ଭୁବନେଶ୍ୱର ବିକାଶ ପାଇଁ ବିଏମସି କାର୍ଯ୍ୟାଳୟରେ ବୈଠକ

0

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ଭୁବନେଶ୍ୱର ବିଭିନ୍ନ ମୁଖ୍ୟ ଏବଂ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ସହରର ବିକାଶ ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ସକାରାତ୍ମକ ଆଲୋଚନା ହେଲା ଲ ଆଗାମୀ ଦିନରେ ଉଭୟ କେନ୍ଦ୍ର ରାଜ୍ୟ ସରକାରଙ୍କ ସହଯୋଗରେ ସମସ୍ତ ସମସ୍ୟା ସମାଧାନ ହେବ ବୈଠକରେ ମତ ପ୍ରକାଶ ପାଇଥିଲା |
Imageଏହି ଅବସରରେ ବିଧାୟକ ଶ୍ରୀ ବାବୁ ସିଂ, ମେୟର ଶ୍ରୀମତୀ ସୁଲୋଚନା ଦାସ, ସମସ୍ତ ବରିଷ୍ଠ ଅଧିକାରୀ ଏବଂ ସହକର୍ମୀ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ଏବଂ ଜଗନ୍ନାଥ ପ୍ରଧାନ. ଶ୍ରୀମତୀ ରଶ୍ମି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l

Image

Image

Leave A Reply

Your email address will not be published.