ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୃଦ୍ଧଙ୍କୁ ହତ୍ୟା ସନ୍ଦେହ

ଖୋର୍ଦ୍ଧା/ଯୋଗେଶ୍ୱର ପଣ୍ଡା - ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ମାଣିବନ୍ଧ ନୂଆପଲ୍ଲୀ ଗ୍ରାମର ଶିବ ନାୟକ ନାମକ ଜଣେ ବ୍ୟକ୍ତି କବାଡ଼ିଆ ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଉ ଥିଲେ। ତେବେ ଶନିବାର ଦିନ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ଯାକାଣ୍ଡ ଘଟିଛି ବୋଲି…

ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କ ପାଇଁ ବର୍ଷକୁ ୧୫ ଦିନର ସାମୟିକ ଛୁଟି

ମହିଳା କର୍ମଚାରୀମାନଙ୍କ ପାଇଁ ସବୈତନିକ ପ୍ରସୂତିକାଳୀନ ଛୁଟି ଉପକୃତ ହେବେ ୩୩,୪୨୦ କର୍ମଚାରୀ 5T ଅଧ୍ୟକ୍ଷଙ୍କ ଜିଲ୍ଲାଗସ୍ତ ସମୟରେ ମିଳିଥିଲା ପ୍ରସ୍ତାବ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସମସ୍ତ ନୂତନ ଅନୁଦାନ ପ୍ରାପ୍ତ…

ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚତର ଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ବ୍ଲକ ଗ୍ରାଣ୍ଟ କର୍ମଚାରୀମାନଙ୍କ ବିଭିନ୍ନ…

ବାର୍ଷିକ ପନ୍ଦର ଦିନର ସାମୟିକ ଛୁଟି, ମହିଳା କର୍ମଚାରୀମାନଙ୍କ ପାଇଁ ୧୮୦ ଦିନର ମାତୃତ୍ୱ ଛୁଟି ୧୬ ବର୍ଷ ପରେ ଉଚ୍ଚତର ବେତନ ହାର ସ୍ତରରେ Placement Scale ସୁବିଧା, ଅନୁକମ୍ପାମୂଳକ ସହାୟତା ରାଶିରେ ବୃଦ୍ଧି ଉପକୃତ ହେବେ ପ୍ରାୟ ୧୭,୫୦୦ କର୍ମଚାରୀ 5T…

ଶ୍ରୀରଘୁନାଥଙ୍କ ପୀଠରେ ହରି-ହର ଭେଟ ଉତ୍ସବ ପାଳିତ

ଓଡଗାଁ, ୯।୩ (ଶ୍ରୀକାନ୍ତ କୁମାର ମିଶ୍ର) : ଓଡଗାଁ ଶ୍ରୀରଘୁନାଥ ଜୀଉଙ୍କ ପୀଠରେ ହରି-ହର ଭେଟ ଉତ୍ସବ ପାଳିତ ହୋଇଯାଇଛି । ଜାଗର ପରଦିନ ଏହି ଉତ୍ସବ ପାଳିତ ହେଉଥିବା ବେଳେ ପ୍ରଭୁ ଶ୍ରୀରଘୁନାଥ ମା’ ସୀତାଙ୍କ ସହିତ ଅନୁଜ ଲକ୍ଷ୍ମଣ ପାଟବସ୍ତ୍ର ଓ ସ୍ୱର୍ଣ୍ଣ ଅଳଙ୍କାର ପରିଧାନ କରିଥିବା ଦୃଶ୍ୟକୁ…

ବିରାଟ ବାଇକ୍ ଶୋଭାଯାତ୍ରା, ୨୮ କୋଟି ୩୬ ଲକ୍ଷ ଟଙ୍କା ପ୍ରକଳ୍ପର ଶୁଭ-ଉଦଘାଟନ,

ଓଡ଼ଗାଁରେ ନିର୍ମାଣ ହେବ ଅତ୍ୟାଧୁନିକ ବସଷ୍ଟାଣ୍ଡ: ଅରୁଣ ଓଡ଼ଗାଁ, ୯।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକର ବିଭିନ୍ନ ସ୍ଥାନରେ ବିଧାୟକ ଡ. ଅରୁଣ କୁମାର ସାହୁ ୨୭ କୋଟି ୪୨ ଲକ୍ଷ ଟଙ୍କା ପ୍ରକଳ୍ପର ଶୁଭଭିତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି । କେନାଲ ଛକଠାରୁ…

