ବିସ୍ଥାପିତଙ୍କ ଦାବିକୁ ମିଳିଲା ଗୁରୁତ୍ୱ, ଆର୍‌ପିଡିଏସି ବୈଠକରେ ଅନେକ ପ୍ରସ୍ତାବ ଗୃହୀତ

ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଗ୍ରାମବାସୀଙ୍କ ଭବ୍ୟ ସମ୍ବର୍ଦ୍ଧନା ଝାରସୁଗୁଡ଼ା, ୧୦/୯: ସମ୍ବଲପୁର ଆର୍‌ଡିସି କାର୍ଯ୍ୟାଳୟରେ ଏନ୍‌ଏଲ୍‌ସି କମ୍ପାନୀ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଆର୍‌ପିଡିଏସି ବୈଠକ ଗତ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ବୈଠକରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର…

ଗୁଣାତ୍ମକ ଓ ବିଶ୍ୱସ୍ତରୀୟ ଶିକ୍ଷା ପ୍ରଦାନ ଆଦର୍ଶ ବିଦ୍ୟାଳୟର ମୁଖ୍ୟ ଲକ୍ଷ୍ୟ

ଅଲଡ଼ା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡ଼ା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିସରରେ ଆୟୋଜିତ…

ଚିକିତ୍ସାଳୟର ବିଭିନ୍ନ ସମସ୍ୟା ଓ ରୋଗୀ ସେବା ନେଇ ରୋଗୀ କଲ୍ୟାଣ ସମିତି ବୈଠକ

ତୁରନ୍ତ ସମସ୍ୟା ସମାଧାନ ପାଇଁ ବିଧାୟକଙ୍କ ପ୍ରତିଶ୍ରୁତି ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗରସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି) ପରିସରରେ ରୋଗୀ କଲ୍ୟାଣ ସମିତି (ଆରୋଗ୍ୟ କଲ୍ୟାଣ ସମିତି)ର ଗଭର୍ଣ୍ଣିଂ ବଡି ବୈଠକ ଅନୁଷ୍ଠିତ ହୋଇଛି।…

“ଆରୋହଣ” ୨୦୨୬ – ଭାରତର ପ୍ରଦର୍ଶନ କଳା ଏବଂ ସାଂସ୍କୃତିକ ଐତିହ୍ୟର ଏକ ଜାତୀୟ ସ୍ତରୀୟ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କଳା କଳ୍ପ ସାଂସ୍କୃତିକ ସଂସ୍ଥାନ , ନୂଆଦିଲ୍ଲୀର ଦ୍ଵାରା ଆୟୋଜିତ ଅଫ ଲାଇନ ଓ ଅନ୍ ଲାଇନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ନୂଆଦିଲ୍ଲୀର ୧ ଅଶୋକ ରୋଡ୍, ଆନ୍ଧ୍ର ପ୍ରଦେଶ ଭବନ ଅଡିଟୋରିୟମରେ ଅଫ୍ ଲାଇନ "ଆରୋହଣ ୨୦୨୬" - ଏକ ଜାତୀୟ ସ୍ତରୀୟ…

ଦିନରାତି ପରିଶ୍ରମ, ଦାୟିତ୍ୱବୋଧ ଓ ଟିମ୍‌ୱର୍କରେ ମ୍ୟୁନିସିପାଲିଟିର ସଫଳତା

ବଲାଙ୍ଗୀର ବିକାଶର ପଛରେ କର୍ମଚାରୀଙ୍କ ନିଷ୍ଠା ଓ ପରିଶ୍ରମ ବଲାଙ୍ଗୀର: ଏକ ସହରର ବିକାଶ କେବଳ ଯୋଜନା କିମ୍ବା ନେତୃତ୍ୱ ଦ୍ୱାରା ସମ୍ଭବ ନୁହେଁ। ଏହା ପଛରେ ରହିଥାଏ ଅନେକ କର୍ମଚାରୀଙ୍କ ନିରବ ପରିଶ୍ରମ, ଦାୟିତ୍ୱବୋଧ ଓ ନିଷ୍ଠା। ବଲାଙ୍ଗୀର ମ୍ୟୁନିସିପାଲିଟିର ବିଭିନ୍ନ ଉନ୍ନୟନମୂଳକ…

