ରାହୁଲ ଗାନ୍ଧିଙ୍କ ଜନ୍ମ ଦିନ ରେ ଯୁବ କଂଗ୍ରେସ ପକ୍ଷ ରୁ ଫଳ ବଣ୍ଟନ

5

 ବାସୁଦେବପୁର -ଅଖିଳ ଭାରତୀୟ କଂଗ୍ରେସ କମିଟିର ପୁର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଜନ୍ମ ଦିବସ ଅବସରରେ ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୁବ୍ରତ ବେହୁରାଙ୍କ ନେତତ୍ବରେ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଫଳ ବଣ୍ଟନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ବାସୁଦେବପୁର ବିଧାନସଭା ଯୁବ କଂଗ୍ରେସ ସଭାପତି ସିଦ୍ଧାନ୍ତ କୁମାର ଦାଶ, ରାକେଶ ମାହାନ୍ତି , ତୁହିଦ୍ ଖାଁ, ଟୁଟୁ ଖାଁ ,ବାଦଲ ନାୟକ ହିରନ୍ୟ ପଲେଇ ସନ୍ତୋଷ ପାତ୍ର,  ଙ୍କ ସହିତ ବହୁ ଯୁବ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.