Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ସୋସିଆଲ ମିଡିଆ ଟିମର କର୍ମଶାଳା ଅନୁଷ୍ଠିତ
ପୁରୀ, (ଅନିମେଶ ପଟ୍ଟନାୟକ): ବୁଧବାର ଜିଲ୍ଲା ସୋସିଆଲ ମିଡିଆର ଏକ କର୍ମଶାଳା ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୋସିଆଲ ମିଡିଆ ଓଡ଼ିଶା ପ୍ରଭାରୀ ଡକ୍ଟର ସୁମିତ ଦୁବେ ଜିଲ୍ଲାର ସମସ୍ତ ସୋସିଆଲ ମିଡିଆ ଟିମ ସଦସ୍ଯଙ୍କୁ ଗୁରୁମନ୍ତ୍ର ଦେଇଥିଲେ ।…
ଜିଲ୍ଲା ଶିଳ୍ପ କେନ୍ଦ୍ରରେ ଉଦ୍ୟେଗୀ ଦିବସ ପାଳିତ
ରାୟଗଡ ୦୫.୦୩.୨୦୨୪ ଜିଲ୍ଲା ଶିଳ୍ପ କେନ୍ଦ୍ର, ରାୟଗଡର ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଳ୍ପ କେନ୍ଦ୍ର, ରାୟଗଡ ଓ ଭାରତ ସରକାରଙ୍କ ଏମ୍.ଏସ୍.ଏମ୍.ଇ ଡି. ଏଫ୍.ଓ ରାୟଗଡ ମିଳିତ ଆନୁକୂଲ୍ୟରେ ଉଦ୍ୟୋଗୀ ଦିବସ-୨୦୨୪ ପାଳନ ହୋଇଯାଇଛି । ଉକ୍ତ କର୍ମଶାଳାରେ ରାଜ୍ୟ ସରକାରଙ୍କ ବିଭିନ୍ନ…
– ବିଜେପି ମହିଳା ମୋର୍ଚ୍ଚାର ନାରୀ ଶକ୍ତି ବନ୍ଦନ ଯାତ୍ରା କାର୍ଯ୍ୟକ୍ରମ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମାହାଙ୍ଗା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନାରୀ ଶକ୍ତି ବନ୍ଦନ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଆଗାମୀ ଆର୍ନ୍ତଜାତୀୟ ମହିଳା ଦିବସ ଉପଲକ୍ଷେ ମହିଳାମାନଙ୍କ ପାଇଁ ଯଶ୍ଵସୀ…
ବେଲଗୁଣ୍ଠା ବ୍ଳକ୍ ରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ୍ ବଣ୍ଟନ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବ୍ଳକ୍ ପରିସରରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରୁ ବାଦ୍ ପଡ଼ିଥିବା ଅଠରଟି ପଂଚାୟତର 714 ପରିବାରକୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ୍ ବଣ୍ଟନ କରାଯାଇଛି I ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ତତ୍ତ୍ୱାବଧାନ ତଥା…
ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ଅନ୍ତର୍ଗତ ବାଳିକା ମାନଙ୍କ ପାଇଁ କ୍ରୀଡ଼ା “ଉଡାନ୍” ଉତ୍ସବ
ଭବାନୀପାଟଣା: ତା: 06.03.2024: ଆଜି ସ୍ଥାନୀୟ ରିଜର୍ଭ ପୋଲିସ ପଡିଆ ରେ ସକାଳ 9.00 ଘଣ୍ଟା ସମୟରେ ଭାରତ ସରକାରଙ୍କ ଅଧିନସ୍ଥ “ ବେଟୀ ବଚାଓ ବେଟୀ ପଢାଓ” କାର୍ଯ୍ୟକ୍ରମ ଅନ୍ତର୍ଗତ ବାଳିକା ମାନଙ୍କ ପାଇଁ ଉଦ୍ଦିଷ୍ଟ ଜିଲ୍ଲାସ୍ତରୀୟ “ଖୋ ଖୋ” କ୍ରୀଡାର ଆୟୋଜନ କରାଯାଇଥିଲା । ଏହି…
