ଗୁଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୭୯ ମସିହା ବ୍ୟଚ ଛାତ୍ର ମାନଙ୍କ ବନ୍ଧୁମିଳନ

ଗୁଣପୁର: ଗୁଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୭୯ ମସିହା ବ୍ୟଚ ଛାତ୍ର ମାନଙ୍କ ବନ୍ଧୁମିଳନ ଗୁଣପୁର  ନିକଟସ୍ଥ ପୁଳୁଗୁମି ଠାରେ ଅନୁଷ୍ଠିତ ହୋଇଥିଲା।ବହୁ ଦିନ ପରେ ସାଙ୍ଗ ମାନେ ଏକତ୍ରିତ ହୋଇ ବହୁ ଖୁସି ମନେ କରିଥିଲେ । ଗୋପାଳ ପଢିୟାରୀ,ଅଶୋକ ହୋତା, ଦର୍ଯୋଧନ ଦାସ,ସାନ୍ତନୁ ଦାସ,…

ତେଜସ୍ୱିନୀ ଦ୍ୱାରା ନାରୀ ସଶକ୍ତି କରଣ କାର୍ଯ୍ୟକ୍ରମ

 ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ଓଡ଼ିଶାର ଅଗ୍ରଣି ସାମାଜିକ ଅନୁଷ୍ଠାନ ତେଜସ୍ୱିନୀ ଦ୍ୱାରା ବେଲ ଗୁଣ୍ଠା ବ୍ଲକ ଆମ୍ବପୁଆ ଗ୍ରାମର ମିଶନ ଶକ୍ତି ଗୃହ ଠାରେ ନାରୀ ସଶକ୍ତିକରଣ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ସମସ୍ତ ବର୍ଗର ମହିଳା ମାନେ ଯୋଗ ଦେଇଥିଲେ।ପ୍ରଥମେ ମୂଖ୍ୟ…

ମୋ ସ୍କୁଲ ଦାନାର୍ଥି ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ମାନିତ

ନର୍ଲା: ନର୍ଲା ଆଜି ଗୁରୁବାର ସକାଳ ୧୧ ଘଣ୍ଟା ସମୟରେ ନର୍ଲାରୋଡ ସ୍ଥିତ ଜୟାଦୂର୍ଗା ହାଇସ୍କୁଲ ପରିସରରେ ମୋ ସ୍କୁଲ ଉତ୍ସବ ସ୍କୁଲ ର ପ୍ରଧାନ ଶିକ୍ଷକ ବିଷମ୍ବର୍ ଭୋଇ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ଏଥିରେ ପୂର୍ବତନ ଛାତ୍ର ସାଂସଦ ର ବଦାନ୍ୟ ବ୍ୟକ୍ତି ତଥା ସ୍କୁଲ ଶିକ୍ଷକ କର୍ମଚାରୀ…

ଭବାନୀପାଟଣା ଠାରେ ଆନ୍ତର୍ଜାତୀୟ ମହିଳା ଦିବସ-୨୦୨୪ ପାଳନ

ଭବାନୀପାଟଣା ତା: ୦୭/୦୩(ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟଳୟ, କଳାହାଣ୍ଡିର ଆନୁକୁଲ୍ୟରେ ଚଳିତ ବର୍ଷର ଆନ୍ତର୍ଜାତୀୟ ମହିଳା ଦିବସ - ୨୦୨୪ ତା ୦୭.୦୩.୨୪ ରିଖ ଦିନ ଭବାନୀପାଟଣା ବ୍ଲକ ସଭାଗୃହ, ଠାରେ ପାଳିତ ହୋଇଯାଇଅଛି । ଏହି ଦିବସରେ ଜିଲ୍ଲାପାଳ ଶ୍ରୀମତୀ ପି.…

ସ୍ୱେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ସମ୍ମାନିତ ହେଲା ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ

ସାମାଜିକ ଦାୟିତ୍ଵ ବୋଧ ସହ ଛାତ୍ରଛାତ୍ରୀ ମାନଙ୍କୁ ଇଚ୍ଛା ଶକ୍ତି ଓ ସେବା ମନବୃତି ଯୋଗୁଁ ସମ୍ଭବ ହୋଇପାରୁଛି। ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ସ୍ୱେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ଯୋଗୁଁ ଆଜି ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ…