ରାଉରକେଲା ଜିଲ୍ଲା ଯୁବ କଂଗ୍ରେସ ତରଫରୁ ବିଶ୍ୱ ମହିଳା ଦିବସ ପାଳନ

ରାଉରକେଲା,(ବସନ୍ତ କୁମାର ଜେନା): ଆଜି ରାଉରକେଲା ଜିଲ୍ଲା ଯୁବ କଂଗ୍ରେସ ତରଫରୁ ରାଉରକେଲା ରେ ବିଶ୍ୱ ମହିଳା ଦିବସ ଉପଲକ୍ଷେ କିଛି କର୍ମଠ ଜାଗ୍ରତ ମହିଳା ମାନଂକୁ ସାନମାନିତା କରାଗଲା ସାନମାନିତ କରିବା ସହିତ ମହିଳା ମାନଙ୍କୁ ଆଗକୁ ବଢିବା ପାଇଁ ପ୍ରୋତ୍ସାହନ ଦିଆଗଲା ଏହି କାର୍ଯ୍ୟ କ୍ରମ ରେ…

ଗିର୍ଲିଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ…

ଅଶୋକ ସାହୁ, ଶାସକ ପ୍ରଶାସକ.: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝିଗୁଡା ପଞ୍ଚାୟତ ଅନ୍ତର୍ଗତ ଗିର୍ଲିଗୁଡା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଇଶ୍ଵର ଚନ୍ଦ୍ର ଟାକ୍ରୀ ଓ ଗିର୍ଲିଗୁଡା ଗ୍ରାମବାସୀ ମାନଙ୍କ ମଧ୍ୟରେ ବିଦ୍ୟାଳୟର ଅନେକ…

ସ୍ଵର୍ଗତ ବିଜୟ ରଞ୍ଜନ ସିଂ ବରିହା ସ୍ମାରକୀ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ପ୍ରଥମ ସେମିଫାଇନାଲ ରେ ସାପଲହର…

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ରାଜବୋଡ଼ାସମ୍ବର ହାଇସ୍କୁଲ ପଡିଆରେ ନେହରୁ ସ୍ପୋର୍ଟିଂ ଦ୍ଵାରା ଆୟୋଜିତ ସ୍ଵର୍ଗତ ପ୍ରେମାନନ୍ଦ ସିଂ ବରିହା ଓ ସ୍ଵର୍ଗତ ବିଜୟ ରଞ୍ଜନ ସିଂ ବରିହା ସ୍ମାରକୀ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜିର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଖଇରପାଲି ଓ…

ଶ୍ରୀମନ୍ଦିରରୁ ଖସିଲା ପଥର; କେହି ଆହତ ହୋଇ ନଥିବା ସୂଚନା

ପୁରୀ: ଶନିବାର ଶ୍ରୀମନ୍ଦିରରୁ ଖସିଛି ପଥର । ମାଆ ବିମଳାଙ୍କ ମନ୍ଦିର ପାଖରେ ଥିବା ବରାହ ମନ୍ଦିର ପାଖରୁ ପଥର ଖସିଥିବା ସୂଚନା । ଖସିଥିବା ପଥରର ଓଜନ ଏକ କେଜିରୁ ଅଧିବ ହେବ ବୋଲି କୁହାଯାଉଛି ।ଏଏସଆଇ ପକ୍ଷରୁ ଅନେକ ପଥରକୁ ପରିବର୍ତ୍ତନ କରାଯାଇଥିଲା । ସେହି ପଥରରୁ କିଛି ଖସିଥିବା ଅନୁମାନ…

ଆନ୍ଧ୍ରାରୁ ନିରାଶରେ ଫେରିଲେ ଠକେଇରେ ଶିକାର ହୋଇଥିବା ଚିଲିକା ଅଞ୍ଚଳର ୭୮ ଶ୍ରମିକ କାର୍ଯ୍ୟାନୁଷ୍ଠାନ ଦାବି

ଚିଲିକା (ସେକ କୌସର ): ବିଦେଶ ଯିବା ବାହାନାରେ ବାଲୁଗାଁ-ବାଣପୁର ଅଞ୍ଚଳର ୭୮ ଜଣ ଶ୍ରମିକ ଠକେଇର ଶିକାର ହୋଇ ନିଜ ଭିଟାମାଟିକୁ ନିରାଶରେ ଫେରିଛନ୍ତି। ଖବର ମୁତାବକ ବିଗତ ଦୁଇମାସ ତଳେ ଆନ୍ଧ୍ରପ୍ରଦେଶ ବିଜୟାନଗରମ ଠାରେ ଲାଇଫ ଲାଇନ ଟ୍ରାଭେଲ ଏଜେନ୍ସି ନାମକ ଏକ କମ୍ପାନୀ ସୁବିଧାରେ ଏବଂ…