ଭଞ୍ଜନଗର ରେ ଦଶ ଗୋଟି ଗ୍ରାମପଞ୍ଚାୟତ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ଗଠନ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ ସମିତି ଓ ଓସଡାମା ସହଯୋଗରେ ଆଜି ଫେବୃଆରୀ ମାସ ୬ ତାରିଖ ୨୦୨୪ ବୁଧବାର ଦିନ ଭଞ୍ଜନଗର ବ୍ଲକରେ ଥିବା ୧୦ ଗୋଟି କୁଲାଡ,ଗୋଲାପଡା, ବାଉଁଶଲୁଣ୍ଡି, ଡିହପଢାଳ , ତୁରୁମୁ,ତିଳିଶିଙ୍ଗୀ,ବ୍ରାହ୍ମଣପଦର,ଦୋହମୁହାଣି, ହରିଗଡ ଓ ଗଲେରୀ…
ଶୁଭ ମୁକ୍ତି ଲାଭ କଲା ସିନେମା ଦୁଇ ଦୁଣେ ପାଞ୍ଚ
ଭବାନୀପାଟଣା (ଶାସକ ପ୍ରଶାସକ ) ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିଉ ଷ୍ଟାର ସିନେ ପ୍ଲେକ୍ସ ଠାରେ ଦୁଇ ଦୁଣେ ପାଞ୍ଚ ଓଡ଼ିଆ ସିନେମା ର ଶୁଭ ମୁକ୍ତି ଲାଭ କରିଅଛି l ଏଥିରେ କଳାହାଣ୍ଡି ର ବିଶିଷ୍ଟ କଳାକାର ତଥା ଅଭିନୟ କାରି ନିଜର ଅଭିନୟର ଦକ୍ଷତା ଦ୍ୱାରା ଦର୍ଶକ ମାନଙ୍କ ମନରେ ଏକ…
ବ୍ଲକ ସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ଗୁଣପୁର ବ୍ଲକ ସଭାଗୃହରେ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ବ୍ଲକ ସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ପ୍ରଥମେ ବିଘ୍ନ ବିନାଶକ ଗଣେଶଙ୍କ ଠାରେ ପ୍ରଦିପ ପ୍ରଜ୍ବଳନ ପରେ କେକ କାଟି କାର୍ଯ୍ୟକ୍ରମର ଶୁଭାରମ୍ଭ…
ମୋଦି ଗ୍ୟାରେଂଟିକୁ ଆପଣାଇଥିବା ଓଡିଶାବାସୀ ଆଗାମୀ ଦିନରେ ଓଡିଶାରେ ବିଜେପିର ଡବଲ୍ ଇଂଜିନ ସରକାର ଗଠନ କରିବେ : ମନମୋହନ…
ବିଶିଷ୍ଟ ଶିଳ୍ପ ବିଶାରଦ ତଥା ନାଲକୋର ପୂର୍ବତନ ସିଏମ୍ଡି ଡ. ତପନ କୁମାର ଚାନ୍ଦ ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଲେ
ସେବାନିବୃତ ନୌସେନା ଅଧିକାରୀଗଣ ଡ.ବିପିନ ମିଶ୍ର, ଦିନବନ୍ଧୁ ଷଡଙ୍ଗୀ, ଅଶୋକ ପଟ୍ଟନାୟକ, ରମେଶ ଲେଙ୍କା ଏବଂ ବାୟୁସେନା ଅଧିକାରୀ କୃତିବାସ ମିଶ୍ର ଓ…
ଭୁବନେଶ୍ୱର ଗୋଠପାଟଣାଠାରେ ପ୍ରଥମ ‘ଆଦିବାସୀ ଭବନ’ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଖର୍ଚ୍ଚ ହେବ ୧୦୦ କୋଟି ଟଙ୍କା
ଆଦିବାସୀ କଳା, ସଂସ୍କୃତି ଓ ବିକାଶର ବିଚାରବିମର୍ଶ, ବୈଠକ, ସମ୍ମିଳନୀ ଓ ପ୍ରଦର୍ଶନ ପାଇଁ ଏହି ଭବନ ଏକ ବହୁମୁଖୀ କେନ୍ଦ୍ର ଭାବେ ପରିଗଣିତ ହେବ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀର ଗୋଠପାଟଣାଠାରେ ପ୍ରଥମ ‘ଆଦିବାସୀ ଭବନ’ର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ…