ଆଶା କର୍ମୀମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି, ସେବା ନିବୃତ୍ତି ପ୍ରୋତ୍ସାହନ ରାଶିରେ ବୃଦ୍ଧି

ଆଶା କର୍ମୀଙ୍କ ମାସିକ ପାରିଶ୍ରମିକ ୪,୫୦୦ ଟଙ୍କାରୁ ୭ ହଜାର ଟଙ୍କାକୁ ବୃଦ୍ଧି, ସେବା ନିବୃତ୍ତି ପ୍ରୋତ୍ସାହନ ରାଶି ପରିମାଣ ୫୦ ହଜାର ରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି ଉପକୃତ ହେବେ ୪୯,୫୨୨ ଆଶା କର୍ମୀ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ…

ସିଏସ୍ ଆଇଆର୍-ଆଇଏମ୍ଏମଟିରେ ଦିନିକିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ୱର : ସିଏସଆଇଆର–ଆଇଏମଏମଟି ଭୁବନେଶ୍ୱରଠାରେ ଇନଟେକ ଦ୍ୱାରା ପେଟେଣ୍ଟ ଗୁଡ଼ିକର ଆବଶ୍ୟକତା ତଥା ' ଆଇପି ଫର ଅଲ ' ବିଷୟ ବସ୍ତୁ ସମ୍ବନ୍ଧୀୟ ଏକ ଦିବସୀୟ ଲେକଚର୍ସ, ପ୍ରାକଟିକାଲ ହ୍ୟାଣ୍ଡ-ଅନ୍ ଏବଂ ଆଲୋଚନା ଭିତ୍ତିକ କର୍ମଶାଳା ଆୟୋଜିତ ହୋଇଯାଇଛି | ଏହି କର୍ମଶାଳାରେ ଓଡ଼ିଶାର ବିଭିନ୍ନ…

ବିଜେଡିରେ ମିଶିଲେ ବିଜୟ ମହାପାତ୍ରଙ୍କ ପୁଅ

https://youtu.be/CuFP_mMVMoMଭୁବନେଶ୍ୱର : ବିଜେଡିରେ ମିଶିଲେ ‘ସ୍ୱାଭିମାନୀ’ ନେତା ବୋଲି କୁହାଯାଉଥିବା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ନିଜ ସମର୍ଥକଙ୍କ ଗହଣରେ ନବୀନ ନିବାସ ଆସି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କର ଆଶୀର୍ବାଦ ନେବାପରେ ବିଜେଡିରେ ବିଧିବଦ୍ଧ ଭାବେ…

ଶ୍ରୀ ବ୍ରହ୍ମେଶ୍ୱର ମନ୍ଦିରରେ ମହାଶିବରାତ୍ରୀ ଓ ଜାଗର ଯାତ୍ରା: ରାତି ୧୦.୩୦ରେ ଉଠିବ ମହାଦୀପ

ଭଜନ ସଂଧ୍ୟା ଓ ଗୀତ ଗୋବିନ୍ଦ ଗାନ ସହ ସୃଷ୍ଟି ହେବ ଆଧ୍ୟାତ୍ମିକ ପରିବେଶ ଭୁବନେଶ୍ୱର-ଭୁବନେଶ୍ୱରଟଙ୍କପାଣି ରୋଡ୍ ବ୍ରହ୍ଣେଶ୍ୱରପାଟଣାସ୍ଥିତ ପ୍ରସିଦ୍ଧ ଶ୍ରୀବ୍ରହ୍ମେଶ୍ୱର ମନ୍ଦିରପୀଠରେ ପବିତ୍ର ମହା ଶିବରାତ୍ରୀ ଓ ଜାଗର ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହେବ ।ଆଗାମୀ ମାର୍ଚ୍ଚ ୮…

ଜିଲ୍ଲାସ୍ତରୀୟ ଆଶା , ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଶୀର୍ବାଦ ସମ୍ମିଳନୀ ସଭା ଗୃହ ଠାରେ ଜିଲ୍ଲାସ୍ତରୀୟ ଆଶା , ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ…

ଉତ୍ତର ପ୍ରଦେଶ ଅବଶିଷ୍ଟ ଲୋକସଭା ଆସନ ପ୍ରାର୍ଥୀ ଚୟନ ନେଇ ବୈଜୟନ୍ତ ପଣ୍ଡାଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ

ଲକ୍ଷ୍ନୌ- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଏବଂ ଉତ୍ତର ପ୍ରଦେଶ ନିର୍ବାଚନ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଉତ୍ତର ପ୍ରଦେଶର ଅବଶିଷ୍ଟ ୨୮ଟି ଲୋକସଭା ଆସନରେ ପ୍ରାର୍ଥୀ ତାଲିକା ଚୁଡାନ୍ତ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ଏକ…

ଜଗତସିଂହପୁର ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ-2024 ପାଳିତ

ଜଗତସିଂହପୁର,: ଆଜି ପୂର୍ବାହ୍ନ ରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଏବର୍ଷ ର ବାର୍ତ୍ତା ରହିଛି "ମହିଳା…

“ମୋର ପ୍ରଥମ ଭୋଟ ଦେଶ ପାଇଁ” କାର୍ଯ୍ୟକ୍ରମ ଅନୁଷ୍ଠିତ.

 ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ଜିଲ୍ଲାର ଟିର୍ଲି ଆମ୍ବଗୁଡା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ "ମୋର ପ୍ରଥମ ଭୋଟ ଦେଶ ପାଇଁ"ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମ ଆରମ୍ଭ ରେ ଜାତୀୟ ସେବା ଯୋଜନା ଅଧିକାରୀ…

ଟ୍ରକ ଧକ୍କାରେ ଜଣେ ମୃତ, ୫ଘଣ୍ଟା ଧରି ରାସ୍ତା ରୋକ କଲେ ଲୋକେ

ବାସୁଦେବପୁର - ସ୍ଥାନୀୟ ଵିଦେଇପୁର ଠାରେ କଣ୍ଟିଆ ନାଳୀ ଠାରେ ଟ୍ରକ ଧକ୍କା ରେ ଜଣେ ବ୍ୟକ୍ତି ଙ୍କର ଜୀବନ ଯାଇଛି। ବ୍ୟକ୍ତି ଜଣକ ହେଲେ ମାୟାଧର ମଲିକ ବୟସ (୬୨)। କୌଣସି କାମ ରେ ରାସ୍ତା ରେ ଯିବା ସମୟ ରେ ଟ୍ରକ୍ ଧକ୍କା ଦେଇଛି ବୋଲି ଲୋକେ କହିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଲୋକେ କ୍ଷତି…

ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ କୃଷକ ସଚେତନତା

ଜଗତସିଂହପୁର: ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓ.ୟୁ.ଏ.ଟି)ଅଧୀନରେ ଥିବା ଗ୍ରାମୀଣ କୃଷି ମୌସମ ସେବା ଓ କୃଷି ବିଜ୍ଞାନ କେନ୍ଦ୍ର,ଜଗତସିଂହପୁରର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଜଳବାୟୁ ପରିବର୍ତ୍ତନ ଓ କୃଷି ଉପରେ ଏହାର ପ୍ରଭାବ ତଥା ପାଣିପାଗ…