ସରକାରୀ ପ୍ରତାରଣା ପ୍ରତିବାଦରେ ଜିଡିୟୁଜେର ଧାରଣା

ପେନସନ, ପ୍ରୋଟେକସନ୍ ଓ ଆକ୍ରିଡେସନ ଦାବି ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସାମ୍ବାଦିକଙ୍କ ପ୍ରତି ସରକାରଙ୍କ ପ୍ରତାରଣା ପ୍ରତିବାଦରେ ମଇ ଦିବସକୁ ପ୍ରତିବାଦ ଦିବସ ଭାବେ ପାଳନ କରିବାକୁ ଓଡ଼ିଶା ସାମ୍ବାଦିକ ୟୁନିୟନର ଡାକରାକୁ ସମର୍ଥନ ଜଣାଇ ଗଜପତି ଜିଲ୍ଲା ସାମ୍ବାଦିକ ସଂଘ…

ଆର୍.ଉଦୟଗିରି ଏସଡିପିଓଙ୍କୁ ନିଶାମୁକ୍ତ ଓଡିଶା ଅଭିଯାନ ପୁରସ୍କାର

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆର୍.ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁ ଆଇପିଏସଙ୍କୁ ରାଜ୍ଯ ନିଶାମୁକ୍ତ ଓଡିଶା ଅଭିଯାନ ପୁରସ୍କାରରେ ସମ୍ମାନିତ କରାଯିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଗଜପତି ଜିଲ୍ଲାର ଚରାଭୂଇଁ ଥିବା ଗଂଜେଇ କାରବାରକୁ ରୋକିବାରେ ସେ ସଫଳ…

ଶ୍ରମିକ ଦିବସରେ ଛତା ବଣ୍ଟନ ସହ ଆଇନ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଷ୍ଟ୍ର ନିର୍ମାଣର ସର୍ବାଗ୍ରେ ରହୁଥିବା ଶ୍ରମିକମାନଙ୍କ ପାଇଁ ବିଶ୍ୱ ବ୍ୟାପି ପାଳିତ ହେଉଥିବା ଶ୍ରମିକ ଦିବସ ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆର.ଏମ.ସି. କାର୍ଯ୍ୟାଳୟରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣର…

ଜାନିଗୁଡ଼ା ଓ ଜାନିଗାଁ ରାସ୍ତା ପାଇଁ ଦାବିରଖିଲେ ଗ୍ରାମବାସୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ପଞ୍ଚାୟତ ର ଜାନିଗୁଡ଼ା ଓ ଜାନିଗାଁ ଏକ ପାହାଡିଆ ଆଦିବାସୀ ବହୁଳ ଗ୍ରାମ , ଏହି ଗ୍ରାମରେ ରହୁଥିବା ଛାତ୍ର ଛାତ୍ରୀ ବହୁ କଷ୍ଟକରି ବିଦ୍ୟାଳୟ କୁ ଯିବାଆସିବା କରନ୍ତି। ରାସ୍ତା ନଥିବାରୁ ରୋଗୀମାନେ…

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ସମାରୋହ

ନବରଙ୍ଗପୁର ତା ୧.୫.୨୦୨୬: ଅଶୋକ ସାହୁ,ସହର ସ୍ଥିତ ଶୁଭ ଅଭିନନ୍ଦନ କଲ୍ୟାଣ ମଣ୍ଡପ ଠାରେ ଦିବା ୧୧.୩୦ ମି ସମୟରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଓଡ଼ିଶା କୋଠାବାଡ଼ି ଓ…

ଗୁଣପୁର ରେ ଶ୍ରମିକ ଦିବସ ପାଳନ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ମେ 1 ତାରିଖ ଦିନ ଗୁଣପୁର ମୋଟର କର୍ମଚାରୀ ସଂଘ (AICCTU) ଓ ମେସ୍ତ୍ରୀ ଜୁନିୟନ, ସି ପି ଆଇ (ଏମ ଏଲ)ଲିବରେସନ ତରଫରୁ ଗୁଣପୁର ନୁଆ ବସଷ୍ଟାଣ୍ଡ ଠାରେ ମୋଟର କର୍ମଚାରୀ ସଂଘ ର ସମ୍ପାଦକ ପି ଭେକଂଟ ରାଓ ପତାକା ଉତ୍ତୋଳନ କରିବା ସହ ଏକ ଶୋଭାଯାତ୍ରା…

