Sign in
Sign in
Recover your password.
A password will be e-mailed to you.
ଶ୍ରମିକମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ତ୍ୟାଗ ଆମ ଦେଶ ତଥା ରାଜ୍ୟକୁ ଆଗକୁ ବଢ଼ିବାରେ ସହାୟକ ହେଉଛି- ମୁଖ୍ୟମନ୍ତ୍ରୀ
ଆନ୍ତର୍ଜାତିକ ଶ୍ରମିକ ଦିବସ ୨୦୨୬ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧିନରେ ୫ ଲକ୍ଷରୁ ଅଧିକ ପଞ୍ଜିକରଣ; ୫୪୧ କୋଟି ଟଙ୍କାର ସହାୟତା ବଣ୍ଟନ
ଆଜି ମିଳିଲା ୬,୦୦୦ ଶ୍ରମିକଙ୍କୁ ନୂତନ ପରିଚୟପତ୍ର; ୧୫୦ କୋଟି ଟଙ୍କା ସହାୟତା…
ଜାମୁକୋଣ ବୈଷ୍ଣୋଦେବୀ ମନ୍ଦିରରୁ ବଡ଼ ଚୋରି
ସୁନା ହାର, ମୁକୁଟ ଓ ଚାନ୍ଦିର ଚାନ୍ଦୁଆ ମିଶି ଆନୁମାନିକ ୪୦ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟ
ଓଡ଼ଗାଁ, ୧।୫ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଶରଧାପୁର ପଞ୍ଚାୟତ ଅନ୍ତର୍ଗତ ଜାମୁକୋଣ ଅଞ୍ଚଳରେ ଥିବା ମା’ ବୈଷ୍ଣୋଦେବୀଙ୍କ ମନ୍ଦିରରୁ ଗୁରୁବାର ବିଳମ୍ବିତ ରାତିରେ…
ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା. ୦୧.୦୫.୨୦୨୬ ରିଖ : ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ସ୍ଥାନୀୟ ଟାଉନ୍ ହଲ୍, ଭବାନୀପାଟଣା ଠାରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ଓ…
ଗୁମ୍ମା ବ୍ଲକର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଅନ୍ତର୍ଗତ ଗୁମ୍ମା ବ୍ଲକରେ କାର୍ଯ୍ୟରତ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ରାଙ୍ଗୁ ତାରିଣୀ ରେଡ୍ଡୀ ଗତକାଲି ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଗୁମ୍ମା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ…
ଝାରସୁଗୁଡ଼ାରେ ବେଆଇନ ପାଉଁଶ ଫିଙ୍ଗା ନେଇ ଚିନ୍ତା: ୨୪x୭ ଟାସ୍କ ଫୋର୍ସ ଗଠନ ପାଇଁ ବିଧାୟକଙ୍କ ଦାବି
ଝାରସୁଗୁଡ଼ା, ୧ ମେ: ସହର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବଢ଼ୁଥିବା ବେଆଇନ ପାଉଁଶ ଫିଙ୍ଗା (Illegal Ash Dumping) କୁ ନେଇ ଗୁରୁତର ଉଦ୍ବେଗ ପ୍ରକାଶ କରିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ। ଏହି ଅବସ୍ଥା ଉପରେ କଡ଼ା ନଜର ରଖିବା ପାଇଁ ସେ ଜିଲ୍ଲାପାଳ କୁଣାଲ ମୋତିରାମ…
ସୋଆରେ ‘ଜାତୀୟ ସାଇବର ସୁରକ୍ଷା ସମ୍ମିଳନୀ’ ଉଦଯାପିତ
"ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ କୌଣସି ସମସ୍ୟାର ସମାଧାନ ନୁହେଁ । ଏହା କାମକୁ ସହଜ କରିବାର ମାଧ୍ୟମ । ଏହା କେବେ ବି ମଣିଷର ବୁଦ୍ଧି ଭଳି ହୋଇପାରିବନି ।"
ଭୁବନେଶ୍ୱର, ମେ ୧: ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ କୌଣସି ସମସ୍ୟାର ସମାଧାନ ନୁହେଁ । ଏହା କାମକୁ ସହଜ କରିବାର ମାଧ୍ୟମ । ଏହା କେବେ…
ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଜ୍ୟର ଶ୍ରେଷ୍ଠ ପଞ୍ଚାୟତ ପୋଚିଲିମାର ମହିଳା ସରପଞ୍ଚ…
କେନ୍ଦ୍ର ସରକାରଙ୍କ ଦ୍ୱାରା ସମସ୍ତ ସୂଚକାଙ୍କରେ ‘ଏ’ ଗ୍ରେଡ୍ ପାଇଛି ପୋଚିଲିମା
ବିପର୍ଯ୍ୟୟ ପରିଚାଳନାଠୁ ସ୍ୱାସ୍ଥ୍ୟସେବା, ଶିଶୁ ଓ ମାତୃ ମୃତୁ୍ୟହାର ହ୍ରାସ ପ୍ରତ୍ୟେକ କ୍ଷେତ୍ରରେ ଉକ୍ରର୍ଷତା ପ୍ରତିପାଦିତ
ନବୀନ ସରକାରଙ୍କ ମାର୍ଗଦର୍ଶନରେ ଏହି ସଫଳତା ମିଳିପାରିଛି…
ବିଜୁ ଶ୍ରମିକ ସାମୁଖ୍ୟ ପକ୍ଷରୁ ମଇ ଦିବସ ପାଳିତ :ଯୋଗ ଦେଲେ ନବୀନ ପଟ୍ଟନାୟକ।
ସର୍ବନିମ୍ନ ମଜୁରୀ ୮୦୦ ଟଙ୍କାକୁ ବୃଦ୍ଧି ଏବଂ ଆଶାକର୍ମୀ, ଅଙ୍ଗନୱାଡି କର୍ମୀ, ମିଶନ ଶକ୍ତି କର୍ମୀ ଓ କୃଷି ମିତ୍ର ଆଦି ବିଭିନ୍ନ ଯୋଜନା ଭିତ୍ତିକ କର୍ମଚାରୀଙ୍କ ଦାବୀ ପୂରଣ ପାଇଁ ନବୀନ ପଟ୍ଟନାୟକଙ୍କ ଦାବୀ।
ଭୁବନେଶ୍ୱର, : ବିଜୁ ଶ୍ରମିକ ସାମୁଖ୍ୟ ପକ୍ଷରୁ ଆଜି ମଇ ଦିବସ ଭୁବନେଶ୍ୱରରେ…
ହିଞ୍ଜିଳିର ବେଲଗାଁ ଓ ପୋଚିଲିମାର ଦୁଇ ମହିଳା ସରପଞ୍ଚଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ ପଟ୍ଟନାୟକ।
ଭୁବନେଶ୍ୱର, ତା ୦୧.୦୫.26 ରିଖ: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଲଗାଁ ଓ ପୋଚିଲିମା ପଞ୍ଚାୟତର ଦୁଇ ମହିଳା ସରପଞ୍ଚଙ୍କୁ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରେ ସମ୍ବର୍ଦ୍ଧିତ କରିଛନ୍ତି । ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ପଞ୍ଚାୟତ…
ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ବିଜେପିକୁ ବିଜେଡିର ପାଲଟା ଜବାବ
ପୂର୍ବରୁ ପାରିତ ମହିଳା ସଂରକ୍ଷଣ ବିଲ୍କୁ ଲାଗୁ କରିବାରେ ବିଜେପି ଟାଳଟୁଳ ନୀତି ଅବଲମ୍ୱନ କରୁଛି: ବିଜେଡି
ବିଜେପି ଦେଶର ଏକମାତ୍ର ଦଳ ଯିଏ ଆସନ ବୃଦ୍ଧି ବିନା ମହିଳା ସଂରକ୍ଷଣ ବିଲ୍କୁ ବିରୋଧ କରୁଛି
ଏହା ବିଜେପିର ପୁରୁଷ ପ୍ରାଧାନ୍ୟ ଓ ମହିଳା ବିରୋଧୀ ମନୋଭାବକୁ ପ୍ରଦର୍ଷିତ…