Sign in
Sign in
Recover your password.
A password will be e-mailed to you.
ବିଭିନ୍ନ ଶିକ୍ଷାନୁଷ୍ଠାନରେ ବନମହୋତ୍ସବ
ବେଲଗୁଣ୍ଠା,୦୪/୦୭-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ତନରଡା ଆର୍ଯ୍ୟକନ୍ୟା ଗୁରୁକୁଳରେ ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ବନମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ…
ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ମିହିର ଆଚାର୍ଯ୍ୟଙ୍କ ସ୍ମୁତିଚାରଣ ସଭା
ବାଲେଶ୍ୱର: ବାଲେଶ୍ୱର ସାମ୍ବାଦିକ ପ୍ରକୋଷ୍ଠରେ ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ମିହିର ଆଚାର୍ଯ୍ୟଙ୍କ ସ୍ମୁତିଚାରଣ ସଭା ଆଜି ଦିବା ୧୦ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି।ଏହି ସ୍ମୃତିଚାରଣ ସଭା ସ୍ତୁତି କମିଟିର ସଭାପତି ଦେବବ୍ରତ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ…
ଘୁ.ଉଦୟଗିରି ବନପାଳ ପ୍ରଶିକ୍ଷଣ କେନ୍ଦ୍ରରେ ବନମହୋତ୍ସବ ଅନୁଷ୍ଠିତ
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଠାରେ ଥିବା ବନପାଳ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ସ୍ଥାନୀୟ ଜେଏମଏଫସି କୋର୍ଟ ଏବଂ ବନବିଭାଗର ମିଳିତ ଆନୁକୂଲ୍ୟରେ ଶନିବାର ଦିନ ବୃକ୍ଷରୋପଣ ଦ୍ୱାରା ୭୭ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି…
କଟକ ଚାଉଳିଆଗଞ୍ଜ ଥାନା ଅଧିକାରୀଣି ଙ୍କ ସନ୍ଦେହଜନକ ମୁତ୍ୟୁ
କଟକ/ ନିରଞ୍ଜନ ଆଚାର୍ଯ୍ୟ: କଟକ ଚାଉଳିଆଗଞ୍ଜ ଥାନାରେ ଏକ ଅଭାବନୀୟ ଘଟିଯାଇଛି। ଖବରରୁ ପ୍ରକାଶ ଯେ ଚାଉଳିଆଗଞ୍ଜ ଥାନା ଅଧିକାରୀଣୀ ବିୟୁଟି ମହାନ୍ତି ରାତିରେ ଡିଉଟି ସାରି ନିଜ ରେଷ୍ଟ ରୁମ କୁ ବିଶ୍ରାମ ନେବାକୁ ଯାଇଥିଲେ। କିନ୍ତୁ ସକାଳୁ ଥାନାରେ ଥିବା ବିଭିର୍ନ କାର୍ଯ୍ୟ ବିଷୟରେ ବୁଝିବାକୁ ନ…
ଜିଲ୍ଲାସ୍ତରୀୟ ସ୍ତରୀୟ ମହିଳା ସାଇକେଲ ରାଲି ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶ୍ୱ ସାଇକେଲ ଦିବସ ଉପଲକ୍ଷେ ଆଜି ଗଜପତି ଜିଲ୍ଲା ମୁଖ୍ୟାଳୟରେ ଓଡ଼ିଶା ସାଇକ୍ଲିଂ ଆସୋସିଏସନ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଏକ ଜିଲ୍ଲା ସ୍ତରୀୟ ମହିଳା ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ…
ପଞ୍ଚପଡ଼ା ହାଇସ୍କୁଲରେ ବନ ମହୋତ୍ସବ
ଝାରସୁଗୁଡ଼ା : ଝାରସୁଗୁଡ଼ା ପୌରପରିଷଦ ଅଧିନସ୍ଥ ସରକାରୀ ହାଇସ୍କୁଲ ପଞ୍ଚପଡ଼ାରେ ଶନିବାର ବନମହୋତ୍ସବ ଓ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ପ୍ରାରମ୍ଭରେ ଛାତ୍ରଛାତ୍ରୀ ଙ୍କୁ ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା l ରାଳି ପରେ ପ୍ରଧାନଶିକ୍ଷୟତ୍ରୀ…
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବାସୁଦେବ ହୋତା ସମ୍ବର୍ଦ୍ଧିତ
ରାୟଗଡ଼ ତା ୪.୭.୨୦୨୬: ରାୟଗଡ଼ ସଦର ବ୍ଲକ ଅନ୍ତର୍ଗତ କୁରୁମପେଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶନିବାର ଦିନ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଶ୍ରୀଯୁକ୍ତ ବାସୁଦେବ ହୋତାଙ୍କୁ ପେଣ୍ଟା କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କୁରୁମପେଟା ଗ୍ରାମବାସୀ ସମ୍ବର୍ଦ୍ଧିତ…
ପ୍ରତ୍ୟେକ ଯୋଗ୍ୟ ପରିବାରକୁ ପକାଘର: ବାରିପଦାରେ ୬୧ ଜଣ ହିତାଧିକାରୀଙ୍କୁ PMAY-U 2.0 କାର୍ଯ୍ୟାଦେଶ ପ୍ରଦାନ
ବାରିପଦା / ଭୁବନେଶ୍ବର , ୪ ଜୁଲାଇ ୨୦୨୬: ପ୍ରତ୍ୟେକ ଯୋଗ୍ୟ ପରିବାରକୁ ଏକ ସୁରକ୍ଷିତ ଏବଂ ସ୍ଥାୟୀ ( ପକା )ଘର ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ବାରିପଦା ପୌରପାଳିକା ଦ୍ୱାରା…
ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ବନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଂସ୍କୃତି ପରିଷଦ ସହଯୋଗରେ ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ବନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜଙ୍କ ପୌରହିତ୍ୟରେ ସ୍ଥାନୀୟ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ…
ଘୁ.ଉଦୟଗିରି ମିଡିଆ କ୍ଲବର ବୈଠକ ଅନୁଷ୍ଠିତ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ/ଦେବେନ୍ଦ୍ର ନାୟକ): ଘୁ.ଉଦୟଗିରି ମିଡିଆ କ୍ଲବର ଏକ ବୈଠକ ଘୁ.ଉଦୟଗିରି ସ୍ଥିତ ବଣିକ ସଂଘ ସଭା ଗୃହରେ ଅନୁଷ୍ଠିତ ହୋଇଅଛି । ମିଡିଆ କ୍ଲବ ସଭାପତି ଅରୁଣ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତା ଏହି ବୈଠକରେ ସମ୍ପାଦକ ଚିନ୍ମୟ କୁମାର ସେଠୀ ବିବରଣୀ ପଠନ କରିଥିଲେ ।…