ଓଡ଼ିଶାର ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ଏବଂ ୨୪x୭ ଜଳଯୋଗାଣ ମଡେଲ୍ ଅନୁଧ୍ୟାନ କଲେ ଇନ୍ଦୋର ମ୍ୟୁନିସିପାଲ୍ ପ୍ରତିନିଧି ଦଳ

ଭୁବନେଶ୍ୱର, ମେ ୧, ୨୦୨୬: ଓଡ଼ିଶାର ସହରାଞ୍ଚଳ ଜଳ ସଂସ୍କାରର ସଫଳତା ଅନୁଧ୍ୟାନ କରିବା ପାଇଁ ଇନ୍ଦୋର ମ୍ୟୁନିସିପାଲ୍ କର୍ପୋରେସନ୍ (IMC)ର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଓଡ଼ିଶା ଗସ୍ତ କରିଛନ୍ତି। ଇନ୍ଦୋର ମ୍ୟୁନିସିପାଲ୍ କମିଶନର ଶ୍ରୀ କ୍ଷିତିଜ ସିଙ୍ଗଲଙ୍କ ନେତୃତ୍ୱରେ ଆସିଥିବା ଏହି…

ବିଜେବି କଲେଜରେ ରକ୍ତର ହୋଲି: ବିଜେଡି

ରାଜ୍ୟର ଶିକ୍ଷାନୁଷ୍ଠାନଗୁଡିକରେ ଶୈକ୍ଷିକ ବାତାବରଣ ବିପର୍ଯ୍ୟସ୍ତ ଡବଲ ଇଂଜିନ ସରକାରରେ ଶିକ୍ଷାନୁଷ୍ଠାନ ଗୁଡିକ ଅସୁରକ୍ଷିତ ଭୁବନେଶ୍ୱର, ୩୦/୦୪/୨୦୨୬: ଆଜି ବିଜେବି କଲେଜ ପି୍ରନ୍ସିପାଲଙ୍କ କାର୍ଯ୍ୟାଳୟରେ ଯୁବତୀଙ୍କୁ ଦୁର୍ବ୍ୟବହାରକୁ ନେଇ ଆଲୋଚନା ଚାଲୁଥିଲା ବେଳେ ହଠାତ…

ସୂଚନା ଓ ଲୋକସମ୍ପର୍କ ବିଭାଗରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ଭୁବନେଶ୍ୱର, ତା. ୩୦/୦୪/୨୦୨୬ : ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଶ୍ୱଜିତ ଦାସ ଓ ବରିଷ୍ଠ ଲିପିକାର (ସ୍କ୍ରାଇବ୍) କବିତା ନାୟକଙ୍କୁ ଆଜି ବିଭାଗ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବିଭାଗୀୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି…

ମାଲକାନଗିରିରେ ନେତା ସିକ୍ୟୁରିଟି ବେସରକାରୀ ସଂସ୍ଥା ବିରୋଧରେ ବିଧାୟକଙ୍କ ଅଭିଯୋଗ କୁ ଭୁଲ୍ ବୋଲି କହିଛନ୍ତି ପଦ ପଦବୀ…

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ପଦ ପଦବୀ ନିମନ୍ତେ କର୍ମଚାରୀ ଆବଶ୍ୟକ ଥିବା ନେଇ ଏକ ବିଜ୍ଞପ୍ତି ଜାରି କରିଥିଲା ବିଭାଗ । ଯେଉଁଥିରେ "ନେତା ସିକୁରିଟି" ନାମକ ଏକ ଘରୋଇ ସଂସ୍ଥାକୁ ଯୋଗ୍ୟତା ଅନୁଯାୟୀ ଟେଣ୍ଡର ପ୍ରଦାନ କରାଯାଇଥିଲା। ସମାନ…