୁଲରେ ଆୟୋଜିତ ଜାତୀୟ ମୁଟ୍ କୋର୍ଟ ପ୍ରତିଯୋଗିତା ୨୦୨୪ରେ ବିଜୟୀ ହୋଇଛନ୍ତି । ଫେବୃଆରୀ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ…