କାଶିପୁରରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ଥାନ ଅନ୍ତର୍ଗତ ମୋଇଲିଗୁଡା ଗ୍ରାମର ଗତକାଲି ରାତିରେ ଜଣେ ମହିଳାଙ୍କ ସଂଙ୍ଘବଧ ଭାବେ ପିଟିପିଟି ମାରିଦେଇଥିବା ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ସ୍ବାମି ସୁବେର ନାଏକ।ମୃତ ମହିଳା ଙ୍କ ନାମ ହେଉଛି ଦିନାମଣି ନାଏକ ।ଗତକାଲି ରାତିରେ ସୁବେର ନାଏକ କୈଣଷି କାମରେ ଟିକିରି ଯାଇ ଫେରିବା ସମୟରେ ତାଙ୍କ ସ୍ତ୍ରୀ ଘର ବାରଣ୍ଡାରେ ବସିଥିଲା।ଏହି ସମୟରେ ଗ୍ରାମର ଧନମଣି ନାଏକ,ଭାବି ନାଏକ,ପ୍ରେମିକା ନାଏକ,ସୋନାଲି ନାଏକ
ଜୀବନ ନାଏକ,ଯୁଧ୍ୟିଷ୍ଟିର ନାଏକ,ବୁଧ୍ୟଦେବ ନାଏକ, ମିସି ତାଙ୍କ ସହିତ ଝୋଗଡା କରିଥିଲେ ତାଙ୍କ ସ୍ତ୍ରୀ ବିରୋଧ କରିବା ରେ ତାକୁ ପିଟିପିଟି ସମସ୍ତେ ମିଶି ମାରିଦେବା ଫୋଳରେ ଅଚେତ ହୋଇ ତଳେ ପଡିଯାଇଥିଲେ।ପୋରିବାର ଲୋକେ ତାଙ୍କୁ ତୁରନ୍ତ ଉଧ୍ୟାରକରି ଉଷାପଡା ସ୍ଥିତ ଉତ୍କଳ ହଷ୍ପିଟାଲ କୁ ନେଇଥିଲେ।ଡାକ୍ତର ତାଙ୍କୁ ଦେଖିଲାପରେ ମୃତ ଘୋଷଣା କରିଥିବା ତାଙ୍କ ସ୍ବାମି ସୁବେର ନାଏକ ଅଭିଯୋଗ କରିଛନ୍ତି।।ସଙ୍ଗେସଙ୍ଗେ ତାଙ୍କ ସ୍ବାମି ସୁବେର ନାଏକ ଏବିଷୟରେ ଟିକିରିଥାନାରେଏତଲା ଦେଲେ।ଏତଲା ଗ୍ରହଣ କରିବା ପରେ ତୁରନ୍ତ ଟିକିରି ଥାନା ଆଇଆଇସି ବିଶ୍ଵବନ୍ଦିନୀ ବାଗ ନିଜେ ଘୋଟଣ ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରି ଏହି ଅପରାଧ ରେ ଯୋଡିତ ଥିବା ସମସ୍ତ ଅପରାଧୀ ମାନଙ୍କୁ ଟିକିରି ଥାନାକୁ ଆଣି ଅଟକ ରଖିଥିଲେ।ଆଜି ସକାଳୁ ଉତ୍କଳ ହଷ୍ପିଟାଲ ରେ ଥିବା ଶୋବକୁ ଉଧ୍ୟାରକରି ଆଇଆଇସି ଶ୍ରୀମତୀ ବିଶ୍ଵ ବନ୍ଦିନୀ ବାଗ କାଶିପୁର ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଶୋବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ।ଅନ୍ୟପଟେ ଘୋଟଣା ସ୍ଥଳକୁ ସାଇନଟିଫିକ ଟିମ ପହଞ୍ଚି ତଦନ୍ତ କରି ଫେରିଯାଇଛନ୍ତି।
Sign in
Sign in
Recover your password.
A password will be e-mailed to you.