Sign in
Sign in
Recover your password.
A password will be e-mailed to you.
କୃଷି ବିଜ୍ଞାନ କେନ୍ଦ୍ରରେ କୃଷକ-ବୈଜ୍ଞାନିକ ଆଲୋଚନାଚକ୍ର କାର୍ଯ୍ୟକ୍ରମ
ଜଗତସିଂହପୁର,: ନିମକଣାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର,ଜଗତସିଂହପୁରରେ ଦୁଇଦିନିଆ କୃଷକ-ବୈଜ୍ଞାନିକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାଟି ତା ୦୧.୦୩.୨୦୨୪ ରିଖରୁ ଆରମ୍ଭ ହୋଇ ତା ୦୨.୦୩.୨୦୨୪ ରିଖରେ ଉଦଯାପିତ ହୋଇଥିଲା। ଏହି ଦୁଇଦିନିଆ କୃଷକ-ବୈଜ୍ଞାନିକ ଆଲୋଚନାଚକ୍ର…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗାମ୍ବୁସିଆ ମାଛ ପ୍ରଜନନ କେନ୍ଦ୍ର
ଜଗତସିଂହପୁର,ତା-୦୩.୦୩.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ବିଭାଗ,ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ମଶା ବଂଶର ଲୋପ କରିବା ପାଇଁ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଗାମ୍ବୁଶିଆ ମାଛ ଚାଷ ପ୍ରଜନନ କେନ୍ଦ୍ର ଜିଲ୍ଲା ମୁଖ୍ୟ…
ମାହାଙ୍ଗା ମହିଳା ବିଜେଡି ବ୍ଲକ କମିଟି ଏବଂ ପଞ୍ଚାୟତ ସଭାପତି-ସମ୍ପାଦକ କମିଟି ଗଠିତ
https://youtu.be/5mI9FigTJhI
ତୃଣମୂଳ ସ୍ତରରୁ ବିଜେଡି ମହିଳା ସଂଗଠନକୁ ମଝବୁତ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନାଙ୍କ ହାତମୁଠାକୁ ଟାଣ କରିବା ପାଇଁ ଶପଥ l
(ମାହାଙ୍ଗା-ଶାସକ ପ୍ରଶାସକ): ଆସନ୍ତା ୨୦୨୪ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି…
ଗୁଣପୁର ଶତାୟୁ ସରକାରୀ ଉଚ୍ଚ ବିଦ୍ୟାଳୟ 1980 ମସିହା ଛାତ୍ରଙ୍କ ବନ୍ଧୁ ମିଳନ*
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି - ରାୟଗଡ ଜିଲ୍ଲା ଗୁଣପୁର ଶତାୟୁ ସରକାରୀ ଉଚ୍ଚ ବିଦ୍ୟାଳୟର 1980 ମସିହା ବ୍ୟାଚ ଛାତ୍ର ମାନଙ୍କ ବନ୍ଧୁମିଳନ ଗୁଣପୁର ସଦର ମହକୁମା ସ୍ଥିତ ସ୍ଥାନୀୟ ବିଦ୍ୟାନିକେତନ୍ ନିକଟସ୍ଥ ଆମ୍ବ ତୋଟା ଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଗୁଡ଼ାରୀ ବିଜ୍ଞାନ…
ଜଗତସିଂହପୁର ରେ ପଲ୍ସ ପୋଲିଓ ଉଦଘାଟନୀ ଉତ୍ସବ -୨୦୨୪
ଜଗତସିଂହପୁର,ତା-୦୩.୦୩.୨୦୨୪/ସୁମନ୍ତ କୁମାର ଦାସ: ଆଜି ଜିଲ୍ଲା ସ୍ଵାସ୍ଥ୍ୟ ସମିତି, ଜଗତସିଂହପୁର ଆନୁକୁଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା୍ଳୟ ପରିସରସ୍ଥ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଲସ ପୋଲିଓ ଟୀକାଦାନ କାର୍ଯ୍ୟକ୍ରମ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଦ୍ୱାରା ଶୁଭ…