ରାଜ୍ୟସ୍ତରୀୟ ନାଟ୍ୟମେଳାର ଅନ୍ତିମ ସନ୍ଧ୍ୟା,ଜନାର୍ଦ୍ଦନ ମିଶ୍ର ନାଟ୍ୟସମ୍ମାନ ପ୍ରଦାନ ସହ ମଞ୍ଚସ୍ଥ ହେଲା ନାଟକ…

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଗତ ସାତଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ନାଟ୍ୟମେଳାର ଅନ୍ତିମ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ସାମାଜିକ ଓ ପାରିବାରିକ ସମସ୍ୟା ଭିତ୍ତିକ ନାଟକ ‘ଶୁଖିଲା ସମୁଦ୍ର’ । ଅଳ୍ପ ଦରମା ପାଉଥିବା ଏକ ନିମ୍ନ ମଧ୍ୟବିତ୍ତ ପରିବାରର ମଣିଷଟିଏ ପରିବାର ଭରଣ ପୋଷଣ ପାଇଁ…

ବିଶାଳ ଜନସମୁଦ୍ର ମଧ୍ୟରେ ରାସ୍ତା ଶିଳାନ୍ୟାସ କଲେ ମାହାଙ୍ଗା ଵିକାଶପୁରୁଷ ବିଧାୟକ ପ୍ରତାପ ଜେନା :

https://youtu.be/hKsN5WNW7gY ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା ଜଣାଇଲେ ଗ୍ରାମବାସୀ l  (ମାହାଙ୍ଗା-ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଶାସନରେ ଅନୁପ୍ରାଣିତ ବିଜୁ ଜନତା ଦଳ ପାଇଁ ଜଣେ ଶୁଭଙ୍କର ବିଧାୟକ ଭାବେ…

ନିଶ୍ଚିନ୍ତକୋଇଲିରେ ଡକ୍ଟର ବି. ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବା ନିମନ୍ତେ ପ୍ରସ୍ତୁତି ବୈଠକ l

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ ): ନିଶ୍ଚିନ୍ତକୋଇଲି ଥାନା ଛକ ନିକଟରେ ଆସନ୍ତା ୧୧ ତାରିଖ ସୋମବାର ଅପରାହ୍ନ ୩ ଘଟିକା ରେ ସମୟରେ ଭାରତୀୟ ସମ୍ବିଧାନ ପ୍ରଣେତା ଡକ୍ଟର ବି. ଆର. ଆମ୍ବେଦକରଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯିବ l ଯାହାପାଇଁ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଦିନ କଲ୍ୟାଣୀ…

ଗତ ୨୦ ବର୍ଷ ମଧ୍ୟରେ ଓଡିଶାର ‘ମା’ ମାନେ ବହୁତ ଆଗକୁ ଆସିପାରିଛନ୍ତି

ରାଜ୍ୟସ୍ତରୀୟ ବିଶ୍ୱ ମହିଳା ଦିବସ ମା’ମାନଙ୍କ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଅଧିକାରର ସୁରକ୍ଷା ପାଇଁ ଆମର ଉଦ୍ୟମ ଜାରି ରହିଛି ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ବିଶ୍ୱ ମହିଳା ଦିବସ ପାଳନ ଅବସରରେ କହିଛନ୍ତି ଯେ ଗତ ୨୦ ବର୍ଷ ମଧ୍ୟରେ ଓଡିଶାର…

ସେବା ପ୍ରଦାନକାରୀ ସଂସ୍ଥା ଗୁଡିକ ଜରିଆରେ ବିଭିନ୍ନ ବିଭାଗରେ କାମ କରୁଥିବା Outsourcing କର୍ମଚାରୀମାନଙ୍କ…

ଅଭିଜ୍ଞତା ଭିତ୍ତିରେ ପାରିଶ୍ରମିକ ସ୍ଥିର କରାଯିବ ପ୍ରତି ପାଞ୍ଚ ବର୍ଷ ର ଅଭିଜ୍ଞତା ପାଇଁ ମାସିକ ଅଧିକ ଏକ ହଜାର ଟଙ୍କା ମିଳିବ. ଭୁବନେଶ୍ବର: ସେବା ପ୍ରଦାନକାରୀ ସଂସ୍ଥା ଦ୍ବାରା ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା Outsourcing କର୍ମଚାରୀ ମାନଙ୍କ ପାଇଁ…