“ଆତ୍ମହତ୍ୟା ନୁହେଁ, ଜୀବନକୁ ବାଛନ୍ତୁ”

"ମାନସିକ ଚାପର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ,ପରିବାର ଓ ବନ୍ଧୁ ମାନଙ୍କ ସମର୍ଥନ,ଆବଶ୍ୟକ ସ୍ଥଳେ ବୃତ୍ତିଗତ ସହାୟତା ଆତ୍ମହତ୍ୟାକୁ ପ୍ରତିରୋଧ କରିପାରିବ । ଯୁବପିଢି ର ସମସ୍ୟାକୁ ଅବହେଳା ନକରି ଧର୍ଯ୍ୟ ର ସହ ଶୁଣିବା ଆବଶ୍ୟକ ସହାୟତା ଯୋଗାଇବା ଜରୁରୀ । ଏହା କେବଳ ଜଣେ ବ୍ୟକ୍ତି,ଚିକିତ୍ସକ…

ଶିଶୁଙ୍କୁ ସଠିକ୍ ପୋଷଣ ପାଇଁ ଦଳ ଓ ମତ ନିର୍ବିଶେଷରେ ଏକାଠି ହେବା- ଧର୍ମେନ୍ଦ୍ର ପ୍ରଧାନ

• ପୋଷଣର ଦାୟିତ୍ୱ ସରକାରୀ ପ୍ରୟାସରେ ସୀମିତ ନ ରଖି, ସମାଜକୁ ଭାଗୀଦାରୀ କରିବା• 'ପୋଷଣ ମାସ' ଏବଂପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରୁ ଆରମ୍ଭ ହେଉଥିବା 'ସେବା ପକ୍ଷ' ଅବସରରେ ପୋଷଣ ସୁରକ୍ଷା ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବା• 'ଖମାର ବଜାର ବାଇପାସ୍'…

ଅନୁଗୋଳର ବିକାଶ ଓ ବିସ୍ଥାପିତଙ୍କ କଲ୍ୟାଣ ପାଇଁ ହେବ ‘ମାଷ୍ଟର ପ୍ଲାନ୍’ – ଧର୍ମେନ୍ଦ୍ର ପ୍ରଧାନ

ସାଂସଦଙ୍କ ଉପସ୍ଥିତିରେ ଅନୁଗୋଳ ଜିଲ୍ଲାର ଆରପିଡିଏସି ଓ ଡିଏମଏଫ ଟ୍ରଷ୍ଟ ବୋର୍ଡ ବୈଠକ ଅନୁଷ୍ଠିତ • ଯୋଗଦେଲେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଓ ଅନୁଗୋଳ ଜିଲ୍ଲାର ବିଧାୟକଗଣ• ଖଣି ପ୍ରଭାବିତ ଗ୍ରାମଗୁଡ଼ିକର ସମସ୍ୟା, କ୍ଷତିପୂରଣ, ଥଇଥାନ ଏବଂ ରିହାବିଲିଟେସନ୍…

୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଭବ୍ୟ ସମାପନ

ପ୍ରତିଷ୍ଠିତ ପୁରସ୍କାର ପ୍ରଦାନ ସମାରୋହ ସହିତ ସୃଜନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ମନୋମୁଗ୍ଧକର ପ୍ରସ୍ତୁତି “ମାଟି” ଭୁବନେଶ୍ୱର, ୯ ସେପ୍ଟେମ୍ବର ୨୦୨୬ : ପୂଜ୍ୟ ଗୁରୁ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ବର୍ଷ ଭାବେ ୨୦୨୬କୁ ସ୍ମରଣୀୟ କରିବା ସହ କଳାତ୍ମକ ଉତ୍କର୍ଷର…

ସୋଆ କୃଷି ମହାବିଦ୍ୟାଳୟର ୨୦୨୬ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ସେପ୍ଟେମ୍ବର୦୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ରୁ ଶିକ୍ଷା ସମାପ୍ତ କରିଥିବା ୨୦୨୬ ବ୍ୟାଚ୍‌ର ଛାତ୍ରଛାତ୍ରୀଙ୍କ ଗ୍ରାଜୁଏସନ୍ ସେରିମନି ବୁଧବାର ଆୟୋଜିତ…