ଉତ୍କଳ ସମାଜ ଜିଲ୍ଲା ଶାଖାର କର୍ମୀ ସମ୍ମିଳନୀ
ଢ଼େଙ୍କାନାଳ / ରବିନ୍ ଦାସ; ଢେଙ୍କାନାଳ ଦେଉଳସାହି ସ୍ଥିତ ବଳରାମ ମନ୍ଦିର ପ୍ରାଙ୍ଗଣରେ ଉତ୍କଳ ସମାଜ ଢ଼େଙ୍କାନାଳ ଜିଲ୍ଲା ଶାଖା ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଉତ୍କଳ ସମାଜ ରାଜ୍ୟ ସାଧାରଣ ସମ୍ପାଦକ ଡ଼ଃ. ଭାସ୍କର ଚନ୍ଦ୍ର ଜେନା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ…
ଢେଙ୍କାନାଳ ଜିଲ୍ଲା କମ୍ପ୍ୟୁଟର ଶିକ୍ଷକ ସଂଘ ତରଫରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା
ଢ଼େଙ୍କାନାଳ / ରବିନ୍ ଦାସ ; କମ୍ପ୍ୟୁଟର ଶିକ୍ଷକ ସଂଘର ଏକ ବୈଠକ ଢେଙ୍କାନାଳ ସ୍ଥିତ ଦଧିବାମନ ଜୀଉ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ପ୍ରଥମେ ପ୍ରଭୁ ଦଧିବାମନଙ୍କ ନିକଟରେ ସମୂହ ଦୀପଦାନ କରିବା ସହ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଶୁଭ ମନାସିଥିଲେ । ୫-ଟି…
ପୂର୍ବତନ ସୈନିକ ରାମଚନ୍ଦ୍ର ମହାନ୍ତିଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି
ଢେଙ୍କାନାଳ / ରବିନ୍ ଦାସ ; ଜିଲ୍ଲାର ପୂର୍ବତନ ସାମରିକ ସଂଘ ଦ୍ୱାରା ଗତ ଫେବୃଆରୀ ୨୨ ତାରିଖରେ ଦେହାନ୍ତ ହୋଇଥିବା ତାଳବରକୋଟ ଗ୍ରାମର ସୈନିକ ରାମଚନ୍ଦ୍ର ମହାନ୍ତିଙ୍କ ଏକାଦଶାହ ଉପଲକ୍ଷେ ଅଦ୍ୟ ରବିବାର ସ୍ମୃତିଚାରଣ ତଥା ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା । ଉକ୍ତ…
ଢେଙ୍କାନାଳ ରୋଟାରୀ କ୍ଲବ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ପୋଲିଓ ଦିବସ ପାଳିତ
ଢ଼େଙ୍କାନାଳ / ରବିନ୍ ଦାସ ; ଢେଙ୍କାନାଳ ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରୋଟାରୀ କ୍ଲବ୍ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସ୍ଥାନୀୟ ବସ୍ଷ୍ଟାଣ୍ଡ ଠାରେ ବିଶ୍ୱ ପୋଲିଓ ଦିବସ ପାଳିତ ହୋଇଯାଇଛି । ଢ଼େଙ୍କାନାଳ ମୁଖ୍ୟ ବସଷ୍ଟାଣ୍ଡ ଓ ରେଲୱେ ଷ୍ଟେସନ୍ ପାଖରେ ଦୁଇଟି କ୍ୟାମ୍ପ୍ କରି ଜନ୍ମରୁ…
ରାଜ୍ୟସ୍ତରୀୟ ନାଟ୍ୟମେଳାର ୩ୟ ସଂଧ୍ୟା: ସଚ୍ଚୋଟ କଳାକାରର ଆତ୍ମଲିପି ‘ମଞ୍ଚମାୟା’ ରେ ବିଭୋର ଦର୍ଶକ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ବାସ୍ତବ ଦୁନିଆଁର ସମସ୍ୟା ସବୁବେଳ ମଞ୍ଚ ଦୁନିଆକୁ ଆଘାତ କରେ । ମାତ୍ର ମଞ୍ଚ ଦୁନିଆଁ କେବେ ମଧ୍ୟ ବାସ୍ତବ ଦୁନିଆଁକୁ ପ୍ରଭାବିତ କରେନା । ମଞ୍ଚମାୟାରେ କଳାକାରଟି କିପରି ଭୁଲିଯାଏ ନିଜ ସଂସାର କଥା,ନିଜ ଦାୟିତ୍ୱ କଥା । ଏହା କ’ଣ ତା’ର ଦାୟିତ୍ୱ ହୀନତା ନା…